• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କଟକଣା ହୋଇଛି ବାଟବଣା, ସ୍ଥିତି ପୂର୍ବାବସ୍ଥାକୁ ଫେରୁଛି – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
May 26, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କଟକଣା ହୋଇଛି ବାଟବଣା, ସ୍ଥିତି ପୂର୍ବାବସ୍ଥାକୁ ଫେରୁଛି – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) କଟକଣା ହୋଇଛି ବାଟବଣା, ସ୍ଥିତି ପୂର୍ବାବସ୍ଥାକୁ ଫେରୁଛି :- କରୋନା ମହାମାରୀ କୁ ରୋକିବା ନିମନ୍ତେ ସାରା ଭାରତରେ ଲାଗୁ ହୋଇଥିଲା ଲକଡ଼ାଉନ ତାପରେ ଆରମ୍ଭ ହେଲା ସଟ ଡ଼ାଉନ ଏ ଭିତରେ ପୁଣି ଜନତା କର୍ଫ୍ୟୁ ଏସବୁ ଆଗରୁ ହିଞ୍ଜିଳିକାଟୁ ଅଚଂଳରେ ଲାଗୁ ହୋଇଥିଲା ଧାରା ୧୪୪ ଏସବୁର ମୁଖ୍ୟ ଉଦ୍ଦ୍ୟେଶ ଥିଲା ଅଚଂଳରେ କରୋନା ଭୂତାଣକୁ ପୁରାଇନଦେବା । ଏଥି ନିମନ୍ତେ କରୋନା କୁ ନେଇ ଲକ ଡ଼ାଉନ ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ କରୋନାର ଅଜଣା ଭୟ ଯୋଗୁଁ ଲୋକମାନେ ଭୟରେ ଘରୁ କମ୍ ମାତ୍ରାରେ ବାହାରକୁ ବାହାରିବା ଦେଖାଯାଉଥିଲା ।

କିନ୍ତୁ ଲକଡ଼ାଉନ ୧,୨,୩ ପରେ ୪ ସରିବାକୁ ଆସିଲାଣି ଦିନେ ଯେଉଁ ଗଞ୍ଜାମ ଜିଲା ଗ୍ରୀନ ଜୋନ୍‌ରେ ଥିଲା ବୋଲି ଆମେ ସମସ୍ତେ ସନ୍ତୋଷ ପ୍ରକାଶ କରୁଥିଲେ କାରଣ ଥିଲା ରାଜ୍ୟରେ ଜିଲ୍ଲା ହିସାବରେ ପ୍ରଥମେ ଆରମ୍ଭ କରାଯାଇଥିଲା ଧାରା ୧୪୪ ହେଉ କି ମାସ୍କ ବାଧ୍ୟତା ମୂଳକ ଅଥବା ହେଉ ରାସ୍ତାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ଏସବୁ ନିୟମକୁ ଆମେ ଜିଲାରେ ପ୍ରଥମେ ଲାଗୁ କରାଯାଇଥିଲା ଓ ଏହି ସବୁ ନିୟମକୁ ଉଳଘଂନ କଲେ ଜୋରମିନା ଆଦାୟ ମଧ୍ୟ କରାଯାଉଥିଲା ଓ ସେଥିପାଇଁ ଅରେଞ୍ଜ ଜୋନ୍‌ରେ ଥିଲୁ କିନ୍ତୁ ବର୍ତମାନ ପରିସ୍ଥିତି ସମ୍ପୁର୍ଣ ଓଲଟା ଦେଖିବାକୁ ମିଳିଛି । ରାଜ୍ୟର ସର୍ବାଧିକ କରୋନା ରୋଗୀ ବର୍ତମାନ ଗଞ୍ଜାମ ଅଚଂଳର ଯଦିଓ ସରକାରୀ ରିପୋର୍ଟ ଅନୁଯାୟୀ ସମସ୍ତ ପୋଜେଟିଭ ସଙ୍ଗରୋଧ କେନ୍ଦ୍ରର ତଥାପି ମଝିରେ ମଝିରେ ଜିଲ୍ଲାର କେତେକ ଅଚଂଳକୁ ସିଲ କରିବା ପରେ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ ଥିଲା କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ଲୋକମାନେ ଆଉ କøଣସି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ।

କଟକଣା ବର୍ତମାନ ଧୀରେ ଧୀରେ ବାଟବଣା ହେଉଥିବା ଦେଖିବାକୁ ମିଳୁଛି । କେବଳ ଚା ଦୋକାନ ,ସେଲୁନକୁ ଛାଡ଼ିଦେଲେ ବଳକା ଦୈନିକ ପରିବା ବଜାର ଠାରୁ ଆମ୍ଭ କରି ମାଛ,ମାସଂ,ଅଣ୍ଡ଼ା,ଫଳ ଦୋକାନ,ଲୁଗା ଦୋକନ ,ଷ୍ଟେସନାରୀ ଦୋକାନ ମଲ୍ ସହ ଅନ୍ୟାନ୍ୟ ବହୁ ଦୋକାନ ଖୋଲିବା ପରେ ଲୋକେ ପୂର୍ବଭଳି ଗହଳି ଚହଳି ଆରମ୍ଭ ହୋଇଗଲାଣି । ସାବିତ୍ରୀ ନିମନ୍ତେ ବଜାରରେ ଏପରି ଗହଳି ଦେଖିବାକୁ ମିଳିଥିଲାଯେ ଯେପରି ଲାଗୁଥିଲା ସବୁକିଛି ସ୍ୱାଭାବିକ । ଏପରିକି ସହରରେ ୨ଚକିଆ ଯାନ ହେଉ କି ୪ଚକିଆ ଯାନ ସବୁ ଉପରେ ଲାଗିଥିଲା ପ୍ରତିବନ୍ଧ ବର୍ତମାନ ତାହା ମଧ୍ୟ କୋହଳ ହେବା ଯୋଗୁଁ ରାସ୍ତାରେ ମାଳ ମାଳ ୨ଚକିଆ ସମେତ ୪ଚକିଆ ଯାନ ଦେଖିବାକୁ ମିଳୁଛି । ବହୁ ଦୋକାନରେ ଲୋକ ମାନଙ୍କ ସଚେତନ ନିମନ୍ତେ ଡ଼ାକବାଜି ଯନ୍ତ୍ ସହାୟତାରେ ସଚେତନ କରାଯିବା ସହ ରାସ୍ତା ଘାଟ ଓ ବିଭିନ୍ନଘରର ପ୍ୱାଶ୍ୱର୍ କାନ୍ଥରେ ଚିତ୍ର ଅଙ୍କା ଯାଇଥିଲେ ମଧ୍ୟ ଲୋକେ ତାହାକୁ ପାଳନ କରୁନାହାନ୍ତି ।

ଯଦ୍ୱାରା ଅଚଂଳରେ ପ୍ରାୟ ଲୋକ ମାସ୍ଖ ପିନ୍ଧିବାକୁ ଉଚିତ ମନେ କରୁଥିଲେ ମଧ୍ୟ ସାମାଜିକ ଦୁରତା ଉପରେ ଫୋକସ ଦେଉନଥିବା ଦେଖିବାକୁ ମିଳୁଛି । ଯଦିଓ ପୌର ପ୍ର।।ସନ ତରଫରୁ ଏହାକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ତେବେ ସାମାଜିକ ଦୂରତ୍ୱ ନିୟମକୁ ପାଳନକୁ କଡ଼ା କଡ଼ି କରିବାରେ ପୌରପ୍ରଶାସନ ୧୦୦ ଶତକଡ଼ା ସଫଳତା ହାସଲ କରିପାରିନାହିଁ । ତେବେ ଆଗାମୀ ଦିନରେ ନିଜେ ନିଜର ଦାୟିତ୍ୱ ନେଇ କରୋନା ସହିତ ଲଢିବାକୁ ପଡ଼ିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । (ହିଞ୍ଜିଳିକାଟୁ,ରିପୋର୍ଟ – ଶେଷଦେବ ସାହୁ)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version