• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁଣିଥରେ ନିଜ ଶକ୍ତି ପ୍ରଦର୍ଶନ କଲା ବୈପାରିଗୁଡା ବ୍ଲକ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଶାଳ ଜନସମ୍ପର୍କ ପଦଯାତ୍ରା – ସାମିଲ ହେଲେ ପଂଚାୟତସ୍ତରର ଶହ ଶହ ଦଳୀୟ କର୍ମୀ

Proprietor Abhimanyu Maharana by Proprietor Abhimanyu Maharana
November 11, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ପୁଣିଥରେ ନିଜ ଶକ୍ତି ପ୍ରଦର୍ଶନ କଲା ବୈପାରିଗୁଡା ବ୍ଲକ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଶାଳ ଜନସମ୍ପର୍କ ପଦଯାତ୍ରା – ସାମିଲ ହେଲେ ପଂଚାୟତସ୍ତରର ଶହ ଶହ ଦଳୀୟ କର୍ମୀ
Share on FacebookShare on TwitterWhatsapp

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ଗତ କିଛି ଦିନ ତଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଦଶମନ୍ତପୁର ପଂଚାୟତ ଠାରେ ତିନି ପଂଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ବ୍ଲକର କିଛି ଅସନ୍ତୁଷ୍ଟ କର୍ମୀ ମାନେ ପଦଯାତ୍ରା କରିଥିବା ବେଳେ ଏବେ ପୁଣିଥରେ ବ୍ଲକର ୨୦ ଗୋଟି ପଂଚାୟତର ଦଳୀୟ କର୍ମୀ ଓ କିଛି ଲୋକପ୍ରତିନିଥି ତଥା ସରପଂଚ, ସମିତିସଭ୍ୟ ମାନଙ୍କୁ ନେଇ ବୈପାରିଗୁଡା ସହର ଠାରେ ଏକ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରି ଦଳରେ ଯେଉଁ ମାନେ ଏହି ଅସନ୍ତୁଷ୍ଟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ସେମାନଙ୍କୁ ନିଜ ଶକ୍ତି ପ୍ରଦର୍ଶନ କରିଥିବାର ଦେଖାଯାଇଛି । ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଏବେ ଧିରେ ଧିରେ ପଂଚାୟତସ୍ତର ରେ ଏହାର ପ୍ରଭାବ ପଡିବା ସହିତ ଦଳୀୟ କର୍ମୀଙ୍କ ମଧ୍ୟରେ ଧିରେ ଧିରେ ଫାଟ ସୃଷ୍ଟି ଦେଖା ଯାଉଥିବା ସମୟରେ କାହିଁକି ରାଜ୍ୟ କିମ୍ବା ଜିଲ୍ଲାସ୍ତରର ନେତା ମାନେ ଏହାର ସମାଧାନର ବାଟ ବାହାର କରିପାରିନାହାନ୍ତି ତାହାକୁ ନେଇ ଗାଁ ଗହଳିର କର୍ମୀଙ୍କ ମଧ୍ୟ ଘୋର ଅସନ୍ତୋଷ ଦେଖା ଦେଇଛି । ଏହି ଗୋଷ୍ଠୀକନ୍ଦଳ ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଦିନ କୁ ଦିନ ଅତି ଭୟଙ୍କର ରୂପ ନେଉଛି ବୋଲି ମଧ୍ୟ ବୈପାରିଗୁଡା ବ୍ଲକରେ ଏବେ ଆଲେଚନା ହେଉଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଦଳ ଉପରେ ପଡିବ ବୋଲିମଧ୍ୟ ଶୁଣିବାକୁ ମିଳୁଛି । ବ୍ଲକର ବରିଷ୍ଟ ବିଜେଡି କର୍ମୀ ଆର.ଶ୍ରୀନିବାସ ରାଓ ଙ୍କ ନେତୃତ୍ୱରେ ଆଜି ଏହି ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏହି ପଦଯାତ୍ରାରେ ଅସନ୍ତୁଷ୍ଟ ବରିଷ୍ଟ ବିଜେଡି କର୍ମୀ ମନୋଜ ମହାପାତ୍ର, ପୂର୍ବତନ ସରପଂଚ ଭାଗିରଥି ମୂର୍ଜିଁଆ,ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର, ବାପି ଜଗଦେବ, ମାନସ ଜଗଦେବ, କୁର୍ଷ୍ଣ ମାଳି, ଦ୍ୱିବ ତୁରୁକି, ଝରିଆ ଖାନ,ପୂର୍ବତନ ଜିଲ୍ଲା ସମ୍ପାଦକ ଆର. ଦାମ୍ଭିକା ରାଓଙ୍କ ସହିତ ବ୍ଲକର ୨୦ଗୋଟି ପଂଚାୟତରୁ ହଜାର ହଜାର ଦଳୀୟ କର୍ମୀ ଉପସ୍ଥିତ ରହି ବିରଖମ୍ବ ପୋଲ ଠାରୁ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଗୌଡସାହି ପର୍ଯ୍ୟନ୍ତ ଯାଇ ପୁଣିଥରେ ସେଠାରୁ ବାହାରି ବିଏସ୍‌ଏଫ୍ କମ୍ପା ପର୍ଯ୍ୟନ୍ତ ବାହାର ବାଜା ଗୀତ ର ତାଳେ ତାଳେ ନାଚନାଚ ହାତରେ ଦଳୀୟ ପତାତା ଧରି ଓଡିଶାର ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବବି ଭାଇ ଜିନ୍ଦାବାଦ ନାରା ଦେଇ ସହର ପରିକ୍ରମା କରିବାର ଦେଖିବାକୁ ମିଳିଛି । ଦଳରେ ତାଙ୍କୁ ଅଣଦେଖା କରୁଥିବା କର୍ମୀ କିମ୍ବା ନେତାଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରି ଗାଁ ଗହଳି ସହିତ ପ୍ରତ୍ୟେକ ଭୋଟର ମାନଙ୍କ ପାଖରେ ନିଜର ଉପସ୍ଥିତି ମଧ୍ୟ ଜାହିର କରିଛନ୍ତି । ଆମେ ଅସନ୍ତୁଷ୍ଟ ଥିଲେ ମଧ୍ୟ ଦଳ ପାଇଁ କାର୍ଯ୍ୟ କରୁଛୁ ଏବଂ ଦଳର ନିତ୍ୱିର୍ତିକୁ ମାନି ଚଲିବୁ ବୋଲି ପ୍ରକାଶ କରିଛନ୍ତି । ଏହି ଜନସମ୍ପର୍କ ପଦଯାତ୍ରାରେ ଅସନ୍ତୁଷ୍ଟ କର୍ମୀଙ୍କ ସହିତ କିଛି ପଂଚାୟତର ସରପଂଚ , ସମିତିସଭ୍ୟ, ୱାର୍ଡମେମ୍ବର ମାନେ ଉପସ୍ଥିତ ରହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

April 26, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

April 26, 2026
ନିଆଳି ମହାବିଦ୍ୟାଳୟରେ ବିଦାୟକାଳୀନ ସମାରୋହ ‘ନବପଥ–୨୦୨୬’ ଅନୁଷ୍ଠିତ

ନିଆଳି ମହାବିଦ୍ୟାଳୟରେ ବିଦାୟକାଳୀନ ସମାରୋହ ‘ନବପଥ–୨୦୨୬’ ଅନୁଷ୍ଠିତ

April 26, 2026
ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

April 26, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

ନୟାଗଡ଼ରେ ଜିଲ୍ଲା ସ୍ତରୀୟ କର୍ମଶାଳା “ଆମେ-ଜାଣିବା-ଆମ ବଜେଟ” ଅନୁଷ୍ଠିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version