• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାରେ ଦୁଇଟି ନୂଆ ରିଟେଲ୍ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରିଛି ଆଥର୍ ଏନର୍ଜି

Proprietor Abhimanyu Maharana by Proprietor Abhimanyu Maharana
December 22, 2022
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଓଡିଶାରେ ଦୁଇଟି ନୂଆ ରିଟେଲ୍ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରିଛି ଆଥର୍ ଏନର୍ଜି
Share on FacebookShare on TwitterWhatsapp

୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭାରତର ପ୍ରଥମ ଇଂଟେଲିଜେଂଟ୍ ଇଲେକ୍‌ଟ୍ରିକ୍ ସ୍କୁଟର୍ ମାନୁଫ୍ୟାକ୍‌ଚରର୍ ଆଥର୍ ଏନର୍ଜି ପକ୍ଷରୁ ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍ ସ୍କୋୟାର୍ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର୍‌ର ଉଦ୍‌ଘାଟନ କରାଯାଇଛି । ଏହି ନୂଆ ଆଉଟ୍‌ଲେଟ୍ ଦୁଇଟିକୁ ଜ୍ୟୋତି ମୋଟର୍ସ ସହ ସହଭାଗିତାରେ ଖୋଲାଯାଇଛି ଯାହା ନୂଆ ଓ ଉନ୍ନତ ଜେନ୍‌-୩ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଓ ଇଭି ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବ । ନୂଆକରି ଉନ୍ମୋଚିତ ହୋଇଥିବା ଜେନ୍ ୩ର ଫ୍ଲାଗ୍‌ସିପ୍ ଆଥର୍ ୪୫୦ଏକ୍ସ ଓ ୪୫୦ ପ୍ଳସ୍‌କୁ ଟେଷ୍ଟ ରାଇଡ୍ ଓ କ୍ରୟ ପାଇଁ ଆଥର୍ ସ୍ପେଶ୍‌ରେ ଉପଲବ୍ଧ କରାଯିବ । ଭୁବନେଶ୍ୱର ଓ କଟକର ଉପଭୋକ୍ତାମାନେ ଏବେ ଯାନକୁ କ୍ରୟ କରିବା ପୂର୍ବରୁ ଆଥର୍ ୪୫୦ଏକ୍ସକୁ ଚଳାଇପାରିବେ ଏବଂ ପ୍ରଡକ୍ଟ ଓ ଏହାର ଫିଚରଗୁଡିକର ଇନ୍‌-ଡେପ୍‌ଥ ଭ୍ୟୁ ପାଇବେ । ସେମାନେ ଏକ୍ସପେରିଏନ୍ସ ସେଂଟର୍ ପରିଦର୍ଶନ କରିବା ପୂର୍ବରୁ ଆଥର୍ ଏନର୍ଜିର ୱେବ୍‌ସାଇଟ୍‌ରେ ଟେଷ୍ଟ୍ ରାଇଡ୍ ସ୍ଲଟ୍ ବୁକ୍ କରିପାରିବେ ।ଆଥର୍ ଏନର୍ଜି ହେଉଛି ସ୍ୱଳ୍ପ କିଛି ଓଇଏମ୍ ମଧ୍ୟରୁ ଅନ୍ୟତମ ଯାହା ଚାର୍ଜିଙ୍ଗ୍ ଭିତିଭୂମିରେ ମଧ୍ୟ ନିବେଶ କରୁଛି । କମ୍ପାନୀ ଚାର୍ଜିଙ୍ଗ ସମସ୍ୟାକୁ ପୂରଣ କରିବା ପାଇଁ ଉଭୟ ସହରରେ ୭ଟି ଫାଷ୍ଟ୍‌ର୍-ଚାର୍ଜିଙ୍ଗ୍ ପଏଂଟ, ଆଥର ଗ୍ରିଡ୍ ଇନ୍‌ଷ୍ଟଲ କରିଛି ଏବଂ ଏହାର ଚାର୍ଜିଙ୍ଗ୍ ନେଟ୍‌ୱର୍କକୁ ମଜଭୁତ କରିବା ପାଇଁ ସହରଗୁଡିକରେ ଆଉ ୧୮ଟି ଗ୍ରିଡ୍ ଇନ୍‌ଷ୍ଟଲ୍ କରିବାକୁ ଯୋଜନା ରଖିଛି । ଆଥର୍ ଏନର୍ଜି ଉପଭୋକ୍ତାମାନଙ୍କୁ ସେମାନଙ୍କ ଫ୍ଲାଟ୍ ଓ ବିଲ୍ଡିଙ୍ଗ୍‌ରେ ହୋମ୍ ଚାର୍ଜିଙ୍ଗ୍ ସିଷ୍ଟମର ଇନ୍‌ଷ୍ଟଲେଶନ ସହିତ ସହଯୋଗ କରୁଛି । ବର୍ତମାନ ଆଥର୍ ଏନର୍ଜି ଦେଶବ୍ୟାପୀ ୭୦୦ରୁ ଅଧିକ ଆଥର୍ ଗ୍ରିଡ୍ ଇନ୍‌ଷ୍ଟଲ୍ କରିଛି । ଫେମ୍ ୨ ରିଭିଜନ ପରେ ଆଥର୍ ୪୫୦ଏକ୍ସ ଜେନ୍ ୩ ପାଇଁ ଏକ୍ସ-ଶୋ’ରୁମ୍ ମୂଲ୍ୟ ୧୫୮,୧୮୯ ଟଙ୍କା ଏବଂ ଆଥର୍ ୪୫୦ ପ୍ଲସ୍ ଜେନ୍ ୩ ପାଇଁ ୧୩୬,୬୭୯ ଟଙ୍କା ରହିଛି ।୩.୭ କିଡବ୍ଲ୍ୟୁଏଚ୍‌ର ଏକ ବୃହତ୍ ବ୍ୟାଟେରୀ ପ୍ୟାକ୍‌, ବିସ୍ତୃତ ରିୟର-ଭ୍ୟୁ ମିରର ଓ ଚଉଡା ଟାୟାର ସହିତ ନୂଆ ଆଥର୍ ଜେନ୍ ୩ ଇଲେକ୍‌ଟ୍ରିକ୍ ସ୍କୁଟର୍‌ଗୁଡିକ ଉନ୍ନତ ପ୍ରଦର୍ଶନ ପ୍ରଦାନ କରୁଛନ୍ତି । ଗ୍ରାହକଙ୍କ ତଥ୍ୟ ଆଧାରରେ କ୍ରେତାଙ୍କୁ ଉନ୍ନତ ଅନୁଭୂତି ଦେବା ପାଇଁ ଏହି ସ୍କୁଟର୍‌ରେ ଅପ୍‌ଗ୍ରେଡ୍ କରାଯାଇଛି । ଉନ୍ନତ ଟ୍ରୁରେଞ୍ଜ୍ ଟିଏମ୍‌ର ନୂଆ ଆଥର୍ ୪୫୦ଏକ୍ସ ଜେନ୍ ୩ ଓ ୪୫୦ପ୍ଲସ୍ ଜେନ୍ ୩ ଯଥାକ୍ରମେ ୧୦୫କିମି ଓ ୮୫କିମି ଅଟେ । ଏହି ସ୍କୁଟର୍‌ରେ ଏକ ୭.୦ ଇଂଚ୍ ଟଚ୍‌ସ୍କ୍ରିନ୍ ଇଂଟରଫେସ୍‌, ରିଜେନ୍ ସହିତ ଫ୍ରଂଟ୍ ଓ ରିୟର ଡିସ୍କ ବ୍ରେକ୍‌, ୧୨ ଇଂଚ୍ ଆଲୟ ହ୍ୱିଲ, ଟେଲିସ୍କୋପିକ୍ ସସ୍‌ପେନ୍‌ଶନ ଓ ଏକ ବେଲ୍ଟ ଡ୍ରାଇଭ୍ ସିଷ୍ଟମ ରହିଛି ।ଏହି ଅବସରରେ ସ୍କୁଟର ବିଜନେସ ଆଥର ଏନର୍ଜି ଉପାଧ୍ୟକ୍ଷ ଶ୍ରୀ ନିଳୟ ଚନ୍ଦ୍ରା କହିଛନ୍ତି, ‘ଗତ କିଛି ମାସ ହେବ, ଆମେ ଦ୍ରୁତ ବେଗରେ ବିସ୍ତାର କରୁଛୁ, ପ୍ରାୟ ପ୍ରତି ମାସରେ ଆମେ ୮ରୁ ୧୦ଟି ନୂଆ ଏକ୍ସପେରିଏନ୍ସ ସେଂଟର୍ ଲଂଚ୍ କରୁଛୁ । ଆଥର୍ ପାଇଁ ଓଡିଶା ଭଳି ଏକ ରାଜ୍ୟ ଖୁବ୍ ଆଶାବାଦୀ ଦେଖାଯାଉଛି ଯେଉଁଠାରେ ୮୦% ଯାନ ଦୁଇଚକିଆ ଅଟେ । ଆଥର୍ ୪୫୦ଏକ୍ସ ଜେନ୍ ୩ର ଶୁଭାରମ୍ଭ ସହିତ ଆମେ ଏକାଧିକ ପ୍ରି-ଅର୍ଡର୍ ଓ ଟେଷ୍ଟ ରାଇଡ୍ ଅନୁରୋଧ ସହିତ ଆମର ସ୍କୁଟର୍ ପାଇଁ ଉପଭୋକ୍ତା ଚାହିଦାରେ ଏକ ବୃଦ୍ଧି ଦେଖିବାକୁ ପାଉଛୁ । ଆମେ ଓଡିଶାରେ ନୂଆ ଏକ୍ସପେରିଏନ୍ସ ସେଂଟର୍‌ଗୁଡିକ ସହିତ ଆମର ସମ୍ପ୍ରସାରଣ ଯୋଜନାକୁ ସମର୍ଥନ କରିବା ପାଇଁ ଜ୍ୟୋତି ମୋଟର୍ସ ସହ ସହଭାଗିତା କରି ଆନନ୍ଦିତ ।’ଜ୍ୟୋତି ମୋଟର୍ସ(ଏନର୍ଜି) ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, “ଆମେ ଓଡ଼ିଶାକୁ ହୁଇଲରେ ରଖିବାକୁ ପ୍ରୟାସ କରୁଥିବାରୁ ଆମେ ଗର୍ବର ସହିତ ଆମ ଡେଣା ବିସ୍ତାର କରି ଆଥର ଏନର୍ଜି ସହିତ ଯୋଡ଼ି ହୋଇଛୁ । ଏହି ବଜାରରେ ଏକ ଅଧିକ କାର୍ଯ୍ୟଦକ୍ଷ ଇଲେକ୍ଟ୍ରିକ ଦୁଇ ଚକିଆର ଅଭାବ ରହିଥିଲା ଏବଂ ଏଠାରେ ୪୫୦ଏକ୍ସର ଶୁଭାରମ୍ଭ ସହିତ ଏହି ଶୂନ୍ୟସ୍ଥାନ ପୂରଣ ହୋଇଛି । ଏହି ଟେକ୍ନୋଲୋଜିକୁ ଆଥର ଟିମ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି ଏବଂ ଏହା ଭାରତୀୟ ଅବସ୍ଥାକୁ ସୁହାଉଛି, ଯାହା ଏହାକୁ ବଜାରରେ ଉପଲବ୍ଧ ଅନ୍ୟ ଉତ୍ପାଦଗୁଡ଼ିକ ଠାରୁ ଭିନ୍ନ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version