୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ବ୍ଲକ ରଣ୍ଡିବା ପଞ୍ଚାୟତର ଟିଙ୍କର ସାହିରେ ଥିବା ମା ଫୁଲକ୍ବସଇ ସ୍ବୟଂ ସହାୟିକା ଦଳକୁ ସରକାରୀ ତରଫରୁ ମାଣ୍ଡିଆ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଅଞ୍ଚଳରେ ମାଣ୍ଡିଆ ଅଧିକ ହେଉଥିବାରୁ ଉପାଦନ ହେଉଥିବାରୁ ଏହାର ମାନ ବୃଦ୍ଧି ନେଇ ମତ ପ୍ରକାଶ କରିଥିଲେ । ଉପସ୍ଥିତ ସରକାରୀ ପ୍ରତିନିଧିଗଣ ମାଣ୍ଡିଆ ଉପାଦନ ବୃଦ୍ଧି ପାଇଁ ଶ୍ରାପ୍ରଦତୀ ଆପେଣିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଅଧିକ ଉପାଦନ ସହ ଅଧିକ ଲାଭବାନ କିପରି ହୋଇପାରିବେ ସେ ନେଇ ଉପାୟ ବୁଝାଇଥିଲେ ।
କ୍ଲକ କଡିନେଟ୍ର ଏହାକୁ ପ୍ରଜ୍ଜଳ ଭାବେ ବୁଝେଇ ସହ ମାଣ୍ଡିଆ ଶସ୍ୟକୁ କିପରି ମଣ୍ଡିରେ ଉର୍ଚ ଦରରେ ବିକ୍ରି କରାଯାଇ ପାରିବ ସେ ନେଇ ପରାମର୍ଶ ଦେଇଥିଲେ । ଏଥିସହ ସରକାରଙ୍କ ତରଫରୁ ମିଳିଥିବା ମାଣ୍ଡିଆ ମନ୍ଥ ଯନ୍ତ୍ର କିପରି ବେବ୍ୟହାର କରାଯାଇ ପାରିବ ସେ ନେଇ ଡେମ ମାଧ୍ୟମରେ ବୁଝାଇଥିଲେ । ସେ କରିଥିଲେ ଯେ ଗୋଟିଏ ଏକରେ ଆଦୟ ହୋଇଥିବା ୫ କୁଇଣ୍ଟାଲ ମାଣ୍ଡିଆକୁ ମାଣ୍ଡିଆ ଯନ୍ତ୍ରରେ ପ୍ରସ୍ତୁତି କରି ପ୍ରଦଶନ କରିଥିଲେ ।














