ଏହି ପ୍ରବେଶ ଉତ୍ସବ ରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରୀୟା ବେହେରା, ସମାଜ ସେବୀ ଶଙ୍କର୍ଷଣ ବେହେରା,ଆଦର୍ଶ ବିଦ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,ନୂଆଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଳମଣି ନାୟକ ଙ୍କ ସମେତ ଆଦର୍ଶ ବିଦ୍ୟାଳୟର ଟି ଜି ଟି ଓଡ଼ିଆ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ଟି ଜି ଟି ସୋସିଆଲ ଷ୍ଟଡ଼ି ଶିକ୍ଷୟତ୍ରୀ ସୁଭସ୍ମିତା ମାହର,ଟି ଜି ଟି ସଂସ୍କୃତ ଶିକ୍ଷୟତ୍ରୀ ଇତ୍ୟାଶା ମିଶ୍ର,
କମ୍ପ୍ୟୁଟର ଶିକ୍ଷକ ନବକିଶୋର ମାର୍ଥା,ଟି ଜି ଟି ଗଣିତ ଶିକ୍ଷୟତ୍ରୀ ଦେବସ୍ମିତା ସାହୁ,ଟି ଜି ଟି ଇଂରାଜୀ ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।କେବେ ଖୋଲିବ ଆଦର୍ଶ ବିଦ୍ୟାଳୟ,କେବେ ପଢ଼ିବେ ଛାତ୍ର ଛାତ୍ରୀ ,ଏନେଇ ଅଭିଭାବକ ମହଲରେ ଯେଉଁ କଳ୍ପନା ,କଳ୍ପନା ଲାଗି ରହିଥିଲା ତାହା ଦୂର ହୋଇଛି।ଛାତ୍ର ,ଛାତ୍ରୀ ମାନେ ଖୁସିରେ ପାଠ ପଢିବା ପାଇଁ ଯାଇଥିବାରୁ ଅଭିଭାବକ ମାନେ ଉତ୍ସାହିତ ହୋଇଛନ୍ତି ।
© 2023 Odisha Taza News.