ସଚିବ ଅନୁ ଗର୍ଗ ଙ୍କ ଉପସ୍ଥିତିରେ ପାଣି ପଂଚାୟତ ସଭାପତି ରମେଶ ଚନ୍ଦ୍ର ସାହୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଦତ ପୁରସ୍କାର , ମାନପତ୍ର ଓ ନଗଦ ୫୦ ହଜାର ଟଙ୍କା ଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲ୍ଲାର ଏକମାତ୍ର ବୃହତ ଜଳସେଚନ ଜାଇକା ପ୍ରକଳ୍ପ ରେଙ୍ଗାଳି ବାମ କେନାଲର ରକ୍ଷଣାବେକ୍ଷଣ , ସେଚଜଳର ସୁଷମ ବଣ୍ଟନ ତଥା ପାଣି ପଂଚାୟତର ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜଳସଂପଦ ବିଭାଗ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

© 2023 Odisha Taza News.