• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲୋଏର ପିଏମ୍‌ଜିରେ ୧୦ମ ଦିବସରେ ବିଜେପିର ସତ୍ୟାଗ୍ରହ କେନ୍ଦ୍ରର ଯୋଜନା ନିଜ ଯୋଜନା କହି ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର : ଦିଲ୍ଲୀପ ମହାନ୍ତି

Proprietor Abhimanyu Maharana by Proprietor Abhimanyu Maharana
November 27, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଲୋଏର ପିଏମ୍‌ଜିରେ ୧୦ମ ଦିବସରେ ବିଜେପିର ସତ୍ୟାଗ୍ରହ  କେନ୍ଦ୍ରର ଯୋଜନା ନିଜ ଯୋଜନା କହି ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର : ଦିଲ୍ଲୀପ ମହାନ୍ତି
Share on FacebookShare on TwitterWhatsapp

1. ଓଡ଼ିଶାର ଚାଷୀଙ୍କ ଭାବନା ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର
2. ଚାଷୀଙ୍କ ଦାବି ରାଜ୍ୟ ସରକାର ନମାନନ୍ତି ଗାଁ ଗାଁରେ ବିଜେପି ସତ୍ୟାଗ୍ରହ କରିବ
3. ଚାଷୀଙ୍କ ଲୁହରେ ବିଜୁ ଜନତା ଦଳ ଆଉ ତିଷ୍ଠି ପାରିବ ନାହିଁ
4. ସତ୍ୟାଗ୍ରହ ସ୍ଥଳୀରେ ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ୍ କି ବାତ୍ ଶୁଣିଲେ ଚାଷୀ

୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଚାଷ ଆମଦାନୀଠୁ ଆରମ୍ଭ କରି ରପ୍ତାନୀ ପର୍ଯ୍ୟନ୍ତ ସବୁ ସମସ୍ୟାରେ ଭାରତୀୟ ଜନତା ପାର୍ଟି ଅନ୍ନଦାତାଙ୍କ ସହ ରହିଛି । କେନ୍ଦ୍ର ସରକାର ଫସଲବୀମା ଯୋଜନା ମାଧ୍ୟମରେ କିପରି ଚାଷୀ ସ୍ୱଚ୍ଛଳ ହେବ ବ୍ୟବସ୍ଥା କରିଥିଲେ କିନ୍ତୁ ରାଜ୍ୟ ସରକାର ଗରୀବ ଚାଷୀଙ୍କ ତାଲିକା ନଦେଇ ଯୋଜନାରୁ ବଂଚିତ କରିଛନ୍ତି । ଅନ୍ନଦାତାଙ୍କ ଲାଗି ମୋଦି ସରକାର ସର୍ବଦା ଆଗଭର । ମିଥ୍ୟାବାଦୀ ରାଜ୍ୟ ସରକାର ନିରୀହ ଲୋକଙ୍କୁ କେନ୍ଦ୍ରର ଯୋଜନକୁ ନିଜ ଯୋଜନା କହି ଆଜିକୁ ୨୩ବର୍ଷ ଧରି ଭୂଆଁ ବୁଲାଇ ଆସୁଛି । ଓଡ଼ିଶାର ଲୋକେ ଜଲଦି ବିଶ୍ୱାସ କରନ୍ତି ଓ ଛଳନା କ’ଣ ଜାଣନ୍ତି ନାହିଁ । ଓଡ଼ିଶାର ଚାଷୀଙ୍କ ଭାବନା ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରୁଥିଲେ ମଧ୍ୟ ସେମାନଙ୍କ ଲାଗି ଜଳସେଚନ, ମଣ୍ଡି, କଟନିଛଟନି କିମ୍ବା ସାର, ବିଷର କୌଣସି ସୁବ୍ୟବସ୍ଥା କରିନାହାନ୍ତି ବରଂ ଚାଷୀଙ୍କୁ ତାଚ୍ଛଲ୍ୟ କରୁଚ୍ଛନ୍ତି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ।

ଚାଷୀଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ଆଉ ଚଳିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟି ବିଧାନସଭା ସମ୍ମୁଖରେ ଆଜିକୁ ୧୦ଦିନ ଧରି ସତ୍ୟାଗ୍ରହ କରୁଛି ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି । ବିଧାନସଭାରୁ ରାଜଧାନୀର ରାଜରାସ୍ତା ପର୍ଯ୍ୟନ୍ତ ଚାଷୀଙ୍କ ହାତ ଛାଡିନି ବିଜେପି । ଖରା, ବର୍ଷା, ଶୀତ ଓ କାକରକୁ ଖାତିର ନକରି ଓଡ଼ିଶାର ଲୋକଙ୍କୁ ଦାନା ଯୋଗାଉଥିବା ଚାଷଙ୍କୁ ନେଇ ରାଜନୀତିର ଗୋଟି ଚଳାଇବା ବନ୍ଦ କରନ୍ତୁ ରାଜ୍ୟ ସରକାର । ଗରୀବ ଚାଷୀଙ୍କ ଲୁହରେ ବିଜୁ ଜନତା ଦଳ ଆଉ ତିଷ୍ଠି ପାରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛି । ୧୦ଦିନ ଧରି ଚାଷୀ ଚିତ୍କାର କରୁଛି କିନ୍ତୁ କ୍ଷମତାସର୍ବସ୍ୱ ରାଜ୍ୟ ସରକାର ପଦ୍ମପୁର ନିର୍ବାଚନ ଜିତିବାର ପ୍ଲାନିଂ ତିଆରି କରୁଛନ୍ତି । ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅନ୍ୟାୟକୁ ପଦ୍ମପୁର ଉପନିର୍ବାଚନରେ ଚାଷୀ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଯଦି ଚାଷୀଙ୍କ ଦାବି ରାଜ୍ୟ ସରକାର ନମାନନ୍ତି ତାହାରେ ଆଗାମୀ ଦିନରେ ଗାଁ ଗାଁ ବୁଲି ବିଜେପି ସତ୍ୟାଗ୍ରହ କରିବ ।

“ଗରୀବ ଚାଷୀଙ୍କ ସାଥୀ ଭାରତୀୟ ଜନତା ପାର୍ଟି” । ଗରୀବ ଚାଷୀଙ୍କ ନ୍ୟାୟ ପାଇଁ ସର୍ବଦା ଚେଷ୍ଟିତ ବିଜେପି କିନ୍ତୁ ଅହଂକାରୀ, କୁଟଚକ୍ରୀ ବିଜେଡି ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା କରିଥିଲେ ବି ଚାଷୀ ଆଜି ତାରିଖରେ ଦଲାଲଙ୍କୁ ୧୨୫୦ରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଚାଷୀ ମୁଣ୍ଡରେ ଚଡକ ପଡିଛି କହିଲେ ଅତୁକ୍ତି ହେବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଓଡ଼ିଶା ପ୍ରଦେଶର ଚାଷୀ ହାଆ ହୁତାସରେ ଜୀବନ କାଟୁଛି । ୧୦ବର୍ଷ ଭିତରେ ୩୦ ରୁ ୩୫% ଧାନ ଚାଷ ହେଉଥିବା ଜମି ଏବେ ପଡିଆ ପଡିଛି ବିଭିନ୍ନ ଅଂଚଳରେ । ଚାଷୀଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ଓ ଅନ୍ୟାୟ କରିଛନ୍ତି । ଚାଷୀଙ୍କୁ ନ୍ୟାୟ ଦେବାକୁ ବିଜେପି ସତ୍ୟାଗ୍ରହ କରି ଦାବି କରିଛି ।

ଆଜି ମୋଦିଜୀଙ୍କ ୯୫ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସତ୍ୟାଗ୍ରହ ସ୍ଥଳରେ ଥିବା ଚାଷୀମାନେ ଶୁଣିଛନ୍ତି । ମୋଦୀ ଆଜି ୧୩୦କୋଟି ଦେଶବାସୀଙ୍କ ସହ ଯୋଡି ହେବା ସହ ବିଦେଶରେ ଭାରତର କଳା, ସାହିତ୍ୟ, ସଙ୍ଗୀତ ଆଦିର ବୃଦ୍ଧି ପାଉଛି ବୋଲି କହିଛନ୍ତି । ଆଜାଦିକି ଅମୃତକାଳରେ ଭାରତରେ ବହୁ ଦାୟିତ୍ୱ ରହିଛି ଓ ସାରା ବିଶ୍ୱରେ ଭାରତର ନୀତି, ଚିନ୍ତାଧାରାକୁ ସମ୍ମାନ ମିଳୁଛି ବୋଲି ମୋଦିଜୀ କହିଥିଲେ । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂପଦ ସ୍ୱାଇଁ, ମହେଶ ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ନେତା ଦିଲୀପ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଲକ୍ଷ୍ମଣ ପଣ୍ଡା, ସୁଦର୍ଶନ ନାୟକ, ପ୍ରଭଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ସୁଶାନ୍ତ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version