• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
October 13, 2022
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ଘୋଷଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ଘୋଷଣା କରାଯାଇ ଥିବା ଜଣାପଡିଛି । ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଜୟଶ୍ରୀ ଦାସଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ବିଜୁ ମହିଳା ସଭାପତି ପୂର୍ଣ୍ଣବାସୀ ନାୟକଙ୍କ ସହଯୋଗରେ ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ସହିତ ଜିଲ୍ଲାର ସମସ୍ତ ବ୍ଲକ, ଏନ୍‌ଏସି ଓ ପୌରପରିଷଦ ନିମନ୍ତେ କମିଟି ଘୋଷଣା ହୋଇଛି ।

ଘୋଷଣା ପ୍ରକାରେ ଜିଲ୍ଲା ମହିଳା ସଭାପତି ଭାବେ ପୁଣି ଥରେ ପୂର୍ଣ୍ଣବାସୀ ନାୟକ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ୧୦ଜଣ ଯଥା ପ୍ରଭାତି ଭୂୟାଁ, ହେମଲତା ‌ଦଳାଇ, ଅନୀତାରାଣୀ ବେହେରା, ପଦ୍ମିନୀ ଶବର, ରଶ୍ମି ମିଶାଲ, ସଂଜୁକ୍ତା ବେହେରା, ବିଦ୍ୟାବତୀ ଜେନା, ମୀନାକ୍ଷୀ ବେହେରା, ମାନସୀ ପାଣିଗ୍ରାହୀ ଏବଂ ସ୍ମିତା ଦାସ । ସେହିପରି ସାଧାରଣ ସମ୍ପାଦିକା ଭାବେ ୧୦ଜଣଙ୍କୁ ମନୋନିତ କରାଯାଇଛି । ସେମାନେ ହେଲେ ଶାନ୍ତିଲତା ଜେନା, ସଂଘମିତ୍ରା ଶବର, ସଂଜୁକ୍ତା ପୂଜାରୀ, ସୁନୀତା ଦଳବେହେରା, ରଶ୍ମିରତନ, ଇଶାଣୀ ରଇତ, ଟି.କୁମାରୀ ଦୋରା, ଇତିଶ୍ରୀ ବେହେରା, ଆର୍‌. ଲକ୍ଷ୍ମୀ ପ୍ରମୁଖ । ସମ୍ପାଦିକା ଭାବେ ୧୫ଜଣ ଯୁଗ୍ମ ସମ୍ପାଦିକା ଭାବେ ୧୧ଜଣ, କାର୍ଯ୍ୟାଳୟ ସମ୍ପାଦିକା ଭାବେ ଜଣେ, କୋଷାଧ୍ୟକ୍ଷ ଭାବେ ଜଣକୁ, ଡିଡିଟାଲ ମିଡିଆ ନିମନ୍ତେ ୨ଜଣଙ୍କୁ ମନୋନୀତ କରାଯାଇଛି ।

ପାରଳାଖେମୁଣ୍ଡି ପୌରପରିଷଦ ନିମନ୍ତେ ପି.ଆମ୍ମୁଲାମ୍ମା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ୩୧ଜଣ ସଦସ୍ୟାଙ୍କ ନାମ ଘୋଷଣା ହୋଇଛି । ଏହି ପରି ଜିଲ୍ଲାର ବିଭିନ୍ନ ବ୍ଲକ କମିଟି ଗଠନ କରା ଯାଇଛି । ଯଥା କୁମାରୀ କାର୍ଯୀ, ସାବିତ୍ରୀ ଶବର, ଚନ୍ଦ୍ରକଳା ମଳିକ, ମିଖାଲ ଶବର, ମଞ୍ଜୁରୀ ପାଇକ, ଗ୍ଲେଡି ଗମାଙ୍ଗ, ଟି. କୁମାରୀ, ବିମଳା ସାମଲ, ସରସ୍ପତୀ ମଳିକ, ଅନୀତା ରଇତ, କୁନି ନାୟକ, ଜ୍ୟୋତିର୍ମୟୀ ଦାସ, ବି.ଜ୍ୟୋତି ଲକ୍ଷ୍ମୀ, କଳ୍ପନା ପ୍ରଧାନ, ସରୋଜିନୀ ସିଂ ପ୍ରମୁଖଙ୍କ ନାମ ଘୋଷାଣା ହୋଇଛି । ଯୁଗ୍ମ ସମ୍ପାଦିକା ଭାବେ ୧୧ଜଣ, କାର୍ଯ୍ୟାଳୟ ସମ୍ପାଦିକା ଭାବେ ଜଣେ, କୋଷାଧ୍ୟକ୍ଷ ଭାବେ ଜଣକୁ, ଡିଡିଟାଲ ମିଡିଆ ନିମନ୍ତେ ୨ଜଣଙ୍କୁ ମନୋନୀତ କରାଯାଇଛି ପାରଳାଖେମୁଣ୍ଡି ପୌରପରିଷଦ ନିମନ୍ତେ ପି.ଆମ୍ମୁଲାମ୍ମା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ୩୧ଜଣ ସଦସ୍ୟାଙ୍କ ନାମ ଘୋଷଣା ହୋଇଛି ।

ସେହିପରି କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ସଭାପତି ଭାବେ ରୋକମ ସୁଜାତା, ଉପସଭାପତି ଭାବେ ଏଲ୍‌.ରାଜୁଆମ୍ମା, ସିର୍ଲା ଉର୍ବସୀ, ଓମି ରୋଜା, ସାଧାରଣ ସମ୍ପାଦିକା ଭାବେ ୱାଇ, ମାଲେଶ୍ୱରୀ, ପି.ଭବାନୀ, ସାଙ୍କିଲି ରାଣୀ, ସାଙ୍କିଲି ଅଶ୍ୱିନୀ, ଜୟସୁଧା ନାୟକ, ସମ୍ପାଦିକା ଭାବେ ବି.ବିମଳା, ଦର୍ଲାଇ ଶବର, ଲକ୍ଷ୍ମୀ ଗାଙ୍ଗୋ, ପଦ୍ମା ବେହେରା, ମୁପାଡି ଶୋଭା ମନୋନିତ ହୋଇଥିବାର ଜଣାପଡିଛି । ସେହିପରି ଯୁଗ୍ମ ସମ୍ପାଦିକା ଭାବେ ୫ଜଣ, କାର୍ଯ୍ୟାଳୟ ସମ୍ପାଦିକା ଭାବେ ଜଣକୁ, କୋଷାଧ୍ୟକ୍ଷ ଭାବେ ଜଣେ ଡିଜିଟାଲ ମିଡିଆ ନିମନ୍ତେ ଜଣେ ମନୋନିତ ହୋଇଛନ୍ତି । ଜିଲ୍ଲାର ୭ଗୋଟି ବ୍ଲକ ଯଥା ନୂଆଗଡ ବ୍ଲକରେ କୁମୁଦିନି ରଇତ, ଆର୍‌.ଉଦୟଗିରି ବ୍ଲକ ନିମନ୍ତେ ମନିଷା ମାଝୀ, ଗୋଷାଣୀ ବ୍ଲକ ନିମନ୍ତେ ରୀତାରାୟ ପାତ୍ର,

କାଶୀନଗର ବ୍ଲକ ନିମନ୍ତେ ଭାଲା ଜୟାମ୍ମା, ମୋହନା ବ୍ଲକ ନିମନ୍ତେ ଝୁମୁରୀ ବୀର, ରାୟଗଡ ବ୍ଲକ ନିମନ୍ତେ ସୁମାନୀ ଭୂୟାଁ, ଗୁମ୍ମା ବ୍ଲକ ନିମନ୍ତେ ସଞ୍ଜିସ୍ମିତା ଗମାଙ୍ଗଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ସମସ୍ତ ବ୍ଲକରେ ଉପସଭାପତି, ସାଧାରଣସମ୍ପାଦିକା, ସମ୍ପାଦକ, ଯୁଗ୍ମ ସମ୍ପାଦକ, କାର୍ଯ୍ୟାଳୟ ସମ୍ପାଦିକା, କୋଷାଧକ୍ଷ ଏବଂ ଡିଜିଟାଲ ମିଡିଆ ଆଦି ପାଇଁ ନାମ ଘୋଷଣା ହୋଇଛି । ନୂତନ ଭାବେ ମୋନନୀତ ହୋଇଥିବା ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ମହିଳା ଜନତା ଦଳର ନୂତନ କମିଟିର ସମସ୍ତଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

October 19, 2026
ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

October 19, 2026
ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

October 18, 2026
ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ

ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ

October 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’

October 19, 2026
ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ

October 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version