ଓଡିଶା ତାଜା ନ୍ୟୁଜ୍ (୧୫ ଜୁନ୍ ସୋମବାର) ଭୁବନେଶ୍ୱର :- ଭୁବନେଶ୍ୱର, ସି-ସୋର ଏଟି ଗ୍ରୁପ୍ ସମେତ ମୋଟ ୪୪ ଟି ଚିଟଫଣ୍ଡ କମ୍ପାନୀ ର ତଦନ୍ତ ପ୍ରକ୍ରିୟା କୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛି ସିବିଆଇ । ୯ ମାସ ପରେ’ସି-ସୋର ଠକେଇ ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ଜେରା କରିଛି । ଚିଟଫଣ୍ଡ ଲିଙ୍କରେ ସାମିଲ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଡକାଯାଇ ପାରେ ବୋଲି ସିବିଆଇ ସୂଚନା ଦେଇଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com