ପରେ ବେଲପଡା ଡାକ୍ତରଖାନାରେ ଶବ ବାହାକ ଗାଡିଟିଏ ନଥିବାରୁ ବହୁ ଲୋକ ହଇରାଣ ହରକତହେଉଥୁବାରୁ ଏହାର କେମିତି ସ୍ଥାୟୀ ସମାଧାନ ହେବ ସେନେଇ ଆମ ପୁଲିସ ସମିତିର କର୍ମକର୍ତ୍ତା ଙ୍କୁ ଅନୁରୋଧ କରିଥିଲେ । ଉକ୍ତ ବୈଠକରେ ବେଳପଡା ସରପଚଂ ହରିଶ ବୁଡେକ ,ସମ୍ବାଦିକ କରୁଣାକର ବୁଡେକ ,
ମଣ୍ଡଳ ସରପଞ୍ଚ ସରୋଜ ସେଠ ,ଲଙ୍କେଶ୍ୱର ମେହେର, ସଂଜୟ ଶର୍ମା, ମୁକେଶ କୁମାର ଠାକୁର, ଜଗନ୍ନାଥ ବାରିକ, ଯୁବରାଜ ପୁଟେଲ, ଡେଳାମଣି ସାହୁ, ଜଗବନ୍ଧୁ ବେହେରା, ଦେବାଚନ ମାଝି,ଲକ୍ଷିନ୍ଦ୍ର ପୁଟା,କିସାନ ରଣା ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗାମି ଦିନରେ ବିଭିନ୍ନ ଜନ ହିତକାରୀ କାର୍ଯ୍ୟ ଗୁଡିକ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।

© 2023 Odisha Taza News.