• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଣ୍ଡିଆନ୍ ପ୍ଲାଷ୍ଟିକ୍‌ସ ଫେଡେରେଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତର ସର୍ବବୃହତ୍ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ପ୍ରଦର୍ଶନୀ ‘ଆଇଏନ୍‌ଡିପିଏଲ୍‌ଏଏସ୍‌’୨୨’

Proprietor Abhimanyu Maharana by Proprietor Abhimanyu Maharana
November 4, 2022
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଇଣ୍ଡିଆନ୍ ପ୍ଲାଷ୍ଟିକ୍‌ସ ଫେଡେରେଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତର ସର୍ବବୃହତ୍ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ପ୍ରଦର୍ଶନୀ ‘ଆଇଏନ୍‌ଡିପିଏଲ୍‌ଏଏସ୍‌’୨୨’
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩.୨୦୨୨) ଭୁବନେଶ୍ୱର :- ଭୁବନେଶ୍ୱର :- ପୂର୍ବାଂଚଳ ଭାରତରେ ପ୍ଲାଷ୍ଟିକ୍ ଶିଳ୍ପରେ ଅଭିବୃଦ୍ଧି ସୁଯୋଗଗୁଡିକୁ ସମର୍ଥନ କରିବା ପାଇଁ ଇଣ୍ଡିଆନ୍ ପ୍ଲାଷ୍ଟିକ୍‌ସ ଫେଡେରେଶନ (ଆଇପିଏଫ୍‌) ପକ୍ଷରୁ କୋଲ୍‌କାତାରେ ଆସନ୍ତା ୨୫ ନଭେମ୍ବରରୁ ୨୮ ନଭେମ୍ବର ୨୦୨୨ ପର‌୍ୟ୍ୟନ୍ତ ଏହାର ତ୍ରୟିବାର୍ଷିକ ପ୍ରଦର୍ଶନୀ ‘ଆଇଏନ୍‌ଡିପିଏଲ୍‌ଏଏସ୍‌’୨୨’ର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀ ନୂଆ କରି ନିର୍ମାଣ ହୋଇଥିବା ବିଶ୍ୱ ବାଙ୍ଗ୍‌ଲା ମେଳା ପ୍ରାଙ୍ଗଣଠାରେ ଆୟୋଜିତ ହେବ ଯାହାକି ଆଇଟିସି ରୟାଲ ବେଙ୍ଗଲ୍ ହୋଟେଲ୍ ନିକଟରେ ୨ ଲକ୍ଷ ବର୍ଗଫୁଟ୍‌ର ଅଚ୍ଛାଦିତ ଏରିଆ ସହିତ ବିଶ୍ୱସ୍ତରୀୟ ସୁବିଧା ସହ ସହରର କେନ୍ଦ୍ରରେ ଅବସ୍ଥିତ ରହିଛି ଏବଂ ଏଠାରେ ପର‌୍ୟ୍ୟାପ୍ତ ଶକ୍ତି, ମଲ୍ଟି-ଷ୍ଟୋରେଜଡ୍ କାର୍ ପାର୍କିଙ୍ଗ୍‌, ଫୁଡ୍ କୋର୍ଟ, କନ୍‌ଫରେନ୍ସ ହଲ୍ ଓ ଏକ ସୁସଜ୍ଜିତ ବିଜ୍‌ନେସ୍ ସେଂଟର୍ ଭଳି ଅନ୍ୟ ବ୍ୟବସାୟିକ ସୁବିଧାଗୁଡିକ ରହିଛି । ଏହି ପ୍ରଦର୍ଶନୀ ପଡିଆ ଉଭୟ ଦର୍ଶକ ଓ ପ୍ରଦର୍ଶନକାରୀଙ୍କ ପାଇଁ ଏକ ସ୍ୱର୍ଗ ହେବ । ଇଣ୍ଡିଆନ୍ ପ୍ଲାଷ୍ଟିକ୍‌ସ ଫେଡେରେଶନ (ଆଇପିଏଫ୍‌) ହେଉଛି ବର୍ତମାନ ଭାରତର ଅନ୍ୟତମ ସର୍ବପୁରାତନ ପ୍ଲାଷ୍ଟିକ୍ ଶିଳ୍ପ ସଂଘ ମଧ୍ୟରୁ ଅନ୍ୟତମ । ‘ଆଇଏନ୍‌ଡିପିଏଲ୍‌ଏଏସ୍‌’୨୨’- ହେଉଛି ପୂର୍ବାଂଚଳ ଭାରତରେ ସର୍ବବୃହତ୍ ସେକ୍ଟର-ସ୍ପେଶିଫିକ୍ ବିଜ୍‌ନେସ୍‌-ଟୁ-ବିଜ୍‌ନେସ୍ (ବି୨ବି) ଆନ୍ତର୍ଜାତୀୟ ପ୍ରଦର୍ଶନୀ । ‘ଆଇଏନ୍‌ଡିପିଏଲ୍‌ଏଏସ୍‌୨୨’ ହେଉଛି ପ୍ଲାଷ୍ଟିକ୍ ଉପରେ “ଆଇଏନ୍‌ଡିପିଏଲ୍‌ଏଏସ୍‌’ ସିରିଜ୍‌ର ଆନ୍ତର୍ଜାତୀୟ ପ୍ରଦର୍ଶନୀର ୯ମ ସଂସ୍କରଣ ଯାହା ସମଗ୍ର ପ୍ଲାଷ୍ଟିକ୍ ଶିଳ୍ପକୁ ଗୋଟିଏ ଛାତ ତଳେ ଏକାଠି କରିବ ଏବଂ ଏହାକୁ ଏକ ବୃହତ୍‌, ଉନ୍ନତ ଓ ସୁବିଧାଜନକ ସ୍ଥାନରେ ଆୟୋଜନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ଏହା ସମ୍ପର୍କରେ ‘ଆଇଏନ୍‌ଡିପିଏଲ୍‌ଏଏସ୍‌’ ୨୦୨୨ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ନାୟାର କହିଛନ୍ତି ଯେ, “ପ୍ରଦର୍ଶନୀଗୁଡିକ ଅର୍ଥନୀତିକୁ ତ୍ୱରାନ୍ୱିତ କରିଥାନ୍ତି । ଭାରତ ହେଉଛି ପ୍ଲାଷ୍ଟିକ୍ ପାଇଁ ୩ୟ ସର୍ବବୃହତ୍ ଆନ୍ତର୍ଜାତୀୟ ବଜାର । ବର୍ଦ୍ଧିତ ଅର୍ଥନୀତି ଓ ସହାୟକ ସରକାରୀ ନୀତିଗୁଡିକ ଭାରତକୁ ଏକ ପଲିମର୍ ସୁପର୍ ପାୱାରରେ ପରିଣତ କରିଛି କିନ୍ତୁ ସର୍ବୋତମତା ଆସିବା ବାକି ରହିଛି ଏବଂ ଆମେ ଏଠାକୁ ସୁଯୋଗଗୁଡିକୁ ଉନ୍ମୋଚନ କରିବା ଓ ତାହା ଉପରେ ପୁଞ୍ଜି ହାସଲ କରିବା ପାଇଁ ଆସିଛୁ ।” ଏହି ପ୍ରଦର୍ଶନୀ ରସାୟନିକ ଓ ସାର ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ୱେଷ୍ଟ୍ ବେଙ୍ଗଲ୍ ଇଣ୍ଡଷ୍ଟ୍ରିଆଲ ଡେଭ୍‌ଲପ୍‌ମେଂଟ୍ କର୍ପୋରେଶନ ଲିମିଟେଡ୍‌, ଆସୋଚାମ୍‌, ପ୍ଲାଷ୍ଟ୍‌ଇଣ୍ଡିଆ ଫାଉଣ୍ଡେଶନ ଓ ଭାରତର ସମସ୍ତ ପ୍ରମୁଖ ପ୍ଲାଷ୍ଟିକ୍ ସଂଘ ଦ୍ୱାରା ସମର୍ଥିତ ।ଏହି ଅବସରରେ ଏକ୍ସିବିସନ ଆୟୋଜନକାରୀ କମିଟି ସଦସ୍ୟ ଶ୍ରୀ ଅନିଲ କୁମାର ଏବଂ ସ୍ୱସ୍ତିକ ଅଗରୱାଲ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିପରି ଇଣ୍ଡିଆନ ପ୍ଲାଷ୍ଟିକ ଫେଡେରେସନ ଅଧ୍ୟକ୍ଷ ଶ୍ରୀ ଶିଶିର ଜଲନ କହିଛନ୍ତିଯେ, “ଏକ ବଜାର ଭାବେ ପୂର୍ବାଂଚଳ ଭାରତ ପଲିମର ଶିଳ୍ପର ଅଭିବୃଦ୍ଧି ଦୃଷ୍ଟିରୁ ଦେଶର ଅବଶିଷ୍ଟ ଭାଗକୁ ପଛରେ ପକାଇଛି । ବ୍ୟବହାର ଶୈଳୀ ଏକ ଖୁବ୍ ଦ୍ରୁତ ପରିବର୍ତନ ପରିଲକ୍ଷିତ କରୁଛି । ତେଣୁ ଆମେ ଆଗାମୀ ବର୍ଷଗୁଡିକରେ ପଲିମର୍ ପାଇଁ ଏକ ସୁସ୍ଥ ୧୨% ସିଏଜିଆର୍‌ର ଆକଳନ କରୁଛୁ ଯାହା ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଅଟେ । ନିର୍ଦ୍ଧିଷ୍ଟ ଭାବେ କହିବାକୁ ଗଲେ, ଉଭେନ୍ ଓ ନନ୍‌-ଉଭେନ୍ ଫ୍ୟାବ୍ରିକ, ଖେଳନା ଓ ପାଇପ୍ ଶିଳ୍ପ ଦେଶର ଏହି ଭାଗରେ ଏକ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରହିଛନ୍ତି ।”

ଆଇଏନ୍‌ଡିପିଏଲ୍‌ଏଏସ୍‌୨୨’ ପ୍ଲାଷ୍ଟିକ୍ ଶିଳ୍ପରେ ପ୍ରବେଶ କରିବାକୁ ଚାହୁଁଥିବା ବିଦ୍ୟମାନ ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ଭଲ ସୁଯୋଗ ଦେବ । ଏହା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ସରକାରଙ୍କ ନୀତି ଓ ଫୋକସ୍ ଏରିଆକୁ ବୁଝିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ । ଏହା ଏହି ଅଂଚଳ ପାଇଁ ନିଜର ମାର୍କେଟିଙ୍ଗ୍ ରଣନୀତି ପ୍ରସ୍ତୁତ କରିବା ଲାଗି ଏକ ଆଦର୍ଶ ପ୍ଲାଟ୍‌ଫର୍ମ ପ୍ରଦାନ କରିବ । ଇଣ୍ଡଷ୍ଟ୍ରୀ ୪.୦ ଷ୍ଟାଣ୍ଡାର୍ଡ, ନୂଆ ପଲିମର ମାନୁଫ୍ୟାକ୍‌ଚରିଙ୍ଗ ଟେକ୍ନୋଲୋଜି, ପଲିମର୍ ରିସାଇକ୍ଲିଙ୍ଗ୍ ଓ ଆଗାମୀ ସରକାରୀ ପଦକ୍ଷେପଗୁଡିକ ଫୋକସ୍ ଏରିଆ ବା ଧ୍ୟାନର କେନ୍ଦ୍ର ହେବ ଯାହାକୁ ଜଣେ ବ୍ୟକ୍ତି ଆଇଏନ୍‌ଡିପିଏଲ୍‌ଏଏସ୍‌୨୨ରେ ଦେଖିପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version