ଶ୍ରୀଯୁକ୍ତ ଶ୍ରୀନିବାସ ଛୋଟରାୟ ଶ୍ରୀଯୁକ୍ତ ଆକବର ଅଲ୍ଲୀ ଅଧ୍ୟାପିକା ହର ପ୍ରିୟା ଦାସ. ଗୀତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଶୈଳୀ ରେ ପ୍ରାମାଣିକ ତଥ୍ୟ ଉପସ୍ଥାପନା କରି ଛାତ୍ରୀ ମାନେ କିଭଳି ଭବିଷ୍ୟତ ରେ ଆତ୍ମରକ୍ଷା କୌଶଳ କୁ ବ୍ୟବହାର କରିବେ ଓ ସାକାର କରିବେ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ. ପ୍ରୋଗ୍ରାମ ଅଫିସର ଶ୍ରୀପ୍ରସାଦ ପରିଚାଳନା କରିଥିଲେ. ଶେଷରେ 12.1. ଠାରୁ 21.1. ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରକୁ ମହାସମାରୋହରେ ଉଦଯାପିତ କରାଯାଇଥିଲା

© 2023 Odisha Taza News.