• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠିତ ଜଗବନ୍ଧୁ ଦାସ ହେଲେ ଜିଲ୍ଲା ସଭାପତି

Proprietor Abhimanyu Maharana by Proprietor Abhimanyu Maharana
March 5, 2023
in ଓଡ଼ିଶା, ଗଜପତି, ରାଜନୀତି, ହୋମ୍
0
ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠିତ ଜଗବନ୍ଧୁ ଦାସ ହେଲେ ଜିଲ୍ଲା ସଭାପତି
Share on FacebookShare on TwitterWhatsapp

୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡ :- ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଜପତି ବିଜେଡି ଜିଲ୍ଲା କମିଟି ଗଠନ କରାଯାଇଛି. ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ ଜଗବନ୍ଧୁ ଦାସଙ୍କୁ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି. ଏହି କମିଟିରେ ୧୩ଜଣ ଉପସଭାପତି,୧୧ ଜଣ ସାଧାରଣ ସମ୍ପାଦକ, ୧୩ ଜଣ ସମ୍ପାଦକ ଏବଂ ୧୫ ଜଣଙ୍କୁ ଯୁଗ୍ମ ସମ୍ପାଦକ ଦାୟିତ୍ୱ ମିଳିଛି. ସେହିପରି ୯ ଜଣଙ୍କୁ ବ୍ଲକ ମୁନିସିପାଲିଟି ଓ ଏନଏସି ସଭାପତି ଭାବେ ନିଯୁକ୍ତ କରାଯାଇଛି. ସେହିପରି ଗୋପବନ୍ଧୁ ପଟ୍ଟନାୟକଙ୍କୁ ଜିଲ୍ଲା କୋଷାଧକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି. ପ୍ରକାଶିତ ତାଲିକା ଅନୁଯାୟୀ ଜିଲ୍ଲା କମିଟିରେ ଉପ ସଭାପତି ଭାବେ ଅନ୍ତର୍ଯମୀ ଗମାଙ୍ଗୋ,ଲକ୍ଷ୍ମୀନ୍ତ ପରିଛା,

ଏସ ଗଜପତି ରାଓ, ବୋରା ଲକ୍ଷ୍ମୀ ନାରାୟଣ, ନୀରା ଭୂୟାଁ, ରଘୁରାମ ସାହୁ, ସାଇ ରାମଚନ୍ଦ୍ର ରାଓ, ରୋକାମ ସତୀଶ, ଆର. ବିଜୟ କୁମାର, ଦଣ୍ଡାସି ସାହୁ, ଲାଜର ମାଝୀ, ସୁଦାମ ଶବର, ଜେମ୍ସ ରାଇକିଆ ସ୍ଥାନ ପାଇଛନ୍ତି. ସେହିପରି ସାଧାରଣ ସମ୍ପାଦକ ଭାବେ ରୋକାମ ରାମ ପ୍ରସାଦ, ପି. ପ୍ରସାଦ ରାଓ, ଜମିଦାର ପଟ୍ଟନାୟକ,ସୁମାନ୍ତୋ ଚିନ୍ତଡା, ଏସ ଭାସ୍କର ରାଓ, ରାଜେନ୍ଦ୍ର କୁମାର ରଣସିଂ ନାୟକ, ଜେ. ବଡମୁଣ୍ଡି, ସୁଦର୍ଶନ ରାଇତୋ, ସୋମନାଥ ବଳିଆରସିଂ, ହାଡ଼ିଆ କନ୍ଧା, ରାଜୀବ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି. ସେହିପରି ସମ୍ପାଦକ ଭାବେ 13 ଜଣିଆ ତାଲିକାରେ ଶିଶିର ପ୍ରଧାନ, କେ. ଜିବରତ୍ନମ, ମସୁଲାନରତିଓ, ଶିବରାମ ସାହୁ, ଜ୍ଞାନ ରଞ୍ଜନ ଜେନା, ବିରଞ୍ଚି ନାରାୟଣ ଦେବ, ପ୍ରଫୁଲ୍ଲ ଲିମ୍ମା,

ପ୍ରକାଶ ନାୟକ, ଡ଼ି. ଆପ୍ପା ରାଓ, ଦୀପକ ପାଣି, ଭି. ଭେଙ୍କଟ ଗିରି, ଦେବେନ୍ଦ୍ର ନାୟକ, ଅଭୟ ପରିଚ୍ଛା ରହିଛନ୍ତି. ଯୁଗ୍ମ ସମ୍ପାଦକ ଭାବେ କେ. ତେଜସ୍ବର ରାଓ, ଦେବଚନ୍ଦ୍ର ପ୍ରଧାନ, ପି. ରାମବାବୁ, ତ୍ରିନାଥ ନାୟକ, ଅର୍ଜୁନ ଶବର, ମୋଜେଶ ଦଳବେହେରା, ଯୋଗେନ୍ଦ୍ର କାର୍ଜି, ଅଜିତ ନାୟକ, ଏ. ବାସୁଦେବ ରାଓ, ହୃଦୟ ପାଣି, ଜଗନ୍ନାଥ ଆର. ରାଓ, ଯୋଗେନ୍ଦ୍ର କୁମାର ସାହୁ, ଇନୁସ ରାଇତୋ, ଇନୁସ ସବର,ଜକ୍ଷ ମଣ୍ଡଳ ଏଣିକି ନୂଆ ଦାୟିତ୍ୱ ତୁଲାଇବେ. ଅନ୍ୟ ପକ୍ଷରେ ସୁଧୀର ରଞ୍ଜନ ମହାପାତ୍ରଙ୍କୁ ପାରଳାଖେମୁଣ୍ଡି ମୁନିସିପାଲିଟି ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ କାଶୀନଗର ସଭାପତି ଭାବେ ରକମ ଚଲାପତି ରାଓଙ୍କୁ ନିଯୁକ୍ତି ମିଳିଛି. ସେହିପରି ରଞ୍ଜିବ ଶବରଙ୍କୁ ମୋହନା ସଭାପତି, ଭୀମା ପାଇକୋଙ୍କୁ ଆର. ଉଦୟଗିରି ସଭାପତି, ସିମାଞ୍ଚଳ ମହାନ୍ତିଙ୍କୁ ରାୟଗଡା, ଜୋହାନ ମାଝୀଙ୍କୁ ନୂଆଗଡା, ଅଖିଳ କୁମାର ପାତ୍ରଙ୍କୁ କାଶୀନଗର, ସିଏଚ. ଇଶ୍ୱର ରାଓଙ୍କୁ ଗୋଷାଣୀ ଏବଂ ଏ ଗମାଙ୍ଗୋଙ୍କୁ ଗୁମ୍ମାର ସଭାପତି ଭାବେ ନୂଆ ନିଯୁକ୍ତି ମିଳିଛି.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

May 15, 2026
କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

May 15, 2026
ମାଟ୍ରିକ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ସମ୍ବର୍ଦ୍ଧନା

May 15, 2026
ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

May 15, 2026
କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version