୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଉତ୍ସବ ପାଳନ ଅବସରରେ ବ୍ଲକ ସରିୟ ଲଭବଲ ଟୁଣ୍ଣମେଣ୍ଟ କେ ଏମ ଭାଲିଆସାହି ହାଇସ୍କୁଲ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଆର. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଯୋଗ ଦେଇ ଖେଳକୁ ଉଦ୍ଘାଟନ କରିଥିଲେ । ବିଡିଓ ଲାରିମନ ଖର୍ସେଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥୀ ଭାବେ ଜିଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି,
ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଯୋଗଦେଇଥିଲେ । ପ୍ରମୁଖ ଯୋଗ ଦେଇଥିଲେ । ମେଚ୍ ରେ ୧୭ଗୋଟି ଟିମ୍ ଭାଗନେଇଥିଲେ । ସେଥି ମଧ୍ୟରୁ ଛେଳାଗଡ ଟିମ୍ (Winner) ଓ ଶବରପୋଲି ଟିମ୍ (Runner) ହୋଇଥିଲେ । ଏହି କାର୍ଯ୍ୟକ୍ରମ ଟିକୁ ୧୦ ପିଟି ଶିକ୍ଷକ ପରିଚାଳନା କରିଥିଲେ । ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲାର ଗଜପତି ଉତ୍ସବକୁ ଛେଳାଗଡ ଦଳ ମନନିତ ହୋଇଛି ବୋଲି ଜିପିଇଓ କରିଥିଲେ ।















