ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକ (ରାଜସ୍ୱ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମଞ୍ଚଳ ଖମାରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବଂଶଧାରା ନାଗାବଳୀ ଅବବାହିକା ଶ୍ରୀ ନଗେନ୍ଦ୍ରନାଥ ମହାରଣା, ସଞ୍ଜୟ କୁମାର ରଥ ଅଧିକ୍ଷଣ ଯନ୍ତ୍ରୀ ଗଜପତି, ଜଳସେଚନ ବିଭାଗର ଯନ୍ତ୍ରୀ ପି.ଜଗନ୍ନାଥ ଓ କ୍ଷୁଦ୍ର ଜଳସେଚନ ବିଭାଗ ତଥା ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ମୋହିତ ଆଚାର୍ଯ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ଉପ ବିଭାଜନ ଏବଂ ଶ୍ରୀମତୀ ରୋଜରାଣୀ ପଟନାୟକ ସହକାରୀ ଯନ୍ତ୍ରୀ ପରିଚାଳନା କରିଥିଲେ।

© 2023 Odisha Taza News.