• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗଜପତି ଜିଲ୍ଲା : ୨ଟି “ପୋଲିସ-ଫାୟାର-ଆମ୍ବୁଲାନ୍ସ – ୧୧୨ ଗାଡ଼ିର ଜରୁରୀକାଳିନ ସେବା ଗାଡିର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
June 26, 2022
in Uncategorized
0
ଗଜପତି ଜିଲ୍ଲା : ୨ଟି “ପୋଲିସ-ଫାୟାର-ଆମ୍ବୁଲାନ୍ସ – ୧୧୨ ଗାଡ଼ିର ଜରୁରୀକାଳିନ ସେବା ଗାଡିର ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନା ପରିସରରେ ଗଜପତି ଜିଲ୍ଲା ପୋଲିସ  ପ୍ରଶାସନ ପକ୍ଷର“ପୋଲିସ-ଫାୟାର-ଆମ୍ବୁଲାନ୍ସ ଜରୁରୀ କାଳିନନଂ୧୧୨ସେବା ଗାଡିର ଶୁଭାରମ୍ଭହୋଇଛି l ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଶ୍ରୀ ଜୟରାମ ଶତପଥୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଗାଡି ଦୁଇଟିର ଶୁଭାରମ୍ଭ କରିଥିଲେ । ଏହି ଗାଡି ଦୁଇଟି ମଧ୍ୟରୁ ଗୋଟିଏ ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଏବଂ ଅନ୍ୟଟି ମୋହନା ଥାନା ଅଞ୍ଚଳ ପାଇଁ ଏହି ଗାଡି ଦୁଇଟି ଜରୁରୀ କାଳୀନ ପରିସ୍ଥିତି ବେଳେ ହଠାତ ଫୋନ କଲ ଆସିଲେ ତାହା ରିସିଭ କରି ତୁରନ୍ତ ସେବା ଯୋଗାଇ ଦେବେ ।

ଏହି ଇଆରଏସଏସ: ତଥା “ଏମାର୍ଜେନ୍ସି ରେସପୋନ୍ସ ସପୋର୍ଟ ସିଷ୍ଟମ ” ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇଥିଲା , ତେବେ ଏହା ଅତି ଆବଶ୍ୟକ ପଡିବାରୁ ଗଜପତି ଜିଲ୍ଲାପାଇଁ ପାରଳାଖେମୁଣ୍ଡି- ମୋହନା ଓ ଆର ଉଦୟଗିରି ପାଇଁ ୩ ଟି ଗାଡି ଆବଶ୍ୟକ ଥିବା ବେଳେ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କ ଆଦେଶ କ୍ରମେ ୨ଟି ଗାଡି ପହଞ୍ଚିଛି ଓ ତାର ଶୁଭାରମ୍ଭ ହୋଇଛି, ଆଉ ଗୋଟିଏ ଗାଡି ଆସନ୍ତା ସପ୍ତା ମଧ୍ୟରେ ପହଞ୍ଚିବ ।ଏହି ଗାଡିରେ ଜନ ସାଧାରଣଙ୍କୁ ଜରୁରୀକାଳିନ ସେବା ପାଇଁ ୧୧୨ନମ୍ବରକୁ ଡାଏଲ ତଥା ଫୋନ କରିବା ପାଇଁ କୁହାଯାଇଛି । ଏହି ନମ୍ବରକୁ ଫୋନ କରିବା ମାତ୍ରକେ ସେମାନେ ଫୋନ କଲ ରିସିଭ କରିବେ ।

ଏହାଦ୍ୱାରା ସମସ୍ତ ପ୍ରକାର ଜରୁରୀକାଳିନ ସେବା ମିଳିପାରିବବୋଲି ଏସପି ଶ୍ରୀ ଜୟରାମ ଶତପଥୀ କହିଥିଲେ ସେହିଭଳି , ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ସବୁ ରହିଛି , ଯାହାକି ସେସବୁ ସମ୍ପୃକ୍ତ ଅଞ୍ଚଳର ଥାନା ଠାରୁ ଅନ୍ୟୁନ ୫୦ କିମି ଦୂରରେ ରହିଛି ।ଏହି ସେବା ଦ୍ୱାରା ଫୋନ କଲ ପାଇବା ମାତରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସେବା ଯୋଗାଇ ଦେଇ ପାରିବ ।

ସେହିଭଳି ସହରାଞ୍ଚଳରେ ଷ୍ଟ୍ରିଟ ରୋମିଓ ମାନେ ରହିଛନ୍ତି , ସେମାନେ ଝିଅ ପିଲା ମାନଙ୍କୁ ଦେଖିବା ମାତରେ ଟର୍ଚ୍ଚର କରିଥାନ୍ତି , ଖରାପ ଇସାରା ଦେବା ସହ କମେଣ୍ଟ ମାରିବା , ପ୍ରଭୃତି ଖରା଼ପ କାର୍ଯ୍ୟ କରିଥାନ୍ତି , ସେହି ମାନଙ୍କୁ ଧରିବା ପାଇଁ ମଧ୍ୟ ଏହି ଗାଡି ଉଚିତ ସମୟରେ ଘଟଣା ସ୍ଥଳରେ ପହଞ୍ଚି ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାଣଙ୍କ ମଧ୍ୟରେ ଏଏସପି ଶ୍ରୀ ବାମଦେବ ସିଂ , ଏସଡିପିଓ ଶ୍ରୀ ରାମକୃଷ୍ଣ ପତି, ରିଜର୍ଭ ଆରଆଇ ଶ୍ରୀ ଡମ୍ବରୁ ଧର ହନାଗା ଏବଂ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ “ୟଙ୍ଗ ଗ୍ରୀନଭୋକେଟ କନକ୍ଲେଭ ସିଜିନ – ୧” ଆୟୋଜିତ

ରାଜ୍ୟସ୍ତରୀୟ “ୟଙ୍ଗ ଗ୍ରୀନଭୋକେଟ କନକ୍ଲେଭ ସିଜିନ – ୧” ଆୟୋଜିତ

March 13, 2026
ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

March 13, 2026
ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

March 13, 2026
ଜାହାନିଆଁ ପୀଠ ଠାରେ “ସୁମନ “ଓ ଶ୍ରୀଅରବିନ୍ଦର ପାଠଚକ୍ର କାର୍ଯ୍ୟକ୍ରମ

ଜାହାନିଆଁ ପୀଠ ଠାରେ “ସୁମନ “ଓ ଶ୍ରୀଅରବିନ୍ଦର ପାଠଚକ୍ର କାର୍ଯ୍ୟକ୍ରମ

March 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ “ୟଙ୍ଗ ଗ୍ରୀନଭୋକେଟ କନକ୍ଲେଭ ସିଜିନ – ୧” ଆୟୋଜିତ

ରାଜ୍ୟସ୍ତରୀୟ “ୟଙ୍ଗ ଗ୍ରୀନଭୋକେଟ କନକ୍ଲେଭ ସିଜିନ – ୧” ଆୟୋଜିତ

March 13, 2026
ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version