• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସଙ୍କ ୩୫ତମ ପୁଣ୍ୟତିଥି ଆଜି : ଚାନ୍ଦପୁରରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
May 2, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସଙ୍କ ୩୫ତମ ପୁଣ୍ୟତିଥି ଆଜି :  ଚାନ୍ଦପୁରରେ ପାଳିତ
Share on FacebookShare on TwitterWhatsapp

ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସ, ବିଧାନସଭା ୱେବରେ ଖୁବଶୀଘ୍ର ଭ୍ରମ ସଂଶୋଧନ ନହେଲେ ସ୍କୃତି କମିଟି ପକ୍ଷରୁ ବିଧାନସଭା ବାଚସ୍ପତିଙ୍କ ଗୃହଆଗରେ ଧାରଣା ଦିଆଯିବ ।

ବାରମ୍ବାର ଓଡିଶା ତାଜା ନ୍ୟୁଜ୍ ରେ ପ୍ରକାଶିତ ହେବା ସହ ଅନ୍ୟାନ୍ୟ ଗଣମାଧ୍ୟମ ରେ ମଧ୍ୟ ଏହା ପ୍ରକାଶ ପାଇଆସିଛି ହେଲେ ହେଁ ଏ ଦିଗରେ କୌଣସି ସୁଫଳ ମିଳିନାହିଁ ।

ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ରଣପୁର :- ପ୍ରଜାମଣ୍ଡଳ ନେତା ତଥା ରଣପୁରର ପ୍ରଥମ ମନୋନୀତ ବିଧାୟକ ୰ମୁରଲୀଧର ଦାସଙ୍କ ୩୫ତମ ପୁଣ୍ୟତିଥି ଆଜି ପୂର୍ବାହ୍ନରେ ଚାନ୍ଦପୁରରେ ପାଳିତ ହୋଇଯାଇଛି । ସର୍ବଶ୍ରୀ ଅରୁଣ ସୁବୁଦ୍ଧି ଲକ୍ଷ୍ମୀଧର ବେହେରା, ନିଧିବେହେରା, ଯମ୍ବେଶ୍ଵର ଖମାରୀ ,ସୁବାସଚ଼ନ୍ଦ୍ର ଆଚାଯ୍ୟ,ମନୋଜଦାସ ପ୍ରମୁଖ ୰ଦାସଙ୍କ ତ୍ୟାଗସଂପର୍କେ ଆଲୋଚନା କରିଥିଲେ । ୧୯୮୮ରେ ପ୍ରକାଶିତ ସ୍ମୃତି ସ୍ମରଣିକା ଖୁବଶୀଘ୍ର ପୁନଃଓ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶପାଇଁ ବ୍ୟବସ୍ଥା କରାଯିବାର ନିଷ୍ପରି ହୋଇଥିଲା ାବିଧାନସଭା ୱେବରେ ଖୁବଶୀଘ୍ର ଭ୍ରମ ସଂଶୋଧନ ନହେଲେ ସ୍କୃତି କମିଟି ପକ୍ଷରୁ ବିଧାନସଭା ବାଚସ୍ପତିଙ୍କ ଗୃହଆଗରେ ଧାରଣା ଦିଆଯିବ ବୋଲି ନିଷ୍ପରି ହୋଇଥିଲା,

ଆବଶ୍ୟକୀୟ କାଗଜାତ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶନକଲ ଦାଖିଲାପରେବି କିଛିବ୍ୟବସ୍ଥା ନହେବାରୁ ବାଧ୍ୟହୋଇ କମିଟିଏହି ନିଷ୍ପତି ନେଇଅଛି I ଏବାବଦରେ ଶତାଧିକବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି l କନ୍ଧନୟାଗଡ଼ ସରପଞ୍ଚ ସ୍ଥାୟୀ ସ୍ମୃତିସ୍ତମ୍ଭ ଓ ସଂଗ୍ରାମୀଙ୍କ ନାମେ ଭବନ ନାମକରଣର ପ୍ରସ୍ତାବ ରଖିଛନ୍ତି । ରଣପୁର ପଞ୍ଚାୟତ ସମିତି ଏନେଇ ପ୍ରସ୍ତାବପାରିତ କରିଥିବାରୁ ସ୍କୃତିକମିଟି ଧନ୍ୟବାଦ ଜଣାଇଛି I ସଭାରେ ଉପସ୍ଥିତସଭିଙ୍କୁ ପଦ୍ମଚରଣ ପରିଡା ଧନ୍ୟବାଦ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version