ଆପଣ ମାନେ ଅନେକ ଦାୟିତ୍ୱ ହାତକୁ ନେଇଛନ୍ତି । ଆହାର କେନ୍ଦ୍ର ପରିଚାଳନା , ପରିମଳ , ଜଳସାଥୀ , ସ୍ୱଚ୍ଛସାଥୀ ଆଦି ଅନେକ କାର୍ଯ୍ୟ କରୁଛନ୍ତି । ଆପଣ ମାନେ ସୁବିଧାରେ ଯେପରି ନିଜ କାର୍ଯ୍ୟ କରିପାରିବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣ ମାନଙ୍କୁ ସାଇକେଲ ପ୍ରଦାନ କରିଛନ୍ତି ।
ଏହି ଅବସରରେ କେତେକ ମିଶନ ଶକ୍ତି ମା’ ମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ଗୋଷ୍ଠୀ ସଂଗଠିକା ଦୀପାଳି ସାମନ୍ତ ,କାଉନସିଲର ନରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 
© 2023 Odisha Taza News.