• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱଗର୍ତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

Proprietor Abhimanyu Maharana by Proprietor Abhimanyu Maharana
July 5, 2022
in ଓଡ଼ିଶା, ମହାନଗର, ହୋମ୍
0
ସ୍ୱଗର୍ତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ଭୁବନେଶ୍ୱର :- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ବିଜେବି କଲେଜର ଛାତ୍ରୀ ସ୍ୱର୍ଗତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯାଇଥିଲା । ରାଜଭବନ ନିକଟରୁ ଏକ ବିଶାଳ ର‌୍ୟାଲିରେ ଛାତ୍ରକଂଗ୍ରେସର କର୍ମକର୍ତାମାନେ ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପୋଲିସ ବାରିକେଟ ଭାଙ୍ଗି ବିଧାନସଭା ଭିତରକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସହ ଛାତ୍ରକଂଗ୍ରେସ କର୍ମକର୍ତା ଓ କର୍ମୀମାନଙ୍କର ଅପରାହ୍ନ ଘ. ୪.୩୦ ମି. ଠାରୁ ୬ ଘଂଟା ପର୍ଯ୍ୟନ୍ତ ଧସ୍ତାଧ୍ୱସ୍ତି ହୋଇଥିଲା । ଏହି ଧସ୍ତଧ୍ୱସ୍ତିରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ୧୨ ଜଣ ଛାତ୍ର ନେତା ଆହତ ହୋଇଥିଲେ ।

କ୍ୟାପିଟାଲ ହସପିଟାଲରେ ୟାସିର ନୱାଜଙ୍କର ଚିକିତ୍ସା ହୋଇଥିଲା । କିଛି ଛାତ୍ର କଂଗ୍ରେସ ନେତାଙ୍କୁ ଘଟଣାସ୍ଥଳରୁ ଗିରଫ କରି ପୋଲିସ ଆରୋରେ ଗିରଫ କରି ରଖିଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତିଯେ ନବୀନ ସରକାର ରୁଚିକା ମହାନ୍ତି ପ୍ରସଙ୍ଗକୁ ଚପେଇ ଦେବାପାଇଁ ଚକ୍ରାନ୍ତ କରୁଛନ୍ତି । ପୋଲିସର ତଦନ୍ତ ମନ୍ଥର ହୋଇଛି । ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର ଏପର୍ଯ୍ୟନ୍ତ ମୁହଁ ଖୋଲୁ ନାହାନ୍ତି । ରାଜ୍ୟ ସାରା ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ଚାଲୁଥିଲା ବେଳେ ଉଚ୍ଚଶିକ୍ଷା ସଚିବ ଆଖିବୁଜି ବସିଛନ୍ତି । ଉଚ୍ଚଶିକ୍ଷା ସଚିବଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି ।

ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଘଟଣାକୁ ଏଡ଼ାଇ ଦେବାପାଇଁ କରୋନା ହୋଇଛି କହି ଆତ୍ମଗୋପନ କରିଛନ୍ତି । ରୁଚିକା ମହାନ୍ତି ସପକ୍ଷରେ ସରକାର ନାହାନ୍ତି । ରୁଚିକା ମହାନ୍ତି ଆତ୍ମହତ୍ୟା କରିନି ବଂର ନବୀନ ସରକାର ତାଙ୍କୁ ହତ୍ୟା କରିଛି । ସେପଟରେ ବିଜେବି କଲେଜର ପ୍ରିନ୍ସପାଲ, ହଷ୍ଟେଲ ସୁପରିନ୍‌ଟେଣ୍ଡେଂଟ ଏବଂ ୱାଡେନ ଚକ୍ରାନ୍ତ କରି କିଛି ଛାତ୍ରୀଙ୍କୁ ଛାତ୍ରୀ ନିବାସରୁ ଖସେଇ ଦେଇଛନ୍ତି । ବିଜେବି କଲେଜ ଓଡ଼ିଶାର ଶିକ୍ଷାର କୋଣାର୍କ । ଯଦି ବିଜେବି କଲେଜର ଅବସ୍ଥା ଏପରି ତେବେ ଅନ୍ୟ ସ୍ଥାନରେ ଛାତ୍ରଛାତ୍ରୀମାନେ କିଭଳି ଦୟନୀୟ ଅବସ୍ଥାରେ ର‌୍ୟାଗିଂରେ ଶୀକାର ହୋଇନଥିବେ । ର‌୍ୟାଗିଂରେ ୨ ବର୍ଷରେ ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଗଲାଣି ।

ଶିକ୍ଷାନୁଷ୍ଠାନରେ କେବଳ ନାମକୁ ମାତ୍ର ଆଣ୍ଟି ର‌୍ୟାଗିଂ କମିଟି ରହିଛି । ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଗଲା । ୭ଟି ରାଜ୍ୟରେ ର‌୍ୟାଗିଂ ପ୍ରୋହିବସନ ଆକ୍ଟ ଅଛି । ଓଡ଼ିଶାରେ ନାହିଁ । ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ର, ମହାରାଷ୍ଟ୍ର, ଜାମୁ କାସ୍ମିର, ଉତର ପ୍ରଦେଶ । ସରକାର ପ୍ରୋହିବିସନ ଅଫ ର‌୍ୟାଗିଂ ଆକ୍ଟ ଆଣନ୍ତୁ । ର‌୍ୟାଗିଂରେ ଓଡ଼ିଶା – ୪ (ୟୁଜିସି ରିପୋର୍ଟ) ଉତର ପ୍ରଦେଶ – ୧ । ଓଡ଼ିଶା ପୋଲିସର ରିପୋର୍ଟ -୨୦୨୦ ରେ ୧୪୬୯ ଟି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୫ ବର୍ଷରେ ୩୧୦୦ ଏଚଆରପିସି (ହ୍ୟୁମାନ ରାଇଟସ୍‌)ରେ ୨୪ ଘଂଟିଆ ଆଣ୍ଟିର‌୍ୟାଗିଂ ହେଲ୍ପ ଲାଇନ ରଖଯାଉ । ରୁଚିକା ମହାନ୍ତି ପରିବାରକୁ ୫୦ଲକ୍ଷ କ୍ଷତିପୂରଣ ।

ଦୋଷୀଙ୍କୁୁ ତୁରନ୍ତ ଗିରଫ କରାଯାଉ ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ । ବିଜେବି କଲେଜର ପ୍ରିନ୍ସପାଲ, ହଷ୍ଟେଲ ସୁପରିନ୍‌ଟେଣ୍ଡେଂଟ ଏବଂ ୱାଡେନଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ଏମାନଙ୍କ ଜାଣନ୍ତରେ ସେଠାରେ ର‌୍ୟାଗିଂ ଚାଲିଥିଲା ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ଶ୍ରୀ ରଜତ ଚୌଧୁରି କହିଥିଲେ ଯେ ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମଳିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ । ଶିକ୍ଷାମନ୍ତ୍ରୀ ଓ ଶିକ୍ଷାସଚିବଙ୍କ ଅସଲ ମୁଖାକୁ ଓଡ଼ିଶା ଲୋକ ଦେଖୁଛନ୍ତି । ନବୀନ ସରକାର ଏକ ଛାତ୍ରବିରୋଧି ସରକାର । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, କିରଣ ସାହୁ, ରଣଜିତ ପାତ୍ର, ସ୍ୱାଗତ କର,

ନିହାର ବେହେରା, ଅଖିଳେଷ ଯାଦବ, ମହମ୍ମଦ ଗୁଲଫାମ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକେଶ୍ୱର କାଣ୍ଡି, ସମିଉଲ ହକ୍‌, ସାଗର ପଟ୍ଟନାୟକ, ରଣଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ସାହାରୁଖ ଖାନ, ବିଭୂତି ଭୂଷଣ ମହାପାତ୍ର, ଉଦିତ ପ୍ରଧାନ, ରିୟାଜୁଲ ଇସଲାମ, ସୂର୍ଯ୍ୟକାନ୍ତ ସାହୁ, ଅର୍ମାନ ଜେନା, ସୁରଜ ରାଉତ, ନିତେଶ ରଂଜନ ବେହେରା, ସୌମ୍ୟ ଷଣ୍ଢ, ଲିପିକା ପାତ୍ର, ଆରିୟନ ସାସମଲ, ଅମ୍ଳାନଜିତ ପଣ୍ଡା, ସେଖରସୁମନ ରଣା, ଶ୍ୟାମସୁନ୍ଦର ସାହୁ, ସୁନିଲ ସାହୁ ଗାନ୍ଧୀ, ପ୍ରତ୍ୟୁଷ ପ୍ରଧାନ, ସାକେତ ସିଂ, ସେକ୍ ଜାହି, ସେକ ସାଜୁ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version