ମହାବିଦ୍ୟାଳୟ ଅଧ୍ୟକ୍ଷ ପୂଣ୍ଣଚନ୍ଦ୍ର ଦଳାଇ, ସାଧାରଣ ପରିଷଦ ସଭାପତି ଯୁଧିଷ୍ଠିର ବଡମୁଣ୍ଡି, ଆର,ଉଦୟଗିରି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ବନାଥ ଭୂୟାଁ, ସୁବରଡା ସରପଞ୍ଚ ବିରଜା ମଣ୍ଡଳ, ସୁବଲଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ତାପସ କୁମାର ରଇତ, ରଘୁନାଥ ବଡମୁଣ୍ଡି, ନରସିଂହ ଗୌଡ, ରାମଗିରି ପଞ୍ଚାୟତ ପୂର୍ବତନ ସରପଞ୍ଚ ସଚଳା କାଜି ପ୍ରମୁଖ ମଞ୍ଚାସିନ ହୋଇଥିଲେ ।
ସର୍ବ ପ୍ରଥମ ଅତିଥୀ ମାନେ ଡଃ.ବି ଆର ଆମ୍ବେଦକରଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅପଣ କରିଥିଲେ । ଅଧ୍ୟାପକ ବାୟାଧର ବଡକୁମର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ଶ୍ରଦ୍ଧାଞ୍ଜଳି ଦେବା ମହାବିଦ୍ୟାଳୟର ଅତିତ ବିଷୟରେ କହିଥିଲେ । ଏହି ଅବସରରେ ବିଦ୍ୟାଥୀ ନାରୀଶକ୍ତି ଓ କନ୍ୟା ଭୂଣ ହତ୍ୟାକୁ ରୋକିବା ଉପରେ ନାଟକ ପରିବେଷଣ କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

© 2023 Odisha Taza News.