No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହତା ର ଆନ୍ଧ୍ର କେମ୍ପ ଠାରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ର ନିଜସ୍ଵ କାର୍ଯ୍ୟାଳୟ ରେ ୧୩ ତମ ପ୍ରତିଷ୍ଠା ଦିବସ ଓ ବିଶ୍ଵ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,
ସମ୍ମାନିତ ଅତିଥି ଭାବେ ସଦର ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ନିଷ୍ଠା ର ଉପଦେଷ୍ଟା ଅଶ୍ବିନୀ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ରକ୍ଷାପାଳ ସାହୁ ସଭା ପରିଚାଳନା କରିଥିଲେ । ସମ୍ପାଦକ ବିବରଣୀ ପାଠ କରିଥିଲେ ।

No Result
View All Result