• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତମ ହାବିଦୟାଳୟ ଠାରେ ରେ ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା-୨:୦ ଅଭିଯାନ ରଥର ସଚେତନତା କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
September 8, 2022
in ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତମ ହାବିଦୟାଳୟ ଠାରେ ରେ ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା-୨:୦ ଅଭିଯାନ ରଥର ସଚେତନତା କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଯୁବକ ଯୁବତୀ ତଥା କଲେଜ ଛାତ୍ରଛାତ୍ରୀ ମାନଙ୍କ ନୂତନ ଅଭିନବ ଚିନ୍ତାଧାରାକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାର୍ଟ-ଅପ ଓଡ଼ିଶା ଦ୍ଵାରା ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା୨:୦ ଆରମ୍ଭ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଏବଂ ଏହା ଗତ ୨୬/୮/୨୦୨୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ଏହି ପରିପ୍ରେକ୍ଷୀରେ , ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଏସ:କେ:ସି:ଜି: ଅଟୋନୋମସ୍ କଲେଜ ପରିସରରେ ପହଞ୍ଚି ଥିଲା ଏହି ଷ୍ଟାର୍ଟ-ଅପ ଓଡ଼ିଶା-୨:୦ ଅଭିଯାନ ସଚେତନତା ରଥ ।

ଏହି ରଥ ପହଞ୍ଚିବା ପରେ ସଂପୃକ୍ତ କଲେଜ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କ ସମେତ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଭବ୍ୟ ସ୍ଵାଗତ କରା ଯାଇଥିଲା ।ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ କିଟ୍ ବିଶ୍ଵବିଦ୍ୟାଳୟର କିଟ୍-ଡ଼ିବିଆଇ ଏକ୍ଜିକୁଟିଭ ଡିଜାଇନ୍ ଓ କେମ୍ପେନର ଶ୍ରୀ ଧୃତି ସୁନ୍ଦର ଦାସ ଏବଂ ବିଆରଟିସି- ପ୍ରୋଗ୍ରାମ ଏସୋସିଏଟ ଶ୍ରୀ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ଏହି ଷ୍ଟାର୍ଟ-ଅପ ଓଡ଼ିଶାରେ ନିଜର ଯେ କୌଣସି ସେକ୍ତରରେ ଯଦି କୌଣସି ପ୍ରକାର ସମସ୍ୟା ରହିଥିବା ଦେଖୁଛନ୍ତି ତେବେ ତାର ସମାଧାନ ପାଇଁ କଣ କରା ଯାଇପାରିବ , ସେ ସମ୍ପର୍କରେ ନିଜର ସୁଚିନ୍ତିତ ନୂତନ ଯୋଜନା ଓ ଭାବନାକୁ ଏଠାରେ ପରିପ୍ରକାଶ କରିବାକୁ କହିଥିଲେ ଅନ୍ୟପକ୍ଷରେ ମହିଳା ମାନଙ୍କୁ ସଶକ୍ତିକରଣ କରାଇବା କ୍ଷେତ୍ରରେ ଏହା କିଭଳି ଏକ ନୂତନ ସୁଯୋଗ ସୃଷ୍ଟି କରିବାର ରହିଛି ତାହା କହିଥିଲେ ।

ଏହି ଅବସରରେ ସଂପୃକ୍ତ ମହାବିଦ୍ୟାଳୟର ଭାରପ୍ରାପ୍ର ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ଭୂୟାଁ ଉପସ୍ଥିତ ରହି ପାଠପଢା ସରିବା ପରେ ଆମେ ପରିବାର ଉପରେ ବୋଝ ନ ହୋଇ ନିଜକୁ କିଭଳି ଆତ୍ମନିର୍ଭରଶୀଳ କରିବା , ସେଥିପାଇଁ ଏହି ଷ୍ଟାର୍ଟ-ଅପ ଓଡ଼ିଶା ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ବେହେରା , ନିଜେ ଆତ୍ମନିର୍ଭରଶିଳ ହେବା ସହ ଅନ୍ୟପାଇଁ ନିଜେ କିଭଳି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିବେ , ସେ ସମ୍ପର୍କରେ କହିଥିଲେ ।ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ସୁନାରାମ ସିଂହ ଏବଂ ଜିଲ୍ଲା ଶିଳ୍ପ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ଯୋଗଦେଇ ଷ୍ଟାର୍ଟ-ଅପ ଓଡ଼ିଶାର ଉଦ୍ଦେଶ୍ୟ ଜ୍ଞାପନ କରି ଛାତ୍ରଛାତ୍ରୀ ମାନେ ଆତ୍ମ ନିର୍ଭରଶିଳତା କ୍ଷେତ୍ରରେ କିଭଳି ଉପକୃତ ହେବେ , ସେ ସମ୍ପର୍କରେ କହିଥିଲେ ।

ଏହି ଷ୍ଟାର୍ଟ-ଅପ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜର ନୂତନ ଅଭିନବଚିନ୍ତାଧାରାଯୋଜନା ଓ ଭାବନାକୁ ଏଠାରେ ସେୟାରକରିଥିଲେ ଏହି ସେୟାର କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ସିଂହ ଏବଂ ଜିଲ୍ଲା ଶିଳ୍ପ ପ ବେକ୍ଷକ ଶ୍ରୀ ମହାପାତ୍ର ଦ୍ଵାରା କେପ ଓ ଟି-ସାର୍ଟ ବଣ୍ଟନ କରା ଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ନିଜର ନୂତନ ଅଭିନବ ଚିନ୍ତାଧାରା , ଯୋଜନା ଓ ଭାବନା ସେୟାର କରିଥିବା ଛାତ୍ରଛାତ୍ରୀ ସୁମିତ ପଣ୍ଡା , ବିରଞ୍ଚି ରଥ , କେ: ଇଶ୍ୱରୀ, ଏବଂ ଏସ: ଗୁଣଲକ୍ଷ୍ମି ପ୍ରମୁଖ କହିଛନ୍ତି ଯେ , ଏହା ଏକ ଭଲ କାର୍ଯ୍ୟକ୍ରମ ।

ବିଭିନ୍ନ ସମସ୍ୟା କ୍ଷେତରେ ସମାଧାନ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ନୂତନ ଚିନ୍ତାଧାରାକୁ ସେୟାର କରିବା ଏକ ଭଲ ପ୍ଲାଟଫର୍ମ ବୋଲି କହିଥିଲେ । ସେହିଭଳି ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ଆସିଥିବା ଏକଜିକୁଟିଭ ଡିଜାଇନ୍ ଓ କେମ୍ପେନାର ଶ୍ରୀ ଧୃତୀ ସୁନ୍ଦର ଦାସ କହିଛନ୍ତି ଯେ , ଛାତ୍ରଛାତ୍ରୀ ମାନଙ୍କୁ ଏହି ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ପ୍ରମୋଟ ଓ ଉତ୍ସାହିତ କରିବା ଏବଂ ସେମାନେ ଆଗକୁ ଆସି ସେମାନଙ୍କ ନୂତନ ଚିନ୍ତାଧାରାକୁ ସେୟାର କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026
Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version