No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ବରଗଡ଼ :- ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଛକ ଠାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ପ୍ରତିବାଦ ଏବଂ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନୀହାର ମହାନନ୍ଦଙ୍କ ଅଧକ୍ଷତା ଆୟୋଜିତ ସଭାରେ ପୂର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ, ହରଦୀପ ସିଂ, ବ୍ରହ୍ମା ମହାକୁର,ନୀପନ ଦାଶ,ଗୈ ।
ନ୍ତିଆ ସାହୁ, ପାଣ୍ଡବ କର୍ଣ୍ଣ, ପ୍ରତାପ ନାୟକ,ଯୁଗ୍ମ ସିଂ, ସରୋଜ ଷଡ଼ଙ୍ଗୀ,ଅନନ୍ତ ତାଣ୍ଡି, ଦିଲ୍ଲିପ ନନ୍ଦ,ସୁଧିର ଜେନା, ସରୋଜ ମହାପାତ୍ର,ଆଜାଦ ପତି, ସୁଶାନ୍ତ ତ୍ରିପାଠୀ, ପ୍ରମୁଖ ପ୍ରତିବାଦ ସଭା କେନ୍ଦ୍ର ସରକାର ଙ୍କ ହାତବାରିଶି ସାଜି ଥିବା କେନ୍ଦ୍ରୀୟ ଏଜେନ୍ସି ଗୁଡିକ ଉପରେ ବର୍ଷି ଥିଲେ ।

No Result
View All Result