No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ବିଜେଡ଼ି ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ , ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରାତିରୁପତିରାଓ , ଜିଲ୍ଲାସଭାପତି ଶ୍ରୀପ୍ରଦୀପ ନାୟକ,କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦଅଧ୍ୟକ୍ଷାଶ୍ରୀମତି ଏମ.ସୁଧାରଣୀ,କାଶିନଗର ବିଜ୍ଞାପିତଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଶ୍ରୀ ରଘୁରାମସାହୁ କାଶିନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା,
ବିଜେଡ଼ି ବରିଷ୍ଟ ନେତା ବସନ୍ତ ଦାସ , ବିଜେଡ଼ି ରାଜ୍ୟସମ୍ପାଦକ ଶ୍ରୀ ମରୁତ ପାଳ,ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟ ରୋକକାମ ରାଜଲକ୍ଷ୍ମୀ, ଜୋନ ୬ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଏସ.ବାଳରାଜୁ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପୂର୍ଣବାସୀ ନାୟକ ମହିଳା ଉପସଭାପତି ଶ୍ରୀମତୀ ସଞ୍ଜୁକ୍ତା ବେହେରା, ସମସ୍ତ ୱାର୍ଡର କାଉନ ସିଲୋର ଏବଂ ବହୁ ଯୁବ ଛାତ୍ର ମହିଳା, ବହୁ ସଂଖ୍ୟାରେ ଜନସାଧାରଣଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ।

No Result
View All Result