୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା ,୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ସିଙ୍ଗାରପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା,ସମିତି ସଭ୍ୟା, ଗାତେରୀ ସରପଞ୍ଚ ସସ୍ମିତା ସାହାଣୀ,ସମିତି ସଭ୍ୟା ହରପ୍ରିୟା ଦାସ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।
ସିଙ୍ଗାର ପଲ୍ଲୀ ଏବଂ ଗାତେରୀ ପଞ୍ଚାୟତ ରେ ବୃକ୍ଷ ରୋପଣ କରାଯାଇଥିଲା । ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ନୂଆଗାଁ ବ୍ଲକ୍ ଯୁବ ଓ ଛାତ୍ର ବିଜେଡ଼ି ସଭାପତି କହିଛନ୍ତି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରୁ ବର୍ଷା ନାଏକ ଙ୍କ ରିପୋର୍ଟ ସାରା ଦୁନିଆ ନିଉଜ
© 2023 Odisha Taza News.