No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୮ ଜୁଲାଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ସେବା ସମବାୟ ସଭାପତି ନିର୍ବାଚନ ହୋଇଥିଲା । ପ୍ରକାଶ ଥାଉ କି କାଶୀନଗର ସେବା ସମବାୟ ସମିତିର ଡାଇରେକ୍ଟର ନିର୍ବାଚନରେ ଦୁଇ ତୃତୀୟାଂଶ ଡାଇରେକ୍ଟର ନିର୍ଦ୍ଵନ୍ଦରେ ତ ଓ ବିଜେଡ଼ିର ନିର୍ବାଚିତ ହୋଇଛନ୍ତି । ଆଜିର ନିର୍ବାଚନ ଏକ ଉପୋଚରିକତ ଥିଲା ବୋଲି ଆଲୋଚନା ହୋଉଛି ।
ତାଜମ ଚେଲାପତି ରାଓ ଆଜି ସଭାପତି ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ତେଣୁ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ତାଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ । ଘୋଷଣା ପରେ ସମସ୍ତ ଡାଇରେକ୍ଟର ମାନଙ୍କ ସହ ସେବା ସମବାୟ ସମିତି ରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଜଣାଇଥିବାର ଦେଖିବାକୁ ମିଳିଥିଲା ।

No Result
View All Result