• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର,ଉଦୟଗିରି ଗ୍ରାମ୍ୟଉନ୍ନୟନ ସବଡିଭିଜନ ଅଫିସରେ ତାଲାଝୁଲୁଛି…ବାବୁ ବ୍ରହ୍ମପୁର ରେ !

Proprietor Abhimanyu Maharana by Proprietor Abhimanyu Maharana
December 27, 2022
in ଓଡ଼ିଶା, ଗଜପତି, ହୋମ୍
0
ଆର,ଉଦୟଗିରି ଗ୍ରାମ୍ୟଉନ୍ନୟନ ସବଡିଭିଜନ ଅଫିସରେ ତାଲାଝୁଲୁଛି…ବାବୁ ବ୍ରହ୍ମପୁର ରେ !
Share on FacebookShare on TwitterWhatsapp

୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରା,ଉଦୟଗିରି :- ଆର,ଉଦୟଗିରି ସବଡିଭିଜନ ଅଫିସରେ ଦୀଘମାସ ଧରି ତାଲାଝୁଲୁ ଥିବାର ଦେଖିବାକୁ ମିଳୁଛି । ଏହି ସବଡ଼ିଭିଜନରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ର ନିଯୁକ୍ତି ପାଇଥିଲେ ସେ ନିଜର ସବଡ଼ିଭିଜନ ଅଫିସରେ ନ ରହି ସବୁବେଳେ ସେ ବ୍ରହ୍ମପୁର ରହିଆସୁଛନ୍ତି । ଏହି ସବଡ଼ିଭିଜନ ଅଧିନରେ ରାସ୍ତା ଗୁଡିକ ମରାମତି, ଏବଂ ଅନ୍ୟାନ୍ୟ କାମ ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ କାମ କରିବା ପାଇଁ ଆସୁଛି । ଯନ୍ତ୍ରୀ ସବୁବେଳେ ବ୍ରହ୍ମପୁର ରହନ୍ତି ରାସ୍ତା କାମ କିପରି କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏହି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମ ଦେଖିବାକୁ ନ ଯିବାଦ୍ବାରା ରାସ୍ତା କାମ ନେଇଥିବା ଠିକାଦାର ନିଜ ଇଛା କାମ କରିବା ଦ୍ବାରା ରାସ୍ତା ହେବାର କିଛି ମାସ ପରେ ରାସ୍ତା ଅବସ୍ଥା ଶୋଚନିୟ ହୋଇଯାଉଛି । ଏହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସୋଡକ ଯୋଜନାରେ ରାସ୍ତା କାମ ଚାଲିଛି କାମର ତଦାରଖ ନ କରିବାକୁ ଯନ୍ତ୍ରୀ ନ ଯିବା ଦ୍ବାରା ନେଇ ଥିବା ଠିକାଦାର ନିମ୍ନମାନର କାମ କରୁଥିବା ଗ୍ରାମବାସୀ ଙ୍କ ତରଫରୁ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଉଚ ଅଧିକାରୀ ଏଥିପ୍ରତି ପଦକ୍ଷେପ ନ ନେବାଦ୍ବାରା ଅଞ୍ଚଳରେ ଅସନ୍ତୁଷ ଦେଖାଯାଉଛି । ଆର,ଉଦୟଗିରି ସବଡ଼ିଭିଜନ ଅଧିନରେ ଦୁଇଟି ସେସନ ରହିଛି ଆର,ଊଦୟଗିରି ଓ ନୁଆଗଡ ସେସନ ଦୁଇ ଯନ୍ତ୍ରୀ ନିଯୁକ୍ତି ହୋଇଛନ୍ତୀ ଏମାନେ ମଧ୍ଯ ନିଜ ନିଜ ସେସନ ରହୁନାନ୍ତି ଅଞ୍ଚଳ ଗ୍ରାମବାସୀ ରାସ୍ତା କାମ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ବହୁବାର ଅନୁରୋଧ କରିଥିଲେ । ବିଭାଗୀୟ ଯନ୍ତ୍ରୀ ନସୁଣିବା ଚୁପୁ ରହନ୍ତି । ଏହି ସଵଡିଜେନରେ ଦୀଘ ଦିନ ଧରି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ ଖାଲି ପଡିରହିଥିଲ ।ଏହା ଦାୟିତ୍ବ ରେ ନୁଆଗଡ ଯେସନ ଏହି ବିଭାଗ ସହକାରୀ କନିଷ୍ଟ ଯନ୍ତ୍ରୀ ଦ।ୟତ୍ର ଥିଲେ । ନୁତନ ଭାବେ କିଛି ମାସ ହେବ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆସି ଜଇନ ହୋଇଥୀଲେ । ସବଡିଜେନ ଅଫିସ ସେ କେବେ ଆସନ୍ତି ନ।ହି । ସାଧାରଣରେ ଦାବି ହେଉଛି ଯେ ଯନ୍ତ୍ରୀଙ୍କ ସବଡ଼ିଭିଜନ ଅଫିସକୁ ବ୍ରହ୍ମପୁର ସ୍ଥାନାନ୍ତର କରାଗଲା କି..? ଏହି ଅଞ୍ଚଳର ଗ୍ରାମବାସୀ ତାଙ୍କ ଅଞ୍ଚଳର ସମସ୍ୟା ଜଣାଇବା ଅଫିସକୁ ଆସିଲେ ଅଫିସରେ ତାଲାଝୁଲୁ ଥାଉଛି ବୋଲି ଅଭିଯୋଗ ହେଉଛି । ଅଫିସରେ ଥୀବା ପିଅନକୁ ପଚ।ରିଲେ ସେ କହନ୍ତି ସ।ର ଟୁରୁ ଯାଇଛନ୍ତି କହନ୍ତି । ଏହି ବିଭାଗ୍ୟ ଯନ୍ତ୍ରୀ ମାନଙ୍କୁ ନିମାର୍ଣ ହୋଇଥିବା ଘରକୁ ବିଭାଗ ଦ୍ୱାରା କାମ କରୁଥିବା ଠିକାଦାରମାନୁ ରହିବାକୁ ଯିଆଯାଇଥିବ। ଦେଖିବାକୁ ମିଳୁଛି । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

October 15, 2026

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026
ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ

ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ

October 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version