No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ହାଉସିଂ ବୋର୍ଡ କୋପେରେଟିଭସୋଷାଇଟରଉପସଭାପତି ପଦବି ପାଇଁ ଆଜି ଅନୁଷ୍ଠିତ ନିର୍ବାଚନ ନିମନ୍ତେ ପୂର୍ବତନ କାଉନସିଲର ସନ୍ଧ୍ୟା ରାଣୀ ଚୌଧୁରୀ ପାର୍ଥିପତ୍ର ଦାଖଲ କରିଥିବା ଜଣା ପଡ଼ିଛି lତାଙ୍କ ବିରୋଧରେ ଆଉ କେହି ପାର୍ଥିପତ୍ର ଦାଖଲ କରିନଥିବାଯୋଗୁଁ ସେ ନିର୍ଦ୍ଵନ୍ଦରେ ଉପ-ସଭାପତି ଭାବେ ନିର୍ବାଚିତ ହେବା ନେଇ ସଂକେତ ମିଳିଛି l
ଶ୍ରୀମତୀ ଚୌଧୁରୀ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଏହାପୂର୍ବରୁ ଗଜପତି ଜିଲ୍ଲା ହାଉସିଁ ବୋର୍ଡ କପେରେଟି ଭ ସୋସାଇଟିର ଲଗାତାର ୧୦ବର୍ଷ ଧରି ସଭାପତି ଥିବା ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କ ପତ୍ନୀ ଅଟନ୍ତି l ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ନିର୍ବାଚନ ଅଧିକାରୀ ଶ୍ରୀ ନୃସିଂହ ଚରଣ ବେହେରା ସମ୍ପାଦକ ରମେଶ ମହାରଣାଗଜପତି ଜିଲ୍ଲା ହାଉସିଂ ବୋର୍ଡ ସଭାପତି ଅଶୋକ ଶବର ପ୍ରମୁଖ ଉପସ୍ଥିତ ଥିଲେ

No Result
View All Result