ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଓ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ବ୍ଲକ୍ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ୫ ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ସାକ୍ଷାତ କରିଛନ୍ତି ।
ବ୍ଲକ୍ ର ଶିକ୍ଷା,ସ୍ବାସ୍ଥ୍ୟ , ପାନୀୟ ଜଳ , ଗମନା ଗମନ ଆଦି ସମ୍ପର୍କରେ ପୁଙ୍ଖାନୁୁ ପୁଙ୍ଖ ୫ ଟି ସଚିବ ଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଆଲୋଚନା କରିଥିଲେ।














