ସମ୍ପାଦକ ଆଇନଜୀବି କାଳୀ ଚରଣ ମିଶ୍ର ଯୋଗ ସମ୍ବଦୀୟ ସୂଚନା ପ୍ରଦାନ କରିଥିଲେ lରଞ୍ଜନ କୁମାର ଅଗ୍ରୱାଲ, ଧିରେନ୍ ମିଶ୍ର, ପ୍ରଦୀପ ପ୍ରଧାନ, କ୍ଷେତ୍ରବାସି ସାହୁ, କୃଷ୍ଣଚନ୍ଦ୍ର ଦାସ ଭାଗବତ ପ୍ରସାଦ ପଟ୍ଟନାୟକ, ସହଯୋଗ କରିଥିଲେ lଉପଦେଷ୍ଟା ଶ୍ରୀ ଲାଲା ଅନନ୍ତ କୁମାର ସିଂହ ଅନ ଲାଇନ ମାଧ୍ୟମରେ ସହଯୋଗ କରିଥିଲେ l ସିନିୟର ଚାମ୍ପିଅନ୍ କୃଷ୍ଣଶ୍ରୀ ଖୁଣ୍ଟିଆ ଏମଜିସିଟି ଯୋଗ ବିଦ୍ୟା ମନ୍ଦିର ପୁରୀ ପ୍ରଥମ ରନର୍ ଅପ୍ ମହନ୍ତୀ ଶ୍ରୀକାନ୍ତ ଆଣ୍ଡ୍ରପ୍ରଦେଶ ଦ୍ୱିତୀୟ ରନର୍ ଅପ୍ ବିଶ୍ୱଜିତ୍ ଘୋଷ ଆଦିତ୍ୟ ଯୋଗ ବିଦ୍ୟାଲୟ ପୁରୀ,
ଜୁନିଅର ଚାମ୍ପିଅନ୍ କୃଷ୍ଣ ଦାସ ମୟୂରଭଞ୍ଜ ପ୍ରଥମ ରନର୍ ଅପ୍ ଗାର୍ଗିଗୀତିକ ଦାସ ଏମଜିସିଟି ଯୋଗ ବିଦ୍ୟା ମନ୍ଦିର ପୁରୀ ଦ୍ୱିତୀୟ ରନର୍ ଅପ୍ ବି ଗୋବିନ୍ଦା ବେହେରା ଆଦିତ୍ୟ ଯୋଗ ବିଦ୍ୟାଲୟ ପୁରୀ, ସୂଚନା ଦେଲାପରେ ଚିପ ଆଡଭାଇଜର କୃଷ୍ଣଚନ୍ଦ୍ର ଦାଶ, ଚିପ୍ କୋଡ଼ିନେଟର ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l

© 2023 Odisha Taza News.