• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ସରକାରଙ୍କ ମାଗଣା ଔଷଧ ଗଛମୂଳରେ, ସନ୍ଧ୍ୟାରେ ଫୋପାଡି ରାତିରେ ପୁଣି ଅନ୍ୟତ୍ର

Proprietor Abhimanyu Maharana by Proprietor Abhimanyu Maharana
January 3, 2023
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ଓଡ଼ିଶା ସରକାରଙ୍କ ମାଗଣା ଔଷଧ ଗଛମୂଳରେ, ସନ୍ଧ୍ୟାରେ ଫୋପାଡି ରାତିରେ ପୁଣି ଅନ୍ୟତ୍ର
Share on FacebookShare on TwitterWhatsapp

୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- କରୋନା ପରଠାରୁ ଅର୍ଥାତ୍ ୨୦୨୨ରେ ନକଲି ମେଡିସିନ କାରବାର ବଢିଥିଲା ଏବେ ପୁଣି ଓଡ଼ିଶା ସରକାରଙ୍କ ଦ୍ଵାରା ଗର୍ଭବତୀ ମହିଳା, ପ୍ରସୂତି ମହିଳା ଓ ରକ୍ତହୀନତା ଭୋଗୁଥିବା ଶିଶୁ ଓ ରୋଗୀଙ୍କ ପାଇଁ ମାଗଣାରେ ଆଇରନ ଏଣ୍ଡ ଫଲିକ୍ଏସିଡ ସିରଫ ଆଇପି ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଛି। ତେବେ ରକ୍ତହୀନତା ଭୋଗୁଥିବା ରୋଗୀ ଏହି ଔଷଧ ପାଇବା ଦୂରେ ଥାଉ ଏହା ଡାକ୍ତରଖାନା ଗୁଡ଼ିକରେ ପଡ଼ି ରହି ଶେଷରେ ଔଷଧର କାର୍ଯ୍ୟକ୍ଷମ ଅବଧି ଶେଷ ହେବା ପରେ ଅଳିଆ କୁଢରେ ପରିଣତ ହୋଇ ରାତାରାତି ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଉଛି। ଏପରି ଏକ ଘଟଣା ଦେଖାଯାଇ ଥିଲା ନର୍ଲା ବ୍ଲକର ମାଣ୍ଡେଲ ଗାଁ ନିକଟରୁ। ଏହି ଗାଆଁଠାରୁ ଅଳ୍ପ ଦୂରରେ ବାଲଧର ରାସ୍ତା ଚାରିଛକ ତଥା ପିଡ଼ବ୍ଳୁଡି ରାସ୍ତା ଠାରୁ ୧୦୦ମିଟର ଦୂରରେ ଏକ ଗଛମୂଳରେ ଓଡ଼ିଶା ସରକାରଙ୍କ ଯୋଗାଣ ହେଉଥିବା ଆଇରନ ସିରଫ ଔଷଧ ବହୁ ସଂଖ୍ୟାରେ ଫିଙ୍ଗା ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଗୋଚର ହୋଇଥିଲା। ପରେ କିଛି ଗଣମାଧ୍ୟମର ପ୍ରତିନିଧି ଏହାକୁ ଫଟୋ କରିବା ପରେ ସନ୍ଧ୍ୟାରେ ଫିଙ୍ଗା ଯାଇଥିବା ଔଷଧ ରାତିରେ ପୁଣି ଅନ୍ୟତ୍ର ସ୍ଥାନାନ୍ତର ହେବା ଘଟଣା ଜନସାଧାରଣଙ୍କୁ ଚକିତ କରିଛି। ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଔଷଧର କାର୍ଯ୍ୟକ୍ଷମ ଅବଧି ଗତ ୨୦୨୧ରେ ସମାପ୍ତ ହେବା ପରେ ଦୀର୍ଘ ଦିନ ଧରି ଡାକ୍ତରଖାନାର ଗୋଦାମ ଗୃହରେ ଗଛିତ ହେବା ପରେ ଏବେ ବାହାରେ ଫିଙ୍ଗାଯିବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ସରକାରୀ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ରୋଗୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ବେଳେ ନର୍ଲା ଅଞ୍ଚଳରେ ନକଲି ଔଷଧର ବ୍ୟବହାର ସହ ଔଷଧ ଫିଙ୍ଗା ଘଟଣା ବାରମ୍ବାର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ଘଟି ଚାଲିଥିବା ଯୋଗୁଁ ସଚେତନ ନାଗରିକ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

ଫିକି ଏଫଏଲ୍‌ଓ ଭୁବନେଶ୍ୱର ପକ୍ଷରୁ ମେଫେୟାର କନ୍‌ଭେନସନ୍‌ରେ ୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ଆୟୋଜିତ

March 19, 2026
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

March 18, 2026
ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

ଫିକି ଏଫଏଲ୍‌ଓ ଭୁବନେଶ୍ୱର ପକ୍ଷରୁ ମେଫେୟାର କନ୍‌ଭେନସନ୍‌ରେ ୬ଷ୍ଠ ଏଫଏଲ୍‌ଓ ଓଡ଼ିଶା ଆୱାର୍ଡସ୍‌ ଆୟୋଜିତ

March 19, 2026
FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

FICCI FLO Bhubaneswar Celebrates the 6th FLO Odisha Awards at Mayfair Convention

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version