• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ରେ ପଞ୍ଚୁଦୋଳକୁ ନେଇ ଉପୁଜୁଛି ଦ୍ଵନ୍ଦ : ରାଜା ଙ୍କୁ ଅଣଦେଖା କରୁଛି ପ୍ରଶାସନ

Proprietor Abhimanyu Maharana by Proprietor Abhimanyu Maharana
March 6, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ରଣପୁର ରେ ପଞ୍ଚୁଦୋଳକୁ ନେଇ ଉପୁଜୁଛି ଦ୍ଵନ୍ଦ : ରାଜା ଙ୍କୁ ଅଣଦେଖା କରୁଛି ପ୍ରଶାସନ
Share on FacebookShare on TwitterWhatsapp

କାହିଁକି ରାଗିଲେ ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ …

ପ୍ରଶାସନ ଅଣଦେଖା କରୁଛନ୍ତି ଖାଲି ସେତିକି ନୁହେଁ, ମା ମଣିନାଗ ଙ୍କ ନା ରେ ଯେଉଁ କମିଟି ଅଛି ସେହି କମିଟି ର କିଛି ସଦସ୍ୟ ରଣପୁର ରାଜା ସାହେବ୍ ଙ୍କୁ ବାଡେଇବା କୁ ଧମକ ଦେବା ସହିତ ମା ମଣୀନାଗ ଙ୍କ ଚଳତି ପ୍ରତିମା କୁ ଜୋର୍ ଜବରଦସ୍ତି ରାଜ ସାହେବ୍ ଙ୍କ ଉଆସ ରୁ ଆଣିବୁହେରି ବୋଲି ମଧ୍ୟ କହିଛନ୍ତି, ଏହି କଥା ରାଜା ସାହେବ୍ ନିଜେ ଓ ତାଙ୍କ ପୁଅ, ଝିଅ ମନେ ରଣପୁର ର କିଛି ଲୋକ ମାନଙ୍କ ଆଗରେ କହିଛନ୍ତି,

ରାଜା ଙ୍କୁ ମାନ୍ୟ ନକରି ମିଛ ପ୍ରତିଶୃତି ଦେଇ ଠକୁଥିବା ପ୍ରଶାସନ ଉପରେ ରାଜା ଙ୍କ ର ରୋଷ । ରାଜମହଲ ଭିତରୁ ଯିବେନି ଇଷ୍ଟ ଦେବୀ ମା ମଣିନାଗ ।

୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଦୀର୍ଘ ବର୍ଷ ଧରି ରଣପୁର ର ପରମ୍ପରା ଅନୁଯାୟୀ ପାଳିତ ହୋଇଆସୁଥିବା ପଞ୍ଚୁଦୋଳ ରେ ବିଭିନ୍ନ ଅଞ୍ଚଳରୁ ୧୦୮ ଦୋଳ ଏକାଠି ପୂଜା ପାଇବା ସହ ପଞ୍ଚୁଦୋଳ ପଡିଆ ରେ ନିଜ ନିଜ ସ୍ଥାନ ଗ୍ରହଣ କରି ଯାତ୍ରା କରନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନ ଧୁମଧାମ ସହକାରେ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହେବା ପାଇଁ ଯୋଜନା ରଖିଛନ୍ତି । ହେଲେ ରଣପୁର ରାଜନଅରରେ ପ୍ରତିଷ୍ଠିତ ତଥା ରାଜା ଙ୍କ ର ଇଷ୍ଠ ଦେବୀ ମା ମଣିନାଗ ଙ୍କର ଦୋଳ ପଞ୍ଚୁଦୋଳ ପଡିଆ କୁ ଯିବନି ବୋଲି ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ମନା କରିଦେଇଥିବା ଜଣା ପଡ଼ିଛି ।

ତେବେ ରାଜା ଙ୍କୁ ପ୍ରଶାସନ ଅଣଦେଖା କରୁଥିବା ବେଳେ ମିଛ ପ୍ରତିଶୃତି ଦେଇ ରଥ ଯାତ୍ରା ବେଳେ ଛେରା ପହଁରା କୁ ଅନୁରୋଧ କରିଥିଲେ ପରେ ପରେ ରାଜା ଙ୍କ ର କୌଣସି ଜମି ଜମା ସମ୍ବନ୍ଧୀୟ ଅଭିଯୋଗ କୁ ଭିତ୍ତିହୀନ ଭାବେ ସାଧାରଣ ଲୋକ ଙ୍କୁ ଦେଇଦେଇଥିବା ଅଭିଯୋଗ ରେ ରାଜା ପ୍ରସାଶନିକ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ ହେଲେ ହେଁ ତାଙ୍କୁ ଅଶ୍ଳୀଳ ତଥା ଅମାନ୍ୟ ବ୍ୟବହାର ଦେଖାଇଛନ୍ତି ଯାହାକୁ ନେଇ ରାଜା ରାଜବାଟି ର କୂଳଦେବୀ ମା ମଣିନାଗଙ୍କୁ
ପଞ୍ଚୁଦୋଳ ଯାତ୍ରା ରେ ସାମିଲ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି ।

ତେବେ ପ୍ରଥମେ ମା ମଣୀନାଗ ଙ୍କ ଆସ୍ଥାନ ଗ୍ରହଣ ପରେ ସମସ୍ତ ଦୋଳ ଆସ୍ଥାନ କୁ ଯିବେ ବୋଲି ରହିଥିବା ପରମ୍ପରା କିଭଳି ପାଳିତ ହେବ ଏହାକୁ ନେଇ ଦ୍ଵିବିଧା ଦେଖାଦେଇଛି । ପଞ୍ଚୁଦୋଳ କୁ ନେଇ ଆଜି ସନ୍ଧ୍ୟାରେ ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ପଞ୍ଚୁଦୋଳ ବୈଠକ ଅନୁଷ୍ଠିତ ହୋଇଯାଇଛି ଆଗାମୀ ତା ୧୨ରିଖ ଦିନ ପଞ୍ଚୁଦୋଳ ପଡ଼ୁଥିବାରୁ ପଞ୍ଚୁଦୋଳକୁ ସରସ ସୁନ୍ଦର କରିବା ପାଇଁ ନିଷ୍ପତି ହୋଇଥିଲା ରଣପୁର ରେ ଦୀର୍ଘ ବର୍ଷ ହେଲା ପଞ୍ଚୁଦୋଳ ହୋଇଆସୁଛି ୧୧୦ ଦୋଳ ଏଠାରେ ଏକତ୍ରିତ ହୋଇଥାଆନ୍ତି । ମା ମଣିନାଗ ଆସ୍ଥାନ କୁ ଗଲା ପରେ ସମସ୍ତ ଦୋଳ ଯାଇଥାନ୍ତି ।

ଆଜି ସନ୍ଧ୍ୟାର ପ୍ରସ୍ତୁତି ବୈଠକରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏଥିରେ ତହସିଲଦାର ଏପଶିତ ଇପସିତ ସାହୁ , ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି , ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଅପର୍ଣ୍ଣା ଡ଼ାଙ୍ଗୁଆ , ଉପାଧ୍ୟକ୍ଷ ବିଶ୍ବରଂଜନ ପଟ୍ଟନାୟକ ପୂର୍ବତନ, ରାଜା ମହାନ୍ତି , ପ୍ରିୟବ୍ରତ ପ୍ରହରାଜ , ଜଗନ୍ନାଥ ମନ୍ଦିର ମ୍ୟାନେଜର ରମେଶ ପ୍ରଧାନ , ସୁରେଶ ମିଶ୍ର, ରାଜକିଶୋର ପଟ୍ଟନାୟକ , ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ରାଜା ଙ୍କ ବିନା ଉପସ୍ଥିତି ଓ ମା ମଣିନାଗ ଙ୍କ ବିନା ପଞ୍ଚୁଦୋଳ କିଭଳି ପାଳନ କରାଯିବ ଏବେ ଏହା ଚିନ୍ତା ର ବିଷୟ ପାଲଟିଛି । ନିଜର ସ୍ୱାର୍ଥ ସରିଗଲା ପରେ ରାଜା ଙ୍କୁ ଅବହେଳା କରୁଥିବା ପ୍ରଶାସନ କଣ ଏ ଦିଗରେ କିଛି ପଦକ୍ଷେପ ନେବ ? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version