No Result
View All Result
୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ବ୍ଲକ ର ଇଟାମାଟି ପଞ୍ଚାୟତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି । ସମ୍ମାନିତ ଅତିଥି ଭାବେ ଇଟାମାଟି ସରପଞ୍ଚ ସ୍ଵପ୍ନେଶ୍ୱରି ସେଠି ଯୋଗଦେଇଥିଲେ । ଜିଲ୍ଲା ସରକାରୀ ଓ ବେସରକାରୀ ମିଲତ ସଂଯୋଜଗ ଦିଲ୍ଲୀପ କୁମାର ପ୍ରଧାନ ଯକ୍ଷ୍ମା ରୋଗର କାରଣ ଓ ପ୍ରତିକାର ସମ୍ପର୍କ ରେ ଆଲୋକପାତ କରିଥିଲେ । ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ଯକ୍ଷ୍ମା ରେଗ ସମ୍ପର୍କରେ ଗ୍ରାମବାସୀ ବିଭିନ୍ନ ପ୍ରରାମଶ ଦେବା ସହିତ ରୋଗୀ ନିୟମିତ ଔଷଧି ସେବନ କରିବା,
ନିଶା ଦ୍ରବ୍ୟ ସେବନ ନକରିବା ,ସଦାବେଳେ ପରିସ୍କାର ପରିଛନତା ଉପରେ ଧାନ୍ୟା ଦେବା ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ପରିଦଶକ ରାଧ୍ୟାଶ୍ୟାମ ପ୍ରଧାନ,ଉର୍ମିଳା ବେହେରା,ସ୍ୱାସ୍ଥ୍ୟକ୍ରମୀ ଚାରୁଲତା ସାହୁ । ଏହି କାର୍ଯ୍ୟକ୍ରମ ରେ ଆଶା କ୍ରମୀ , ଅଙ୍ଗନବାଡି ଏବୁ ଗ୍ରାମବାସି ମାନେ ଯୋଗଦେଇ ଥିଲେ
No Result
View All Result