No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ବରଗଡ଼ :- ବରଗଡ଼ ପୈାର ପରିଷଦ ନବ ନିର୍ବାଚିତ ସଦସ୍ୟ ମାନଙ୍କ ପ୍ରଥମ ବୈଠକ ଆଜି ପୈାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପୈାରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୯ଟି ଓ୍ବାର୍ଡ ର କାଉନସିଲର ସଦସ୍ୟ ମାନେ ଉପସ୍ଥିତ ରହି ସହରର ଉନ୍ନତି ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ର ସଠିକ ଭାବରେ ଉପଯୋଗ ଉପରେ ଆଲୋଚନା ହୋଇଥିଲା ।
ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ସହରରେ କାର୍ଯ୍ୟାକାରୀ ହେବାକୁ ଥିବା କାମ ଗୁଡିକ ଉପରେ ଆଲୋଚନା କରିଥିଲେ ।

No Result
View All Result