• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତିଜିଲ୍ଲା ଗୋଷାଣୀ ବ୍ଲକ ଆର.ସୀତାପୁର : ସେଞ୍ଚୁରିଅନ  ୟୁନିଭରସିଟି ପକ୍ଷରୁ“ଜାତୀୟଫିସ-ଫାର୍ମର୍ସ ଦିବସ ପାଳନ “ ଏବଂବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
July 15, 2022
in ଓଡ଼ିଶା, ଗଜପତି, ହୋମ୍
0
ଗଜପତିଜିଲ୍ଲା ଗୋଷାଣୀ ବ୍ଲକ ଆର.ସୀତାପୁର : ସେଞ୍ଚୁରିଅନ  ୟୁନିଭରସିଟି ପକ୍ଷରୁ“ଜାତୀୟଫିସ-ଫାର୍ମର୍ସ ଦିବସ ପାଳନ “ ଏବଂବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ , ଗୁରୁବାର/ପାରଳାଖେମୁଣ୍ଡି – ପାରଳାଖେମୁଣ୍ଡି ନିକଟସ୍ଥ ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ରାଜ ସୀତାପୁର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି (ସିୟୁଟିଏମ)ର ଏମଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ଅଧିନସ୍ଥ ସ୍କୁଲ ଅଫ ଫିସରିଜ ପକ୍ଷରୁ ଜାତୀୟ ଫିସ-ଫାର୍ମର୍ସ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ସ୍କୁଲ ଅଫ ଫିସରିଜ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅନ୍ତର୍ଗତ “କେନ୍ଦ୍ରୀୟ ଫ୍ରେସ-ୱାଟର ଏକ୍ଵାକଲଚର ସଂସ୍ଥା (ସିଫା)ର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏବଂ ଫିସ ହେଲଥ ମ୍ୟାନେଜମେଣ୍ଟ ବିଭାଗର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ମୃନାଲ ସାମନ୍ତ ଯୋଗ ଦେଇଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ ପ୍ରଥମେ , ସିୟୁଟିଏମ କେମ୍ପସର ସେମିନାର ହଲ ଠାରେ, ବିଭାଗିୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠିତ ମତ୍ସ୍ୟ ବିଜ୍ଞାନ ସମ୍ଭନ୍ଧୀୟ ଇଣ୍ଟରାକ୍ସନ ତଥା ପ୍ରଶ୍ନୋତ୍ତର ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସନ୍ଦେହ ମୂଳକ ପ୍ରଶ୍ନର ଉତ୍ତର ଦେଇ ମତ୍ସ୍ୟ ବିଜ୍ଞାନ ଅଧ୍ୟୟନ ଓ ତାର ଭବିଷ୍ୟତ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।ପରେ ସିଫା ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ସିଫାର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ ବୋର୍ଡ-ରୁମ ରେ ସେଞ୍ଚୁରିଅନ ୟୁନିଭରସିଟି’ର ସ୍କୁଲ ଅଫ ଫିସରିଜ ଏବଂ ସିଫା” ମଧ୍ୟରେ ଅନୁଷ୍ଠିତ ଏମଓୟୁ ତଥା ବୁଝାମଣ ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସେଠାରେ ଉଭୟଙ୍କ ପକ୍ଷରୁ ଏମଓୟୁ, ତଥା ବୁଝାମଣକ୍ଷ ପତ୍ର ସମସ୍ତ ନୀତିନିୟମ ପ୍ରକାରେ ପ୍ରସ୍ତୁତ ହୋଇ ସ୍ଵାକ୍ଷର ହେବା ସହ ଦିଆନିଆ ହୋଇଥିଲା ।ଏହି ବୁଝାମଣକ୍ଷ ପତ୍ର ସ୍ୱାକ୍ଷର ହେବା କାର୍ଯ୍ୟକ୍ରମରେ ଆଇସିଏଆର–ସିଫା ପକ୍ଷରୁ ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏବଂ ସିଫାର ମତ୍ସ୍ୟ-ହେଲଥ ପରିଚାଳନା ବିଭାଗ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ମୃନାଲ ସାମନ୍ତ ଉପସ୍ଥିତ ଥିବା ବେଳେ ସେଞ୍ଚୁରିଆନ ୟୁନିଭରସିଟି ର ସ୍କୁଲ ଅଫ ଫିସରିଜ ପକ୍ଷରୁ ରେଜିଷ୍ଟ୍ରାର ଡଃ ଅନିତା ପାତ୍ର , ଏମଏସ ସ୍ୱାମୀନାଥନ ଏଗ୍ରିକଲଚର ସ୍କୁଲର ନିର୍ଦ୍ଦେଶକ-ଏଡମିନ ଡଃ ଦୁର୍ଗା ପ୍ରସାଦ ପାଢ଼ୀ , ଡିନ-ଏଡମିନ ଡଃ ଏସପି ନନ୍ଦ , ଡିନ ଡଃ ଏମ ଦେବେନ୍ଦର ରେଡ୍ଡୀ ଏବଂ ସ୍କୁଲ ଅଫ ଫିସରିଜର ଏସୋସିଏଟ ଡିନ ଡଃ ସମ୍ବିଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୁଝାମଣକ୍ଷ ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ପୂର୍ବରୁ , ସ୍କୁଲ ଅଫ ଫିସରିଜର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଆଇସିଏଆର-ସିଫାର ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତଙ୍କୁ, ପାୱାର ପଏଣ୍ଟ ମାଧ୍ୟମରେ ଅବଗତ କରା ଯାଇଥିଲା । ପରେ ସିଫା ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡଃ ସାମନ୍ତ ୟୁନିଭରସିଟି କେମ୍ପସ ମଧ୍ୟରେ ଥିବା ସ୍କୁଲ ଅଫ ଫିସରିଜର ବିଭିନ୍ନ ଲେବ ଓ ୟୁନିଟ ପରିଦର୍ଶନ କରିଥିଲେ । ଶେଷରେ ସେଞ୍ଚୁରିଅନ ୟୁନିଭରସିଟିର ସ୍କୁଲ ଅଫ ଫିସରିଜ ପକ୍ଷରୁ ଗୋସାଣୀ ବ୍ଲକ ଅନ୍ତର୍ଗତ ତୋଟା-ଗୁମୁଡା ଗ୍ରାମ ଉପକଣ୍ଠରେ ନବ ନିର୍ମିତ ଏକ୍ଵା କଲଚର ରିସର୍ଚ୍ଚ ଫାର୍ମ ଠାରେ ଆଇସିଏଆର-ସିଫା ନିର୍ଦ୍ଦେଶକ ଡଃ ସ୍ୱାଇଁ ଏବଂ ସିଫାର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡ:ସାମନ୍ତ ପହଞ୍ଚି ଉଦଘାଟନ କରିଥିଲେ ।

ସେଠାରେ ୧୦ ଏକର ଜମିରେ ୨୧ଟି ପୋଖରୀ , ମାଛ ଚାଷ ପାଇଁ ନିର୍ମିତ ହୋଇଛି , ସେ ଗୁଡିକ ପରିଦର୍ଶନ କରିବା ସହ ପୋଖରୀ ହିଡ଼ ମାନଙ୍କରେ ନଡ଼ିଆ ଗଛ ଚାରା ରୋପଣ କରିଥିଲେ । ପରେ ଏକ୍ଵା-କଲଚର ରିସର୍ଚ୍ଚ ଫାର୍ମର ଉଦଘାଟନ ଅବସରରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗଣ ମାଧ୍ୟମକୁ ଅଧିକ ସୂଚନା ଦେଇ ଆଇସିଏଆର- ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ କହିଛନ୍ତି ଯେ , ପ୍ରଥମେ ସେମାନେ ମତ୍ସ୍ୟ ବିଜ୍ଞାନକୋର୍ସରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ସହ ଇଣ୍ଟରାକ୍ସନ ବେଳେ ଏହାକୁ ନେଇ ସେମାନଙ୍କ ଭବିଷ୍ୟତ କିଭଳି ଗଢିବେ , ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।ତାପରେ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଫିସରିଜ ଏବଂ ସିଫା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା ।

ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦ୍ୱାରା ଉଭୟ ମଧ୍ୟରେ ରିସର୍ଚ୍ଚ ବିନିମୟ ହୋଇ ପାରିବା ସହ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଜ୍ଞାନ ଉପଲବ୍ଧ ହୋଇ ପାରିବ , ସେମାନେ ସିଫାକୁ ଯାଇ ସିଫାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣି ପାରିବା ସହ ସିଫାରେ ଟ୍ରେନିଂ ନେଇ ପାରିବେ ଏବଂ ମାଛ ଚାଷର ବିଭିନ୍ନ ବୈଷୟିକ ପ୍ରଣାଳୀ ଉପରେ ଜାଣି ପାରିବା ସହ ସିଫାର ରିସର୍ଚ୍ଚ ବିଷୟରେ ଜାଣି ପାରିବେ ।ଅନ୍ୟ ପକ୍ଷରେ ଏଠାରେ ଯେଉଁ ଏକ୍ଵା-କଲଚର ରିସର୍ଚ୍ଚ ଫାର୍ମ ହୋଇଛି , ତାହା ଉନ୍ନତ ମାନର ଏବଂ ଭବିଷ୍ୟତରେ ଏହା ବେଶ ଅଗ୍ରଗତି କରିବା ସମ୍ଭାବନା ରହିଛି । ଏହି ମତ୍ସ୍ୟ ରିସର୍ଚ୍ଚ ଫାର୍ମ ଦ୍ୱାରା ଆଦିବାସୀ ବହୁଳ ଗଜପତି ଜିଲ୍ଲାର ସମସ୍ତ ପ୍ରକାରର ମତ୍ସ୍ୟଚାଷୀ , ମାଛ ପ୍ରଜନନ ଓ ତାର ଲାଳନ ପାଳନ କରିବା କ୍ଷେତ୍ରରେ ବେଶ ଉପକୃତ ହୋଇ ପାରିବେ ବୋଲି ଡଃ ସ୍ୱାଇଁ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version