• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜିଲ୍ଲା ପ୍ରଶାସନର ବିନା ସହଯୋଗ ରେ ଏସ.ପି ସାରା ଶର୍ମାଙ୍କ ପୋଷ୍ୟ ଗାଁ,ସିଣ୍ଡିବୁ୍ର ବିକଶିତ ହେବ ତ ..? ଗଜପତି

Proprietor Abhimanyu Maharana by Proprietor Abhimanyu Maharana
June 14, 2020
in Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
0
ଜିଲ୍ଲା ପ୍ରଶାସନର ବିନା ସହଯୋଗ ରେ ଏସ.ପି ସାରା ଶର୍ମାଙ୍କ ପୋଷ୍ୟ ଗାଁ,ସିଣ୍ଡିବୁ୍ର ବିକଶିତ ହେବ ତ ..?  ଗଜପତି
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ପ୍ରଶାସନ ପାରିଲାନି ସରକାର ଶୁଣିଲେନି, ଏବେ ଗାଁକୁ ବିକସିତ କରି ମୋଡେଲ ଗାଁ କରି ଦେଖେଇବେ ଏସ୍ପି ସାରା ଶର୍ମା, ସେଥିପାଇଁ ବିକାଶ ଦେଖିନଥିବା ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ଏସପି ସାରା ଶର୍ମା। କେବେ କୈାଣସି ଅଧିକାରୀଙ୍କ ପାଦ ପଡିନଥିବା ଗ୍ରାମରେ ପାଦ ଥାପିଲେ ଏସ୍ପି ସାରା ଶର୍ମା, ଅନୁନ୍ନତ ସିଣ୍ଡିବୁ୍ର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କଲା ପରେ ବିକସିତ ହେବା ନେଇ ଆଶା ସଞ୍ଚାର ହୋଇଛି ଗ୍ରାମ ବାସୀକ ମନରେ । ତେବେ ଏସ୍ପି ସାରା ଶର୍ମା ଏତେ ଅର୍ଥ ଆଣିବେ କେଉଁଠୁ ..? ଏହାକୁ ନେଇ ଜିଲ୍ଲା ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ରତ କେତକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସ୍ତରରେ ଗୁପ୍ତରେ ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଥିବା ବେଳେ ଆଉ କେତେଜଣ ଅଧିକାରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟରେ ଏସ୍ପୀ ସାରା ଶର୍ମାଙ୍କ ଏହା ଅବାଧ ହସ୍ତକ୍ଷେପ ବୋଲି କହିବାଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛ ।

କିନ୍ତୁ ଗଜପତି ଜିଲ୍ଲାପାଳ ଓ ଏସ୍ପିଙ୍କ ମଧ୍ୟରେ ଜିଲ୍ଲାର ବିଭନ୍ନ କାର୍ଯ୍ୟରେ ଉତ୍ତମ ତାଳ ମେଳ ରହିଥିବା ଯୋଗୁଁ ସିଣ୍ଡୁବୁର ଗ୍ରାମର ବିକାଶ ନେଇ ଗ୍ରାମବାସୀ ଆଶା ରଖିଛନ୍ତି । ଆମେ କହୁଛୁ ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁମ୍ମା ବ୍ଳକ ଅନ୍ତର୍ଗତ ଭୁବନି ପଞ୍ଚାୟତର ସିଣ୍ଡିବୁର ଗ୍ରାମର କଥା, ଗାଁକୁ ଆଜି ପର୍ଯ୍ୟନ୍ତ ହୋଇ ପାରିନି ରାସ୍ତା ଟିଏ, ମୁଖ୍ୟ ଶଡକ କିମ୍ବା ପଞ୍ଚାୟତକୁ ଯୋଗା ଯୋଗ କରିବା ପାଇଁ ହେଲେ ଚାଲିବାକୁ ପଡେ ତିନି କିଲୋମିଟର ପାହାଡିଆ ପାଦଚଲା ରାସ୍ତା, ନା ଏହି ଗାଁରେ ଅଛି ପାନିୟ ଜଳର ବ୍ୟବସ୍ଥା ନାଁ ରହିଛି ବିଦ୍ୟାଳୟ, ସୁଗମ ରାସ୍ତା ନଥିବାରୁ ଅନ୍ୟ ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ, ଏହିଭଳି ଏକ ଅବହେଳିତ ଗାଁକୁ ବିକାସ ଧାରାରେ ସାମିଲ କରିବା ପାଇଁ ଆଗେଇ ଆସୀ ପୋଷ୍ୟ ଗାଁ ଭାବରେ ଗ୍ରହଣ କରି ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରତିଶ୍ରୁତି ଦେଇଛନ୍ତି ମହିଳା ଆଇପିଏସ୍ ଅଫିସର ତଥା ଗଜପତି ଏସ୍ପି ସାରା ଶର୍ମା ।

ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ଉକ୍ତ ଗ୍ରାମବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ସେହି ଗାଁରେ କୌଣଶି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନଥିଲା ପ୍ରଥମ କରି ଏସ୍ପି ପାହାଡିଆ ରାସ୍ତାରେ ବହୁ କଷ୍ଟରେ ଆସି ପହଞ୍ଚିଲା ପରେ ଗ୍ରାମବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ପୋଲିସ ବିଭାଗର ବହୁ ଅଧିକାରୀଙ୍କ ସହ ଗ୍ରାମକୁ ଗସ୍ତ କରି ମାସ୍କ, ବିସ୍କୁଟ ଆଦି ବଣ୍ଟନ କରିବା ସହ କରୋନାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ,ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟା ଯଥା ରାସ୍ତା ନିର୍ମାଣ, ପାନୀୟ ଜଳର ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ସହଯୋଗ କରିବେ, ଏପରିକି ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପ୍ରତିଶୃତି ଦେଇଛନ୍ତି ଏସ୍ପି ସାରା ଶର୍ମା । କିନ୍ତୁ ସରକାରଙ୍କ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ , ଲାଞ୍ଜିଆ ସଉରା ଉନ୍ନୟନ ଭଳି ବିଭିନ୍ନ ସଂସ୍ଥା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ସତ୍ତ୍ବେ ସମସ୍ତ ସରକାରୀ ଯୋଜନା ଏଠି ଅପହଞ୍ଚ । ବିକାଶ ଏଠି ବାଟବଣା, ଏକଥା ଆଉ କିଏ ନୁହଁ ଏସ୍ପି ସାରା ଶର୍ମା ନିଜେ ସ୍ୱଷ୍ଟ କରିଛନ୍ତି। ଏହି ଗାଁରେ ବସ ବାସ କରୁଥିବା ଲାଞ୍ଜିଆ ସଉରା ପ୍ରଜାତିର ଆଦିବାସୀ ମାନଙ୍କ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ଓ ସ୍ୱତନ୍ତ୍ର ବିଭାଗ ଥାଇ ସୁଦ୍ଧା ଆଦିବାସୀ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ।

ସରକାରଙ୍କ ମାଳ ମାଳ ଯୋଜନା ଆଉ କାହା ପାଇଁ ସ୍ୱାଧୀନତାର ୭୩ ବର୍ଷ ପରେ ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ ତାହା ସରକାରଙ୍କ ବିଭିନ୍ନ ବିଭାଗ ଏଠି କଣ କରୁଛି ଏପରିକି ଗ୍ରାମ ବାସୀଙ୍କ ଅଭିଯୋଗ ପ୍ରକାରେ ରାସ୍ତା ଖଣ୍ଡେ ପାଇଁ ଜିଲ୍ଲାପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି କୌଣଶି ସୁଫଳ ପାଇନାହାନ୍ତି । ଏଭଳି ସମୟରେ କିଛି ନୁଆଁ କରି ଦେଖାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏସ୍ପି ଗାଁକୁ ବିକଶିତ କରିବା ପାଇଁ ପଣ କରିଛନ୍ତି। କିନ୍ତୁ ଏସ୍ପି ସାରା ସର୍ମା ଦେଇଥିବା ପ୍ରତିଶ୍ରୁତି କେବେ ପାଳନ ହେଉଛି ନାଁ ଅନ୍ୟ ପ୍ରତିନିଧି ସାଂସଦ , ବିଧାୟକ ,ମନ୍ତ୍ରୀଙ୍କ ପୋଷ୍ୟଗାଁ ଭଳି ସାରାଙ୍କ ପୋଷ୍ୟ ଗାଁ ମଧ୍ୟ ଅବହେଳିତ ହୋଇ ରହି ଯାଉଛି ନା ବିକସିତ ହେଉଛି ତାହା ପରବର୍ତ୍ତୀ ସମୟରେ ସ୍ୱଷ୍ଟ ହେବ , ବିକାଶର ମଙ୍ଗ ଜିଲ୍ଲା ପ୍ରଶାସନ ଧରୁଛି ନା ପୋଲିସ ପ୍ରଶାସନ ଧରୁଛି ତାହା ସମୟ ହିଁ କହିବ । ସିଣ୍ଡିପୁର ଭଳି ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯେଉଁଠି ଏବେବି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି ଲୋକେ, ସାରା ଶର୍ମାଙ୍କ ଭଳି ସମସ୍ତ ଅଧୀକାରି ଯଦି ଏଭଳି ଆନ୍ତରିକତା ପ୍ରକାଶ କରନ୍ତି ତେବେ ଅବହେଳିତ ଆଦିବାସୀଙ୍କ ଦୁଃଖ ଲାଘବ ହେବ ନିଶ୍ଚୟ । (ଗଜପତି-ପାରଳାଖେମୁଣ୍ଡି ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁର)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026

Recent News

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version