ଏହିକାର୍କ୍ରମରେ ଶିଶୁ ମଗଂଳ କମିଟି ର ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ କମିଟିର ସଦସ୍ୟ ସଦାସିବ ପାତ୍ର , ରାମ ଚଦ୍ର ପରିଢା, ଓ କମିଟିର ସଦସ୍ୟା ମମତା ଦାସ ଏଡିଇଓ ଅନିଲ କୁମାର ଵେହେରା ଉପସ୍ଥୀତ ଥାଇ ସମସ୍ଥ କାର୍ଯ୍ୟକ୍ରମ ତୁଲାଈଥିଲେ । ଏହି କାର୍ଯ୍ୟକ୍ରମ କୁ କୋଠଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅର୍ଜୁନ ପ୍ରଧାନ ଉଦଘାଟନ କରି ପ୍ରଶାସନ ସଵୁଵେଳେ ଶିଶୁ ଓ ଲୋକଙ୍କ ସେଵାରେ ଅଛନ୍ତି କହିଥିଲେ ଓ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ଵଳେ ସାହାରା ସ୍ୱେଛାସେଵି ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ
କନ୍ଧମାଳ ଜଲ୍ଲା ଶିଶୁ ମଗଂଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମି ଦିନରେ ଏହିଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିଵେ ବଲି ପ୍ରତିଶ୍ରୁତି ଦେଈଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଗ୍ରଣି ସମାଜସେବୀ ମନୋଜ ସାଵତ ଓ ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେଵ୍ , ମିରା ପ୍ରଧାନ ଓ ସୁକାନ୍ତ ଵଳିୟାର ସିଂ ଓ ସୁପରଭାଇଜର ସଵିତା ଜେନା, ଶିଶୁ ସୁରକ୍ଷା ୟୁନିଟର ସୁନିଲ ପ୍ରଧାନ, ସରଜ କହଁର, ଵଭ୍ରୁ ମହନ ମାଝୀ, ଵନଵାସି ଅନୁଷ୍ଠାନର ଆଲୋକ, ସିସିଆଇ ର ନିରମଳା ରାଉତ ଓ ଅଘଂନଔଡି କରମୀ ସମ୍ଫୁଣ୍ଣ ସହଯୋଗ କରିଥିଲେ । 
© 2023 Odisha Taza News.