ଝାମୁ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା , ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜ ସେବୀ ଶଙ୍କର୍ଷଣ ବେହେରା, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍, ନୂଆଗାଁ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ୍,
ନାଏବ ସରପଞ୍ଚ ବସନ୍ତ କୁମାର ପ୍ରଧାନ, ପାରାଢ଼ିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ବାବା ରାମେଶ୍ବର ଏଣ୍ଣ ଏବଂ ମା ଦଣ୍ଡକାଳୀ ଙ୍କ ଆଶୀର୍ବାଦ ନେବା ସହ ଝାମୁ ଯାତ୍ରା ଦେଖିଥିଲେ । ଦଶପଲ୍ଲା ବିଧାୟକ ଏବଂ ଅନ୍ୟ ଅତିଥି ମାନଙ୍କୁ ଖାଲମଡା ବିଜେଡ଼ି କର୍ମୀ ଏବଂ ଗ୍ରାମ ସଭାପତି ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।
© 2023 Odisha Taza News.