୨୨ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ମୋହନା ବହୁଭାଷୀ (କୁଇ) ଶିକ୍ଷl ସହାୟକ ସଙ୍ଘ ତରଫ ରୁ 10,000/- ଟଙ୍କା ସାହାଯ୍ୟ ସୁଯୋଗ କରିଛନ୍ତି l ମୋହନା ବ୍ଲକର ବହୁ ଭାଷୀ (କୁଇ ) ସଙ୍ଘର ସଭାପତି ସୁନାମ ସେନ ମାଝୀ, ଉପ ସଭାପତି ବିଶ୍ଵl ମିତ୍ର ପ୍ରଧାନ, ସଂପାଦକ ଗୋକୁଳା ନନ୍ଦ ମାଝୀ, ଉପଦେଷ୍ଟା ତ୍ରିଲୋଚନ ମାଝୀ, କେlଷାଦକ୍ଷ ଲଷ୍ମଣ ମାଲିକ, ସଦସ୍ୟ ପ୍ରଦୀପ ମଳି କ, ପ୍ରମୋଦ ମଳିକ,
ଲଲିତ ମାଲିକ ମୋହନା ବ୍ଲକର ସମସ୍ତ ସଦସ୍ୟ ତାଙ୍କ ଗ୍ରାମର ହେଲା କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଶିକବାଡି ଅକ୍ଷୟ ସୁନା ମାଝୀ ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ବିଦ୍ୟାଳୟରେ ବହୁ ଭାଷୀ( କୁଇ ) ଶିକ୍ଷକ ଅଛନ୍ତି l ତାଙ୍କ ସ୍ତ୍ରୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର mkcg ମେଡିକାଲ ରେ ଷେlଷ୍ଟପ ନର୍ସ ଥିଲେ ତାଙ୍କ ସ୍ତ୍ରୀ ଙ୍କ ଅକାଳ ବ୍ୟଗରେ ମୃତ୍ୟୁ ବରଣ କରିଛନ୍ତି l
ତାଙ୍କର ପରିବାର ଙ୍କୁ ସଘଂ ତରଫ ରୁ କିଛି ସାହାଯ୍ୟ କରା ଯାଇଛି l














