No Result
View All Result
୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର – କଟକ ସ୍ଥିତ ଶହୀଦ ଭବନରେ ରାଜ୍ୟ ସରକାରଙ୍କ କଳାଗବେଷଣା ଓ ପ୍ରଶିକ୍ଷଣପରିଷଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇାଇଛି । ଏହି ଉତ୍ସବରେରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ୨୦ଜଣ କରି ୧୦ରୁ ଉର୍ଦ୍ଧ୍ୱ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥବାସ୍ୱାନମଧନ୍ୟ ପ୍ରତିନିଧି ୋଗ ଦେଇଥିଲେ ।ବିଶେଷ କରି କଳା, ସାହିତ୍ୟ, ସମାଜସେବା, ଶିକ୍ଷା, କୃଷି ତଥା ସାମ୍ବାଦିକତା କ୍ଷେତ୍ରରେ ବିଶେଷଖ୍ୟାତି, ସମ୍ମାନ ଓ ଗୌରବ ଆଣିପାରିଥିବା ବହୁ ୍ରତିଭାସମ୍ପର୍ଣ୍ଣ କଳାକାର, ସାହିତ୍ୟିକ, ସମାଜସେବୀ,କ୍ରିଡ଼ାବିତ୍, ଶିକ୍ଷକ, କୃଷକ ତଥା ସାମ୍ବାଦିକ ମାନଙ୍କୁ ସେମାନଙ୍କର ବିଶେଷ ଅବଦାନ ପାଇଁ ମାନପତ୍ର,ସ୍ୱର୍ଣ୍ଣଦକ, ସମ୍ମାନ ମୁକୁଟ, ଟ୍ରଫି ସହ ୧ଲକ୍ଷ ଟଙ୍କାର ନାଗରିକ ସୁରକ୍ଷା ଲିସି ପ୍ରଦାନକରାଯାଇଥିଲା । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା “ାଇଥିଲା ।
ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା “ପ୍ରତିଭା ରିଚୟ” ଉନ୍ମୋଚନ କରାଯାଇଥିଲା ।ଉପସ୍ଥିତ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ୋଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନନିମନ୍ତେ କଟକ ଡ଼ି.ସି.ି. ପିନାକ ମିଶ୍ର, ଭୁବନେଶ୍ୱର ଡ଼ି.ସି.ି. ୍ରତୀକ ସିଂ, ପୁରୀ ଏସ୍.ି. କନୱାରଭିସାଲ ସିଂ ଓ ଗଞ୍ଜାମ ଜିଲ୍ଲାର ଯୁବ ସମାଜସେବୀ ନିରଞ୍ଜନ ।ଣିଗ୍ରାହୀଙ୍କୁ ସମାଜସେବା କ୍ଷେତ୍ରରେବିଶେଷ ଅବଦାନ ପାଇଁ “ସ୍ମାର୍ଟ ନବରତ୍ନ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଭୟଙ୍କର କରୋନାମହାମାରି ସମୟରେ ଶ୍ରୀ ପାଣିଗ୍ରାହୀ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସୁରଟ ଏବଂ ମହାରାଷ୍ଟ୍ରରେ ରହୁଥିବାହଜାର ହଜାର ଓଡ଼ିଆ ଲୋକଙ୍କୁ ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ବିଭିନ୍ନ ସେବା ପ୍ରଦାନ କରି ଜିଲ୍ଲ।।ଇଁ ଏକ ଗୌରବ ଆଣିପାରି ଥିଲେ ।

No Result
View All Result