No Result
View All Result
ବିଭିନ୍ନ ରୁଟ ରୁ କାର୍ଯ୍ୟକ୍ରମ ସ୍ଥଳରେ ପହଂଚିବା ପାଇଁ ସୂଚନା
୧୬ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :- ଯେଉଁମାନେ ଭୁବନେଶ୍ୱରରୁ ପଟୁ ‘ଅଟୋ’ ବା ‘ବସ’ ବା ‘କାର’ ବା ‘ବାଇକ’ରେ ଆସିବେ ସେମାନେ ଖୋର୍ଦ୍ଧା ଦେଇ ଜାତୀୟ ରାଜପଥ ନଂବର – 16 ଉପରେ ଚିଲିକା ପଟକୁ ଆସିବା ବେଳେ ଟାଙ୍ଗୀ ବ୍ଲକ କିମ୍ବା ଚାନ୍ଦପୁର ସହର ପଡିବ ଓ ଚାନ୍ଦପୁର ସହରରେ ଅବସ୍ଥିତ ଏସିଆ ମହାଦେଶର ଏକ ନଂ ରାଣୀ ବସନ୍ତ ମଞ୍ଜରୀ ଟିବି ହସ୍ପିଟାଲ ସେଇଠୁ ବୁଝନେବେ, ଉକ୍ତ ହସ୍ପିଟାଲ ନିକଟର 500 ମିଟର ମଧ୍ୟରେ କନ୍ଧ- ନୟାଗଡ଼ ଗ୍ରମ ପଂଚାୟତ ପଡିବ ଓ ଯାହାର ସମ୍ମୁଖରେ ହିଁ “ଡୋମାଣୀ କଲ୍ୟାଣୀ ମଣ୍ଡପ” ବା ଆମର “ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ”ର ସଭାସ୍ଥଳ l
ଯେଉଁମାନେ ବ୍ରହ୍ମପୁର ପଟୁ ଅଟୋ’ ବା ‘ବସ’ ବା ‘କାର’ ବା ‘ବାଇକ’ରେ ଆସିବେ ସେମାନେ ଚିଲିକା ଦେଇ ଜାତୀୟ ରାଜପଥ ନଂବର – 16 ଉପରେ ଖୋର୍ଦ୍ଧା ପଟକୁ ଆସିବା ବେଳେ ଟାଙ୍ଗୀ ବ୍ଲକ କିମ୍ବା ଚାନ୍ଦପୁର ସହର ପଡିବ ଓ ଚାନ୍ଦପୁର ସହରରେ ଅବସ୍ଥିତ ଏସିଆ ମହାଦେଶର ଏକ ନଂ ରାଣୀ ବସନ୍ତ ମଞ୍ଜରୀ ଟିବି ହସ୍ପିଟାଲ ସେଇଠୁ ବୁଝନେବେ, ଉକ୍ତ ହସ୍ପିଟାଲ ନିକଟର 500 ମିଟର ମଧ୍ୟରେ କନ୍ଧ- ନୟାଗଡ଼ ଗ୍ରମ ପଂଚାୟତ ପଡିବ ଓ ଯାହାର ସମ୍ମୁଖରେ ହିଁ “ଡୋମାଣୀ କଲ୍ୟାଣୀ ମଣ୍ଡପ” ବା ଆମର “ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ”ର ସଭାସ୍ଥଳ l
ଯେଉଁମାନେ ପୁରୀ ପଟୁ ଅଟୋ’ ବା ‘ବସ’ ବା ‘କାର’ ବା ‘ବାଇକ’ରେ ଆସିବେ ସେମାନେ ନିରାକାରପୁର /ରାମେଶ୍ୱର /ଜଙ୍କିଆ ଦେଇ ଜାତୀୟ ରାଜପଥ ନଂବର – 16 ଉପରେ ଚିଲିକା ପଟକୁ ଆସିବା ବେଳେ ଟାଙ୍ଗୀ ବ୍ଲକ କିମ୍ବା ଚାନ୍ଦପୁର ସହର ପଡିବ ଓ ଚାନ୍ଦପୁର ସହରରେ ଅବସ୍ଥିତ ଏସିଆ ମହାଦେଶର ଏକ ନଂ ରାଣୀ ବସନ୍ତ ମଞ୍ଜରୀ ଟିବି ହସ୍ପିଟାଲ ସେଇଠୁ ବୁଝନେବେ, ଉକ୍ତ ହସ୍ପିଟାଲ ନିକଟର 500 ମିଟର ମଧ୍ୟରେ କନ୍ଧ- ନୟାଗଡ଼ ଗ୍ରମ ପଂଚାୟତ ପଡିବ ଓ ଯାହାର ସମ୍ମୁଖରେ ହିଁ “ଡୋମାଣୀ କଲ୍ୟାଣୀ ମଣ୍ଡପ” ବା ଆମର “ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ”ର ସଭାସ୍ଥଳ l
ଯେଉଁମାନେ ଜଟଣୀ ବା ଖୋର୍ଦ୍ଧାରୋଡ଼ ପଟୁ ଆସିବେ ‘ଟ୍ରେନ’ ବା ‘ଅଟୋ’ ବା ‘ବସ’ ବା ‘କାର’ ବା ‘ବାଇକ’ରେ ସେମାନେ ଖୋର୍ଦ୍ଧା ସହର ଦେଇ ଜାତୀୟ ରାଜପଥ ନଂବର – 16 ଉପରେ ଚିଲିକା ପଟକୁ ଆସିବା ବେଳେ ଟାଙ୍ଗୀ ବ୍ଲକ କିମ୍ବା ଚାନ୍ଦପୁର ସହର ପଡିବ ଓ ଚାନ୍ଦପୁର ସହରରେ ଅବସ୍ଥିତ ଏସିଆ ମହାଦେଶର ଏକ ନଂ ରାଣୀ ବସନ୍ତ ମଞ୍ଜରୀ ଟିବି ହସ୍ପିଟାଲ ସେଇଠୁ ବୁଝନେବେ, ଉକ୍ତ ହସ୍ପିଟାଲ ନିକଟର 500 ମିଟର ମଧ୍ୟରେ କନ୍ଧ- ନୟାଗଡ଼ ଗ୍ରମ ପଂଚାୟତ ପଡିବ ଓ ଯାହାର ସମ୍ମୁଖରେ ହିଁ “ଡୋମାଣୀ କଲ୍ୟାଣୀ ମଣ୍ଡପ” ବା ଆମର “ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ”ର ସଭାସ୍ଥଳ l
ଯେଉଁମାନେ ନୟାଗଡ଼ ପଟୁ ଅଟୋ’ ବା ‘ବସ’ ବା ‘କାର’ ବା ‘ବାଇକ’ରେ ଆସିବେ ସେମାନେ ରଣପୁର ସହର ଦେଇ ରାଜ୍ୟ ରାଜପଥ ଉପରେ ଆସିଲେ ଚାନ୍ଦପୁର ସହର ପଡିବ ଓ ଚାନ୍ଦପୁର ସହରରେ ଅବସ୍ଥିତ ଏସିଆ ମହାଦେଶର ଏକ ନଂ ରାଣୀ ବସନ୍ତ ମଞ୍ଜରୀ ଟିବି ହସ୍ପିଟାଲ ସେଇଠୁ ବୁଝନେବେ, ଉକ୍ତ ହସ୍ପିଟାଲ ନିକଟର 500 ମିଟର ମଧ୍ୟରେ କନ୍ଧ- ନୟାଗଡ଼ ଗ୍ରମ ପଂଚାୟତ ପଡିବ ଓ ଯାହାର ସମ୍ମୁଖରେ ହିଁ “ଡୋମାଣୀ କଲ୍ୟାଣୀ ମଣ୍ଡପ” ବା ଆମର “ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ”ର ସଭାସ୍ଥଳ l
(ସବିଶେଷ ତଥ୍ୟ ବା ସ୍ଥାନ ପାଇବା ପାଇଁ : ଅରୁଣ କୁମାର ସୁବୁଦ୍ଧି M- 9556987059 , ମନୋଜ ଦାଶ M- 9861990888., କୃଷ୍ଣ ଚନ୍ଦ୍ର ବାଚସ୍ପତି M- 6370873390., ସୁଧାଂଶୁ ଶେଖର ପ୍ରଧାନ M- 8249334627., ରାଜିବ ଲୋଚନ ପ୍ରଧାନ M- 9853592808)

No Result
View All Result