• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ରାଜ୍ୟ ଶ୍ରମ କମିଶନରଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
May 23, 2022
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ରାଜ୍ୟ ଶ୍ରମ କମିଶନରଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ
Share on FacebookShare on TwitterWhatsapp

ପୂର୍ବରୁ ପଡ଼ିରହିଥିବା ଆବେଦନ ଫର୍ମକୁ ତୁରନ୍ତ ପଞ୍ଜିକରଣ କରି କାର୍ଡ଼ ପ୍ରଦାନ କରିବା ଆଦି ୮ ଦଫା ସମ୍ବଳିତ ଦାବିପତ୍ର ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ଭୁବନେଶ୍ୱର :- ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ରାଜ୍ୟ ଶ୍ରମ କମିଶନରଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୦୧.୦୫.୨୦୨୨ରିଖରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ସମସ୍ତ କାର୍ଯ୍ୟ ଯଥା ବାର୍ଷିକ ଦେୟ, ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା ଓ ନୂତନ ଭାବେ ପଞ୍ଜିକରଣ କାର୍ଡ଼ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ବୋଲି ମାନ୍ୟବର ଶ୍ରମ ଓ କର୍ମଚାରୀ ନିୟୋଜନ ମନ୍ତ୍ରୀଙ୍କ ଦ୍ୱାରା ଏକ ପୋର୍ଟାଲ ଜୟଦେବ ଭବନଠାରେ ଉନ୍ମୋଚନ କରାଯାଇଛି । ଓଡ଼ିଶାରେ ୨୦୦୯ ମସିହା ଠାରୁ ଏପର୍ଯ୍ୟନ୍ତ ସମସ୍ତ ପଞ୍ଜିକୃତ ୟୁନିୟନମାନେ ସରକାର ଗରିବ ନିର୍ମାଣ ଶ୍ରମିକ ଭାଇଭଉଣୀଙ୍କର କଲ୍ୟାଣ ପାଇଁ ୟୁନିୟନମାନଙ୍କ ସହାୟତା ନେଇ ଉକ୍ତ ବ୍ୟବସ୍ଥାର ଲୋକାଭିମୁଖୀ ହୋଇପାରିଛି ।

ପରନ୍ତୁ କୌଣସି ଆଲୋଚନା, ପର୍ଯ୍ୟାଲୋଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ୟୁନିୟନମାନଙ୍କ ସଚେତନତା ଶିବିର ନକରାଇ ହଠାତ୍ କାର୍ଯ୍ୟକ୍ରମ ଲଦି ଦେବା ଦ୍ୱାରା ୟୁନିୟନ ଓ ଶ୍ରମିକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ଛିଡ଼ା କରାଇଛି । ଯାହାକି ଶ୍ରମିକମାନଙ୍କର ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସମସ୍ତ କାର୍ଯର୍୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ପୂର୍ବ ତ୍ରୁଟି ବିଚ୍ୟୁତିକୁ ସମାଧାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ୟୁନିୟନମାନଙ୍କୁ ନେଇ ଏକ କର୍ମଶାଳା ନିମନ୍ତେ ଦାବି କରାଯାଇଛି । ଅନଲାଇନ୍ ଓ ଅପଲାଇନ୍ ଦୁଇଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ, ପୂର୍ବରୁ ମଞ୍ଜୁର ହୋଇଥିବା ବ୍ୟାଙ୍କ/ଡ଼ାଟାଏଣ୍ଟ୍ରି ଅପରେଟରଙ୍କ ତ୍ରୁଟି ଯୋଗୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସଂଶୋଧନ କରି ବିବାହ, ମୃତ୍ୟୁକାଳୀନ, ଶିକ୍ଷା ଓ ଅନ୍ୟାନ୍ୟ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ, ବାର୍ଷିକ ଦେୟ ଅନଲାଇନ ଓ ଅଫଲାଇନ ଦୁଇଟି ବ୍ୟବସ୍ଥା ଚାଲୁ କରାଯାଉ,

ଶିକ୍ଷା ସହାୟତା ପାଇଁ ଅନଲାଇନରେ ଦେଖା ଦେଇଥିବା ଅନେକ ଜଟିଳତାକୁ ଦୂର କରି ସରଳୀକରଣ କରାଯାଉ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ୟୁନିୟନର ପ୍ରାଧିକୃତ ପ୍ରତିନିଧିଙ୍କୁ ଆଇକାର୍ଡ଼ ଦେବାର ବ୍ୟବସ୍ଥା କରାଯାଉ, ସାରା ଓଡ଼ିଶାରେ ଏକ ପ୍ରକାର ନିର୍ମାଣ ଶ୍ରମିକ ଆଇନ୍ ପ୍ରଚଳନ କରାଯାଉ, ପ୍ରତି ଜିଲ୍ଲାରେ ୟୁନିୟନ ତରଫରୁ ଜଣେ ଲେଖାଏଁ ପ୍ରାଧିକୃତ ପ୍ରତିନିଧିଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଉ, ପୂର୍ବରୁ ପଡ଼ିରହିଥିବା ଆବେଦନ ଫର୍ମକୁ ତୁରନ୍ତ ପଞ୍ଜିକରଣ କରି କାର୍ଡ଼ ପ୍ରଦାନ କରିବା ଆଦି ୮ ଦଫା ସମ୍ବଳିତ ଦାବିପତ୍ର ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଫେଡ଼େରେସନର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ, ସାଧାରଣ ସମ୍ପାଦକ ପଞ୍ଚାନନ ମହାରଣା, ଉପସଭାପତି ଭାଗିରଥୀ ସେନାପତି, ଯୁଗ୍ମ ସମ୍ପାଦକ ସୁନିଲ କୁମାର ଗୌଡ଼, ଇନ୍ଦ୍ରମଣି ଜେନା, ମାନସ ଦାସ, ମନୋରଞ୍ଜନ ସାହୁ, ସଞ୍ଜୀବ ମହାନ୍ତି, ପରମାନନ୍ଦ ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୨୨୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା

୨୨୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା

November 12, 2026
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ‘ଦିଶା’ ବୈଠକ ଅନୁଷ୍ଠିତ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ‘ଦିଶା’ ବୈଠକ ଅନୁଷ୍ଠିତ

November 12, 2026
ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

November 12, 2026
ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

November 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୨୨୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା

୨୨୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା

November 12, 2026
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ‘ଦିଶା’ ବୈଠକ ଅନୁଷ୍ଠିତ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ‘ଦିଶା’ ବୈଠକ ଅନୁଷ୍ଠିତ

November 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version