ପ୍ରଶାସନ ଶୋଇ ଥିବାବେଳେ ଶିଶୁର ଚିକିତ୍ସା ଆଜି ଅଦ୍ବରା ରହି, ଡାକ୍ତରୀ ବିଭାଗରେ ସୁବିଧା ପାଇବା କଷ୍ଟ କର ବୋଲି ସହ ପରିବାର ସ୍ବାମୀ-ସ୍ତ୍ରୀ ତର୍କ ବିତର୍କ କରୁଥିବା ଜଣାପଡିଛି । ଦୁଃଖଦଃର କାରଣ ଏହି ଗରିବ ନିରୀହ ପାହାଡିଆ ଅଞ୍ଚଳର ଜନ ଆଦିବାସୀଙ୍କ ପାଖରେ ପଇସା ପତ୍ର ଅସୁବିଧା ରହିଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଶିଶୁର ଡାକ୍ତରୀ ଚିକିତ୍ସା ନିମନ୍ତେ ସୁଲଭ ମୂଲ୍ୟରେ ଚିକିତ୍ସାର ସାହାଯ୍ୟ ମାଗିଥିବା ଶ୍ରୀ ପିତା-କିଲିସ୍ପାସ୍ ରାଇକା ଜଣାଇଛନ୍ତି । ଶିଶୁର ଡାକ୍ତରୀ ଚିକିତ୍ସା ନିମନ୍ତେ ଗ୍ରାମପଞ୍ଚାୟତ ନିକଟସ୍ଥ ସରପଞ୍ଚ ମହାଶୟା ଶ୍ରୀମତୀ-ସେଶ୍ବନୀ ଶବର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର କାର୍ଯ୍ୟାଳୟ ନିକଟରେ ଓ ସରକାରୀ ଶିଶୁ ଡାକ୍ତରୀଖାନା ବିଭାଗ ଗୁଣପୁର ନିକଟସ୍ଥ ଜଗନ୍ନାଥ ପୁର ହସ୍ପିଟାଲ୍ ଶ୍ରୀ-ସାହୁକାର ଡକ୍ଟର ଶିଶୁର ଡାକ୍ତର ର ଚିକିତ୍ସା ପାଇଁ ଗୁହାରି କରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଶିଶୁର ଡାକ୍ତର ଚିକିତ୍ସା ବିଭାଗ ନେଇ ପ୍ରତି ଉତ୍ତର ପାଇ ନ ଥିବାର ଜଣାପଡିଛି । ପ୍ରଶାସନ ଏହି ଗରିବ ନିରୀହ ଶ୍ରେଣୀର ସ-ପରିବାର ଶିଶୁର ଡାକ୍ତର ଚିକିତ୍ସା ବଞ୍ଚାଇବାର ଉପାୟ ଦେଖିବାକୁ ବାକି ରହିଲା ।
© 2023 Odisha Taza News.