• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିମାଳୟା ଡ୍ରଗ୍ସ ପିୟୋର ହ୍ୟାଣ୍ଡସ୍ ହ୍ୟାଣ୍ଡ ୱାଶ ଓ ହ୍ୟାଣ୍ଡ ସାନିଟାଇଜର ର ନୂତନ ଟିଭିସି

Proprietor Abhimanyu Maharana by Proprietor Abhimanyu Maharana
May 11, 2020
in ଓଡ଼ିଶା, ବାଣିଜ୍ୟ
0
ହିମାଳୟା ଡ୍ରଗ୍ସ ପିୟୋର ହ୍ୟାଣ୍ଡସ୍ ହ୍ୟାଣ୍ଡ ୱାଶ ଓ ହ୍ୟାଣ୍ଡ ସାନିଟାଇଜର ର ନୂତନ ଟିଭିସି
Share on FacebookShare on TwitterWhatsapp

ଭୁବନେଶ୍ୱର,(ଓଡିଶା ତାଜା ନ୍ୟୁଜ୍‌ ) ୧୧ ମଇ,ସୋମବାର odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ ।

ଭୁବନେଶ୍ୱର, (ଓଡିଶା ତାଜା ନ୍ୟୁଜ୍‌ ) ହିମାଳୟା ଡ୍ରଗ୍ସ ପିୟୋର ହ୍ୟାଣ୍ଡସ୍ ହ୍ୟାଣ୍ଡ ୱାଶ,୧୧ ମଇ,ସୋମବାର :- ଭାରତର ଅନ୍ୟତମ ଅଗ୍ରଣୀ ୱେଲ୍‌ନେସ୍ ବ୍ରାଣ୍ଡ, ହିମାଳୟା ଡ୍ରଗ କମ୍ପାନୀ ପକ୍ଷରୁ ଜୀବାଣୁ-ସୁରକ୍ଷା କ୍ଷେତ୍ରରେ ଏହାର ନୂତନ ଉତ୍ପାଦ ହିମାଳୟା ପିୟୋର ହ୍ୟାଣ୍ଡସ୍ ସହିତ ହାତର ସ୍ୱଚ୍ଛତା ଓ ପରିମଳ ଅଭ୍ୟାସକୁ ଗୁରୁତ୍ୱ ଦିଆଯାଇଛି । ସମ୍ପ୍ରସାରିତ ଲକ୍‌ଡାଉନ୍ ଓ ସାମାଜିକ ଦୂରତା ସହିତ ଯେତେବେଳେ ପାରମ୍ପରିକ ବିଜ୍ଞାପନ କରିବା କଷ୍ଟକର ହୋଇପଡିଛି ସେତେବେଳେ ହିମାଳୟା ଓ ୮୨.୫ କମ୍ୟୁନିକେସନ୍ସ ସହିତ ମିଳିତ ଭାବେ ଏକ ଫିଲ୍ମ ପ୍ରସ୍ତୁତ କରିଛି ଯାହାକି ଏହାର ନୂତନ ଉତ୍ପାଦକୁ ସମଗ୍ର ବିଶ୍ୱକୁ ପରିଚିତ କରାଇଛି । ଏବଂ ଏହାକୁ ୰ଦିପ୍ୟୁରେଷ୍ଟଗ୍ରିଟିଙ୍ଗ୍‌- ନମସ୍କାରର ପ୍ରାଚୀନ ଭାରତର ପରମ୍ପରାକୁ ଏକ ଅଭିବାଦନ ରୂପେ ବ୍ୟବହାର କରି କରାଯାଇଛି ।

ଏହି ଫିଲ୍ମକୁ ପାରମ୍ପରିକ ଭାରତୀୟ ଅଭିବାଦନ ଶୈଳୀ ନମସ୍କାର ପାଇଁ ପ୍ରସ୍ତୁତ କରାଯାଇଛି, ଯାହାର ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦିଗ ରହିଛି । ଏହି ସ୍ୱତନ୍ତ୍ର ଫିଲ୍ମରେ ଏକ ଆବେଗପୂର୍ଣ୍ଣ ବର୍ଣ୍ଣନା ରହିଛି ଯାହାକୁ ଦୂରରୁ ସୁଟିଙ୍ଗ୍‌, ଡାଇରେକ୍ଟ ଓ ଏଡିଟ୍ କରାଯାଇଛି ଏବଂ ଏହା ବିଭିନ୍ନ ଦେଶରେ ବିସ୍ତାର ହୋଇଛି । ପ୍ରାୟ ୧୫ଟି ଭାୀତୀୟ ଓ ଆନ୍ତର୍ଜାତୀୟ ଡିଓପି ଏହି ଫିଲ୍ମ ପାଇଁ ସହଯୋଗ କରିଥିଲେ । ନମସ୍କାର ସହ ଏହି ଫିଲ୍ମ ସମସ୍ତଙ୍କ ପାଇଁ ‘ଦୂରରେ ରୁହନ୍ତୁ କିନ୍ତୁ ସାମାଜିକ ରୁହନ୍ତୁ’ ରିମାଣ୍ଡର୍ ସହିତ ହିମାଳୟର ନୂତନ ପିୟୋର ହ୍ୟାଣ୍ଡସ୍ ହ୍ୟାଣ୍ଡ ୱାଶ ଓ ପିୟୋର ହ୍ୟାଣ୍ଡ ସାନିଟାଇଜର୍‌ର ଆକର୍ଷଣୀୟ ରେଞ୍ଜ୍‌କୁ ସମଗ୍ର ବିଶ୍ୱକୁ ପରିଚିତ କରାଇଛି ।

ଏହି ଫିଲ୍ମ ସମ୍ପର୍କରେ ଦି ହିମାଳୟା ଡ୍ରଗ୍ କମ୍ପାନୀର ସିଇଓ ଫିଲିପ୍ ହେଡନ୍ କହିଛନ୍ତି, “ଆମେ ଆଶା କରୁଛୁ ଯେ, ଏହି ଫିଲ୍ମ ଭଲ ପାଇବା ଓ ଖୁସି ବାଂଟିବା ସହ ଆପଣଙ୍କୁ ସୁରକ୍ଷିତ ରଖିବ । ସୁରକ୍ଷିତ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ହିମାଳୟାରେ ଆମ ସମସ୍ତଙ୍କ ହୃଦୟରୁ ଆପଣମାନଙ୍କୁ ନମସ୍କାର ।” ସେହିପରି ଦି ହିମାଳୟା ଡ୍ରଗ୍ କମ୍ପାନୀର କଞ୍ଜ୍ୟୁମର ପ୍ରଡକ୍ଟସ ଡିଭିଜନର ବିଜ୍‌ନେସ ଡାଇରେକ୍ଟର, ରାଜେଶ କ୍ରିଷ୍ଣମୂର୍ତି କହିଛନ୍ତି, “ହିମାଳୟା ହେଉଛି ଏକ ସୁପରିଚିତ ଓ ବିଶ୍ୱସନୀୟ ୱେଲ୍‌ନେସ୍ ବ୍ରାଣ୍ଡ ଏବଂ ଆମେ ସବୁବେଳେ ଆମ ଉପଭୋକ୍ତାଙ୍କର କଲ୍ୟାଣ ନିଶ୍ଚିତ କରିବା ପାଇଁ ଆଗରେ ରହିଆସିଛୁ । ୮୨.୫ କମ୍ୟୁନିକେସନ୍ସର ଇସିଡି, ମୟୂର ବର୍ମା କହିଛନ୍ତିଯେ, “ଯେତେବେଳେ ଆମେ ସମସ୍ତେ ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି , ସେତେବେଳେ ଆମେ ସମସ୍ତଙ୍କ ମଧ୍ୟରେ ଭଲ ପାଇବା ଓ ସ୍ନେହ ବାଂଟିବା ଉଚିତ । ଆଉ ଏକ ସାଧାରଣ ନମସ୍କାର ଏଭଳି କରିବାରେ ଆମକୁ ସାହାଯ୍ୟ କରିଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version