• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାଷୀଙ୍କ ପାଇଁ ବିଜେପି ଆନ୍ଦୋଳନ କରିବା ହାସ୍ୟାସ୍ପଦ : ମିଳିତ କୃଷକ ସଂଗଠନ ପଦ୍ମପୁରରେ ପଦ୍ମକୁ ପ୍ରତ୍ୟାଖାନ ପାଇଁ ଆହ୍ୱାନ

Proprietor Abhimanyu Maharana by Proprietor Abhimanyu Maharana
November 24, 2022
in ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍
0
ଚାଷୀଙ୍କ ପାଇଁ ବିଜେପି ଆନ୍ଦୋଳନ କରିବା ହାସ୍ୟାସ୍ପଦ : ମିଳିତ କୃଷକ ସଂଗଠନ ପଦ୍ମପୁରରେ ପଦ୍ମକୁ ପ୍ରତ୍ୟାଖାନ ପାଇଁ ଆହ୍ୱାନ
Share on FacebookShare on TwitterWhatsapp

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ କୌଣସି ନିର୍ଦ୍ଦଷ୍ଟ ସାମୟିକ ସମସ୍ୟା ନଥିଲା ବେଳେ କେବଳ ଚାଷୀମାନଙ୍କୁ ଭ୍ରମିତ କରିବା ପାଇଁ ଚାଷୀ ହତ୍ୟାକାରୀ ବିଜେପି ମିଛ ଚାଷୀ ଆନ୍ଦୋଳନ କରିବା ହାସ୍ୟାସ୍ପଦ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, ଦେଶର ଯଦି କୌଣସି ଦଳ ଚାଷୀଙ୍କ ସମ୍ପୂର୍ଣ୍ଣ ବିରୋଧୀ ଥାଏ, ତେବେ ସେ ହେଉଛି ବିଜେପି ଦଳ । ଯେଉଁ ଦଳ ମଧ୍ୟ ପ୍ରଦେଶର ମନସୋର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଖେରୀ ଯାଏ ଚାଷୀଙ୍କୁ ଜିପ୍ ଚକାତଳେ ମାରିବା ସହ ଗୁଳି ଚଳାଇ ନିଜ ହାତକୁ ରକ୍ତରଞ୍ଜିତ କରିଛି । ଉତ୍ତର ପ୍ରଦେଶରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଯେଭଳି ଆନ୍ଦୋଳନରତ ଚାଷୀଙ୍କ ଉପରେ ଜିପ୍ ଚଢାଇ ସେମାନଙ୍କୁ ହତ୍ୟା କଲେ ଏହାଠାରୁ ବର୍ବୋରଚିତ ଚାଷୀ ଆକ୍ରମଣ କେବେ ବି ସ୍ୱାଧୀନତା ପରେ ଚାଷୀମାନଙ୍କ ଉପରେ ହୋଇନାହିଁ ।

ସେହିଭଳି କୃଷି ଓ କୃଷକ ବିନାଶକାରୀ କଳା କାନୁନ ଆଣି ସାରା ଦେଶରେ ଚାଷୀଙ୍କ ସମ୍ପତ୍ତି ଓ ଅଧିକାରକୁ କର୍ପୋରେଟ ହାତକୁ ଟେକିଦେବା ପାଇଁ ଉଦ୍ୟମ କରି ୭୦୦ ଚାଷୀଙ୍କର ଦିଲ୍ଲୀ ଆନ୍ଦୋଳନରେ ମୃତ୍ୟୁର କାରଣ ପାଲଟିଥିବା ବିଜେପି ଏବେ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନ କରୁଛି । ସବୁଠାରୁ ହାସ୍ୟାସ୍ପଦ କଥା ହେଲା ଯେ, ପଦ୍ମପୁର ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଦଳ ଧାରଣା ଓ ଆନ୍ଦୋଳନ ଚଳାଇଛି । ଯେଉଁ ବିଜେପି ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରେ, ସେ ବିଜେପି ଚାଷୀଙ୍କ ପେଟ ପାଇଁ କେବେ ବି ଚିନ୍ତା କରିପାରିବ ନାହିଁ । କେବଳ ଚାଷୀଙ୍କ ମତ କିଭଳି ସେମାନଙ୍କ ସପକ୍ଷରେ ଯାଉ ସେଥିପାଇଁ ଚାଷୀଙ୍କ ନାମରେ ପ୍ରାୟୋଜିତ ଆନ୍ଦୋଳନ ଚାଳିଛି । ମଣ୍ଡିରେ ଧାନ କଟନୀ ଛଟନୀ ବେଳେ, ମରୁଡ଼ି, ଜୱାଦ, ଫାଇଲିନ୍‌ କ୍ଷତିପୂରଣ ନ ମିଳିଲ ବେଳେ ବିଜେପି ନେତାମାନଙ୍କର ଦେଖା ନଥାଏ ।ଗଣମାଧ୍ୟମରେ ବିତର୍କ ଉପସ୍ଥାପକମାନେ ଆଲୋଚନା ବେଳେ ଯେତେବେଳେ ସ୍ୱାମୀନାଥନଙ୍କ କମିଟି କାହକିିଁ କାର୍ଯ୍ୟକାରୀ ହେଲାନାହିଁ ପ୍ରଶ୍ନ ହେଲାବେଳେ ନେତାମାନେ ଥତମତ ହୋଇ କୁହନ୍ତି ରାଜ୍ୟ ସରକାର ମଣ୍ଡି ପରିଚାଳନାରେ ବିଫଳ ହୋଇଛନ୍ତି । ଦୁଇ ଦୁଇଟି ଘଟଣାରେ ତଥାକଥିତ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ମିଥ୍ୟାବାଦୀ ତାହା ସ୍ପଷ୍ଟ ହୋଇଛି । ପ୍ରଥମରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ମୁଁ କ୍ଷମତାକୁ ଆସିବା କ୍ଷଣି ସ୍ୱାମୀନାଥନଙ୍କ କମିଟି ସୁପାରିଶ ଲାଗୁ କରିବି । ଏଥିରେ ଫେଲ୍ ମାରି ସୁପ୍ରିମକୋର୍ଟରେ ଭର୍ତ୍ସନାର ଶିକାର ହେଲା ପରେ ପୁଣି ନୂଆ ମିଛ କାହାଣୀ ଆରମ୍ଭ କରିଥିଲେ ୨୦୨୨ ମସିହା ସୁଦ୍ଧା ସମସ୍ତ ଚାଷୀଙ୍କ ଆୟ ଦୁଇଗୁଣା ହେବ । ଏହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ଥିଲା ।

ସେହିଭଳି ରାଜ୍ୟ ବିଜେପି ଧାନ କୁଇଣ୍ଟାଲ ୨୯୩୦ ଟଙ୍କା ପ୍ରସଙ୍ଗରେ ପ୍ରଥମରୁ ଗୃହରେ ସହମତି କରିଥିଲେ ହେଁ ପରେ ଚାଷୀ ସପକ୍ଷବାଦୀ ଏହି ଘଟଣାରେ ନିଜକୁ ଦୂରେଇ ରଖିଥିଲା । ବିଜେପି ସରକାର କର୍ପୋରେଟମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ରିହାତି ଦେଲାବେଳେ ଚାଷୀମାନଙ୍କ ପାଇଁ ଆଗଭର ହେଲା ବେଳେ ଚାଷୀଙ୍କୁ ନଗଣ୍ୟ ସହାୟତା ଦେଇ ବ୍ୟାପକ ପ୍ରଚାର ଚଳାଇଛନ୍ତି । ଏଭଳି ଦଳ ଓ ଚାଷୀ ହତ୍ୟାକାରୀ ପ୍ରତି ପଦ୍ମପୁରର ଭୋଟରମାନେ ସଚେତନ ହେବା ପାଇଁ ଚାଷୀ ବଞ୍ଚାଅ ଅଭିଯାନ ଓ ଚାଷୀ ଏକତା ମଞ୍ଚ ପକ୍ଷରୁ ଚାଷୀନେତା ଅରୁଣ ଜେନା, ସମାଜବାଦୀ କୃଷକ ନେତା ସୁଦର୍ଶନ ପ୍ରଧାନ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ପ୍ରମୁଖଙ୍କ ନେତୃତ୍ୱରେ ପିଏମ୍‌ଜିରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭକାରୀଙ୍କୁ ଉଦ୍‌ବୋଧନ ଦେଇ ଏହି ନେତାମାନେ କହିଛନ୍ତି ଯେ, ବିଜେପି ଭଳି ଚାଷୀବିରୋଧୀ ଦଳଙ୍କୁ ପଦ୍ମପୁରରେ ଚାଷୀମାନେ ପ୍ରତ୍ୟାଖାନ କରନ୍ତୁ । ବିଜେପି ଭୋଟରେ ଚାଷୀଙ୍କ ଠାରୁ ସବକ ଶିଖିଲେ ଭବିଷ୍ୟତରେ କର୍ପୋରେଟ ଅପେକ୍ଷା କୃଷକମାନଙ୍କୁ ପ୍ରାଧାନ୍ୟ ଦେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version