ରଣପୁର ପଚୁଂଦୋଳ ଅନୁଷ୍ଠିତ ଉପର ମଣିନାଗ ରୁ ଆସିଲା ଆଂଗ୍ୟ ମାଳ, ଶତାଧିକ ଭକ୍ତ ଗହଳି କମ୍ପିଲା ବଡଦାଣ୍ଡରଣପୁର ପଚୁଂଦୋଳ ଅନୁଷ୍ଠିତ ଉପର ମଣିନାଗରୁ ଆସିଲା ଆଜ୍ଞାମାଳ, ୧୦୮ ଦୋଳ ପଞ୍ଚୁଦୋଳ ପଡିଆ ଠାରେ ଏକତ୍ରିତ ପୂଜା ପାଉଥିବା ବେଳେ ରଣପୁର ଗଡ ର ରାଜାଙ୍କ ଉପସ୍ଥିତ ବିନା ପାଳିତ ହୋଇଯାଇଛି ।

୧୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ପବିତ୍ର ପଞ୍ଚୁଦୋଳ ଉପଲକ୍ଷେ ରଣପୁରରେ ବ୍ୟାପକ ପ୍ରସ୍ତୁତି ହେବା ସହ ଶତାଧିକ ଭକ୍ତ ଗହଳିରେ ପାଳିତ ହୋଇଯାଇଛି । ରଣପୁର ପଂଚୁଦୋଳରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ସମାଗମ ହେବା ସହ ପଂଚୁଦୋଳ ପଡିଆରେ ୧୦୮ ଶମ୍ଭୁ ମିଳିତ ହୁଅନ୍ତି । ପୂର୍ବ ବର୍ଷ ଗୁଡିକରେ କରୋନା କଟକଣା ଥିବାରୁ ଯାତ୍ରା ରେ ଭିଡ ଲାଗି ନଥିଲା ।ଗତ ବର୍ଷ ଭଳି ଚଳିତ ବର୍ଷ କୈାଣସି କଟକଣା ନଥିବାରୁ ପଚୁଂଦୋଳ ଦେଖିବା ପାଇଁ ଭିଡ ଲାଗିଛି । କିନ୍ତୁ ଏବର୍ଷ ସେଥିରେ ଦେଖାଦେଇଛି କିଛି ବ୍ୟତିକ୍ରମ । ପ୍ରତି ବର୍ଷ ଉପର ମଣିନାଗ ମାର୍ଜନା ପରେ ଆଜ୍ଞାମାଳ ଆସିଥାଏ । ପରେ ରାଜବାଟିରେ ଥିବା ମଣିନାଗ ମୂର୍ତ୍ତିରେ ଏହି ମାଳ ପକାଯାଇ ପଚୁଂଦୋଳ କୁ ବିଜେ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ରାଜା ମଣିନାଗ କୁ ଦେବା ପାଇଁ ମନା କରିବାରୁ କେବଳ ମଣିନାଗ ଙ୍କ ଆଜ୍ଞା ମାଳ ପଞ୍ଚୁଦୋଳ ପଡିଆକୁ ଯାଇଥିବା ଜଣାଯାଇଛି । ଯାହଫଳରେ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଥିବା ଦେଖିବାକୁୁ ମିଳିଛି । ରବିବାର ବିଳମ୍ବିତ ରାତିରେ ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମଣିନାଗ ଙ୍କ ଆଜ୍ଞାମାଳ ଜଗନ୍ନାଥ ମନ୍ଦିର ଠାରୁ ବାହାରି ବଡଦାଣ୍ଡ ଦେଇ ପଞ୍ଚୁଦୋଳ ପଡିଆରେ ଆସ୍ଥାନ ଗ୍ରହଣ କରିଥିଲେ । ପରେ ଅନ୍ୟ ଦୋଳ ମାନେ ସ୍ୱପ୍ନେଶ୍ୱରଙ୍କୁ ପଛୋଟି ଆଣିବାକୁ ବିଭାମଣ୍ଡପ ଠାରେ ପହଚିଂଥିଲେ । ସମସ୍ତ ଠାକୁର ମିଳିତ ହୋଇ ଭୋଗ ଖାଇଥିଲେ । ସ୍ୱପ୍ନେଶ୍ୱର ଙ୍କ ସହ ଅନ୍ୟ ଦୋଳ ଗୁଡିକ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ । ଜଗନ୍ନାଥ ମନ୍ଦିରରୁ ଦୋଳ ଗୋବିନ୍ଦ ଆସିଥିଲେ । ପରେ ଏକ ବିରାଟ ଶୋଭା ଯାତ୍ରାରେ ଦୋଳ ଗୁଡିକ ପଞ୍ଚୁଦୋଳ ପଡିଆ ଅଭିମୁଖେ ବାହାରିଥିଲେ ଅନ୍ୟପଟେ ଘରଭଙ୍ଗା ଟିମ୍ ପକ୍ଷରୁ ଗତ ରାତିରେ ଏକ ରାମ ନାଟକ ଅନୁଷ୍ଠିତ ହୋଇଥିଲା ଯାହା କି ଲୋକଙ୍କୁ ଅଧିକା ଆକର୍ଷିତ କରିଥିଲା । ବଲାଙ୍ଗିରୁ ଆସିଥିବା ଦୁଲଦୁଲି ,ସଂଙ୍କିତ୍ରନ ମଣ୍ଡଳି ,ଶହ ଏକ ବିରାଟ ଶୋଭାଯତ୍ରା ରଣପୁର ବଡଦାଣ୍ଡ ଦେଇ ପରିକ୍ରମା କରିଥିଲା । ଏବଂ ସକାଳୁ ସକାଳୁ ଦୋଳ ମାନେ ନିଜ ନିଜ ଆସ୍ଥାନ ଗ୍ରହଣ କରି ଭକ୍ତ ମାନଙ୍କୁ ସାଧାରଣ ଦର୍ଶନ ଦେଇଥିଲେ ।ଆଜି ରଣପୁର ଏନ.ଏ.ଏସି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଏନ୍ଏସି ଅଧକ୍ଷା ଏହାର ଦାୟିତ୍ଵ ନେଇଥିବା ଜଣାଯାଇଥିଲା । ଆଜି ଦିନ ତମାମ ଶମ୍ଭୁ ମାନେ ପଚୁଂ ଦୋଳ ପଡିଆରେ ଆସ୍ଥାନରେ ରହିବା ପରେ ସଂଧ୍ୟାରେ ନିଜ ନିଜ ମନ୍ଦିରକୁ ଫେରିଯିିବାର କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଯାତ୍ରାରେ ରଣପୁର ଅଂଚଳ ସମେତ ପଡୋଶି ଖୋର୍ଦ୍ଧା ଜିଲ୍ଲାରୁ ଦୋଳ ଗୁଡିକ ଆସିଥିବା ଜଣାଯାଇଛି । ଆଜି ସକାଳୁ ସମସ୍ତ ଜନସାଧାରଣ ଙ୍କ ଭିତରେ ବିଜେପି ର ବରିଷ୍ଠ ନେତା ଡ. ସମ୍ବିତ ପାତ୍ର ପଂଚୁଦୋଳ ପଡିଆରେ ୧୦୮ ଦୋଳ ଦର୍ଶନ କରି ପ୍ରଭୁ ଙ୍କ ଚରଣା ଆଶ୍ରିତ ହୋଇଥିଲେ । ପଞ୍ଚୁଦୋଳ କମିଟିର ସଦସ୍ୟ ମାନେ ସ୍ଵତନ୍ତ୍ର ପରିଦର୍ଶନ କରି ପଞ୍ଚୁଦୋଳ କୁ ସୂଚାରୁ ରୂପେ ତୁଲାଇ ଥିଲେ ଏତଦବ୍ୟତୀତ ବିଭିନ୍ନ ଅନୁଷ୍ଠାନ ତରଫ ରୁ ଭକ୍ତ ମାନଙ୍କୁ ଦହି ପଣା ବଣ୍ଟନ କରାଯାଇଥିଲା ଏବଂ ଆସନ୍ତା ୩୦ ରେ ହେବାକୁ ଯାଉଥିବା ରାମ ନବମୀ ଉପଲକ୍ଷେ କେତେକ ସ୍ବେଛାସେବୀ (ରାମ ସେନା) ବନ୍ଧୁ ମାନେ ବଡଦାଣ୍ଡ ରେ ଦହି ପଣା ବଣ୍ଟନ କରିଥିଲେ ।