ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଏଥିରେ ଜ୍ୟୋତ୍ସ୍ନା ଦଣ୍ଡ ସେନା ପ୍ରଥମ, ମୋନିଷ ପ୍ରଧାନ ଦ୍ୱିତୀୟ ଏବଂ ମଧୁସ୍ମିତା ଭୋଇ ତୃତୀୟ ହୋଇ ସ୍ଥାନ ଅଧିକାର କରିଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ରୀ ମନଙ୍କୁ ଅବଗତ କରିଥିଲେ l
ପ୍ରତି ଯୋଗିତାରେ ବିଜୟୀ ହୋଇ ଥିବା ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ଦିବସ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଉପସ୍ଥିତ ଥିବା ଛାତ୍ରୀ ମା ନ ଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ରିତିମା ବାଘ୍ ଧନ୍ୟ ବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ l 
© 2023 Odisha Taza News.