No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଜାନୁଆରୀ ମଙ୍ଗଳବାର ) ନୟାଗଡ଼ :- ମଧ୍ୟାହ୍ନ ୧୨ଘଟିକା ସମୟରେ ଆଭାସି ମାଧ୍ୟମରେ ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମସ୍ତ ବ୍ଲକର କୋଡ଼ିଡ୍ ନୋଡାଲ ଅଧିକାରୀମାନେ ଯୋଗଦାନ କରିଥିଲେ ।
ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଡ଼ିଡ୍ କଲସେଂଟର ପୁନଃକାର୍ଯ୍ୟକ୍ଷମ ହୋଇଅଛି । ଏହା ଦ୍ୱାରା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କର ସ୍ଥିତି ସଂପର୍କରେ କାର୍ଯ୍ୟରେ ଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀମାନେ କଲସେଂଟରରୁ ପଚାରି ବୁଝିବେ ।

No Result
View All Result