• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ରେ ଐତିହ୍ୟ ସମ୍ପନ୍ନ ପଚୁଂଦୋଳ : ପ୍ରଶାସନ ର ଭୁଲ ଯୋଗୁଁ ପଞ୍ଚୁଦୋଳକୁ ମା ମଣିନାଗ ଙ୍କ ଚଳନ୍ତି ପ୍ରତିମା ପଠାଇବେ ନାହିଁ ରାଜା

Proprietor Abhimanyu Maharana by Proprietor Abhimanyu Maharana
March 12, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ରଣପୁର ରେ ଐତିହ୍ୟ ସମ୍ପନ୍ନ ପଚୁଂଦୋଳ : ପ୍ରଶାସନ ର ଭୁଲ ଯୋଗୁଁ ପଞ୍ଚୁଦୋଳକୁ ମା ମଣିନାଗ ଙ୍କ ଚଳନ୍ତି ପ୍ରତିମା ପଠାଇବେ ନାହିଁ ରାଜା
Share on FacebookShare on TwitterWhatsapp

ମହାରାଜାଙ୍କର ସମସ୍ୟା କୁ ଅଣଦେଖା କରୁଥିବା ପ୍ରଶାସନ ପାଇଁ ଆଜି ରଣପୁରର ଐତିହ ପରମ୍ପରା ରେ ବାଧା ଉପୁଜିଲା । ରାଜାଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ିଛି ପ୍ରସାଶନିକ ବ୍ୟବସ୍ଥା ଆଗରେ ଯେଉଁଥିପାଇଁ ରାଜା ରାଜବାଟି ରୁ ମଣିନାଗ ଙ୍କ ଚଳନ୍ତି ପ୍ରତିମା ପଚୁଂଦୋଳ ପଡିଆକୁ ଛାଡିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ।

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ଆଜି ରଣପୁର ରେ ଐତିହ୍ୟ ସମ୍ପନ୍ନ ପଚୁଂଦୋଳ । ରଣପୁର ରେ ବାରମାସରେ ୧୩ ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ରଥଯାତ୍ରା ଓ ପଚୁଂଦୋଳ ଅନ୍ୟତମ । ରଣପୁର ପଚୁଂଦୋଳ ଯାତ୍ରା ମଧ୍ୟ ବେଶ୍ ଆକର୍ଷଣିୟ ହୋଇଥାଏ । ପଚୁଂଦୋଳ ରେ ନୟାଗଡ ଓ ପଡୋଶି ଖୋର୍ଦ୍ଦା ଜିଲ୍ଲାରୁ ୧୧୦ ଦୋଳ ଆସନ୍ତି । ରଣପୁର ଅଧିଷ୍ଠାତ୍ରୀ ଦେବୀ ମଣିନାଗ ମୁଖ୍ୟ (ଥାନପତି)ଭାବରେ ଏଠାରେ ଯୋଗ ଦେଇଥାଆନ୍ତି । ପ୍ରଥମେ ମଣିନାଗ ଯାଇ ପଚୁଂଦୋଳ ପଡିଆରେ ଆସ୍ଥାନରେ ବସିବା ପରେ ଅନ୍ୟ ଦୋଳ ଗୁଡିକ ଯାଇ ଆସ୍ଥାନରେ ବସନ୍ତି । କିନ୍ତୁ ଏବେ ମଣିନାଗ ଯିବା ନେଇ ଅଚଳାବସ୍ତା ଜାରି ରହିଛି । ଶହଶହ ବର୍ଷର ପରମ୍ପାରା ଅନୁଯାଇ ମଣିନାଗ ରାଜବାଟିରୁ ହିଁ ଯାଇଥାଆନ୍ତି । କିନ୍ତୁ ମଣିନାଗକୁ ଛାଡିବେ ନାହିଁ ବୋଲି ରାଜା ରୋକଠୋକ ସୁଣାଇ ଦେଇଥିବାରୁ ମନ୍ଦିର ପ୍ରଶାସନ ଉପର ମଣିନାଗ ପୀଠରୁ ଆଂଗ୍ୟ ମାଳ ଆଣି ବିଜେ କରାଇବେ ବୋଲି ଜଣାଯାଇଛି । ପରମ୍ପରା ଅନୁଯାଇ ପଚୁଂଦୋଳ ରାତିରେ ଏକ ବିରାଟ ଶୈାଭାଯାତ୍ରା ରେ ରାଜବାଟି ପରିଷର ରୁ ମଣିନାଗ ପଚୁଂଦୋଳ ପଡିଆକୁ ବିଜେ ହେବା ପରେ ଅନ୍ୟ ୧୧୦ ଦୋଳ ବିଜେ କରନ୍ତି । ପର ଦିନ ଠିକ ସେହିଭଳି ମଣିନାଗ ଆସ୍ଥାନରୁ ଉଠିବା ପରେ ଅନ୍ୟ ସବୁ ଦୋଳ ନିଜ ନିଜ ଅଚଂଳକୁ ଫେରିଯାଆନ୍ତି । ଗତ ବର୍ଷ ପଚୁଂଦୋଳ କୁ ସୁରୁଖୁରୁ ରେ କରିବା ପାଇଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ବୈାଠକ ହୋଇଥିଲା । ପରେ ରାଜା ଙ୍କ ୁ ମଣିନାଗ କୁ ବିଜେ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜା ଙ୍କୁ ଅନୁରୋଧରେ କରିବା ପାଇଁ ତହସିଲଦାର ଇପସିତ କୁମାର ସାହୁ ଓ ପଚୁଂଦୋଳ କମିଟି ସଦସ୍ୟ ମାନେ ଯାଇଥିଲେ । ପରମ୍ପରା ଅନୁଯାଇ ମଣିନାଗକୁ ବିଜେ କରିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ରାଜା ରାଜବାଟି ରୁ ମଣିନାଗ ଙ୍କ ଚଳନ୍ତି ପ୍ରତିମା ପଚୁଂଦୋଳ ପଡିଆକୁ ଛାଡି ବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ।ପରେ ଏସମ୍ପର୍କରେ ରାଜା ଙ୍କୁ ବୁଝାସୁଝା କରିବା ପାଇଁ ରଣପୁର ର ଅନେକ ଲୋକ ,ସାମ୍ବାଦିକ ଓ ବୁ୍‌ଦ୍ଦିଯିବି ଯାଇ ବୁଝାସୁଝା କରିଥିଲେ । କିନ୍ତୁ ରାଜା ଓ ତାଙ୍କ ପରିବାର ଲୋକ ମାନେ ମଣିନାଗ ଙ୍କ ପ୍ରତିମା କୁ ବିଜେ କରିବେ ନାହିଁ ବୋଲି ମନାକରିଥିଲେ । ରାଜା ଙ୍କର କିଛି ଜମି ଜମା ସଙ୍କ୍ରାନ୍ତି ବିବାଦ ରହିଥିବାରୁ ପ୍ରଶାସନ ଦୀର୍ଘ ବର୍ଷ ହେଲା ସହ ଯୋଗ କରୁ ନାହିଁ ବୋଲି ଅଭିଯଯୋଗ କରିଥିଲେ । ଶୁକ୍ରବାର ସଂଧ୍ୟାରେ ନୟାଗଡ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ରଣପୁର ତହସିଲଦାର ଇପସିତ ସାହୁ,ଏନଏସି କର୍ତୁପକ୍ଷ ,ମନ୍ଦିର ପ୍ରଶାସନ ଓ ରଣପୁର ର ବହୁ ବୁଦ୍ଦିଯିବି ରାଜବାଟି ପରିଷର କୁ ଯାଇ ରାଜା କୁ ପରମ୍ପରା ଅନୁଯାଇ ବିଜେ କରିବା ପାଇଁ ଅନୁରୋଧ କରିଥିଲେ । ରଣପୁର ଆରାଧ୍ୟ ଦେବୀ ଭାବେ ମଣିନାଗ ପୂଜା ପାଆନ୍ତି । ଏଭଳି ଏକ ଲୋକପ୍ରିୟ ଯାତ୍ରା ରେ ରାଜ ପରିବାର ର ପ୍ରମୁଖ ଭୂମିକା ରହିଆସିଛି । ସେଥି ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ ମଣିନାଗ ପ୍ରତିମାକୁ ଶହଶହ ବର୍ଷ ଭଳି ଚଳିତ ବର୍ଷ ବିଜେ କରିବା ପାଇଁ ଅନୁରୋଧ କରିଥିଲେ ।କିନ୍ତୁ ରାଜା ମଣିନାଗ ବିଗ୍ରହ ଦେବା ପାଇଁ ମନାକରି ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ପ୍ରତି ବର୍ଷ ପଚୁଂଦୋଳ ଦିନ ପାହାଡ ଶୀଖର ରେ ଥିବା ଉପର ମଣିନାଗ ପୀଠରେ ମାଜଣା କରାଯାଏ । ପରେ ସେଠାରୁ ଆଂଗ୍ୟ ମାଳ ଆସିବା ପରେ ରାଜ ବାଟି ପରିଷର ରେ ଥିବା ମଣିନାଗ ବିଗ୍ରହ ରେ ଲାଗି କରାଯାଇ ପଚୁଂଦୋଳ ରାତିରେ ଏକ ଶୈାଭା ଯାତ୍ରା ରେ ପଚୁଂଦୋଳ ପଡିଆରେ ଆସ୍ଥାନ କୁ ଯାଆନ୍ତି । ପରେ ଅନ୍ୟ ଦୋଳ ମାନେ ଯାଆନ୍ତି । କିନ୍ତୁ ଚଳିତ ବର୍ଷ ରାଜା ବିଗ୍ରହ ଦେବାକୁ ମନାକରିଦେଇ ଥିବାରୁ କେବଳ ଉପର ମଣିନାଗ ଙ୍କ ଆଂଗ୍ୟ ମାଳ ଏକ ଚଉଦୋଳରେ ବିଜେ କରିବେ ବୋଲି ନିଷ୍ପତି ହୋଇଥିବା ଜଣାଯାଇଛି ।ରବିବାର ରାତିରେ ପଚୁଂଦୋଳ କୁ ଆକର୍ଷଣୀୟ କରିବା ପାଇଁ ପଚୁଂଦୋଳ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ରୁ ଏକ ଦୁଲଦୁଲି ବାଜାରେ ବଡ ଦାଣ୍ଡ କମ୍ପିବ ବୋଲି ଜଣାଯାଇଛି । ସେହି ପରି ଆକର୍ଷଣୀୟ ରୋଷଣି ,ଲାଇଟ୍ ଓ ନାଚରେ ଶ୍ରୀ ଜିୟୁ ମାନେ ବିଜେ କରିବେ ।ପଚୁଂଦୋଳ ଭିଡରୁ ରକ୍ଷା କରିବା ପାଇଁ ପଚୁଂଦୋଳ ପଡିଆ ମଧ୍ୟରେ କୈାଣସି ବେପାରୀ ଙ୍କୁ ବସିବାକୁ ଦିଆଯିବ ନାହିଁ । ସେହି ଭଳି ସହର ମଧ୍ୟରେ କୈାଣସି ଚାରି ଚକିଆ ଯାନ ପ୍ରବେଶ ନିଶେଧ୍ୟ କରାଯାଇଛି । ସେମାନେ ବାଇପାସ ଦେଇ ସହର ବାହାରକୁ ଯାଇ ପାରିବେ ବୋଲି ନିଷ୍ପତି ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version