ଏହି ଅବସରରେ ଆଜି ବରଗଡ଼ ସଦର ମହକୁମା ରେ ଥିବା ତପୋବନ ଆଶ୍ରମ ର ବୁଦ୍ଧ ହଲ୍ ଠାରେ ଆର୍ଟ ଅଫ ଲିଭିଙ୍ଗ ଏବଂ ଜେ ସି ଆଇ, ବରଗଡ଼ ଶାଖା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଥିଲା । ତପୋବନ ଆଶ୍ରମ ର ସଭାପତି ପ୍ରିତମ ସିଂ ଆଜି ଦିବସ ର ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ ।
ଯୋଗ ଗୁରୁ ଭୀଷ୍ମ ଖମାରୀ ଉପସ୍ଥିତ ସମସ୍ତଙ୍କୁ ଯୋଗ ପ୍ରାଣାୟାମ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତୀର୍ଥ ବାସୀ ଦେବତା, ଜେ ସି ଆଇ ସଭାପତି ଅଜୟ ଅଗ୍ରୱାଲ, ସମ୍ପାଦକ ରୋହିତ ଅଗ୍ରୱାଲ,ବିଜୟ ବର୍ମା,ବିବେକ ବେରଲିୟା, ଗୈାରବ ଧାନୁକା, ଶଙ୍କର ଅଗ୍ରୱାଲ ସିଏମ ରାଓ, ସୁଶାନ୍ତ ତ୍ରିପାଠୀ, ଚନ୍ଦ୍ର ଶେଖର ରାଓ,ହରଜିନ୍ଦର କୈ।ର,ସିଏଚ କଲିନି, ପ୍ରୀତି ତ୍ରିପାଠୀ,ସିଏଚ ମଞ୍ଜୁଲା ପ୍ରମୁଖ ଯୋଗ କରିଥିଲେ ।
© 2023 Odisha Taza News.